ଓଡ଼ିଶା

ଶାଶୁ-ବୋହୂ କଳି ସମାଧାନ କରିବାକୁ ଯାଇ ପିଉସୀ ଶାଶୁ ମୃତ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ସଦର ଥାନା ଓଡିଶୋ ଗାଁରେ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳି ସମାଧାନ କରିବାକୁ ଯାଇ ପୁତୁରା ବୋହୂର ମାଡରେ ପିଉସୀ ଶାଶୁଙ୍କର ମୃତ୍ୟୁ ଘଟିଛି। ମୃତକ ସବିତା ବିଶ୍ଵାଳ(୫୫) ବୋଲି ଜଣାପଡିଛି। ଜଗତସିଂହପୁର ସଦର ଥାନାରେ ଏ ନେଇ ଲିଖିତ ଅଭିଯୋଗ ହୋଇଛି। ଓଡିଶୋ ଗାଁର ସ୍ଵର୍ଣ୍ଣଲତା ସ୍ଵାଇଁ ଏବଂ ତାଙ୍କ ବୋହୂ ଐଶ୍ଵର୍ଯ୍ୟା ରାୟଙ୍କ ମଧ୍ୟରେ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା। ଘଟଣାର ସମାଧାନ ପାଇଁ […]

ଓଡ଼ିଶା

କାନ୍ଥ ପଡ଼ି ଶିଶୁ ମୃତ

ଉମରକୋଟ: କାନ୍ଥ ପଡ଼ି ଚାଲିଗଲା ଶିଶୁର ଜୀବନ। ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ଅନ୍ତର୍ଗତ କମାବନ୍ଧ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ଜଣେ ୪ ବର୍ଷର ଶିଶୁ। ଅନ୍ୟ ୨ ଜଣ ଶିଶୁ ଏଥିରେ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଉମରକୋଟ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସା​‌ରେ, ୩ ଜଣ ଶିଶୁ ଗୁରୁବାର ଘର ବାରଣ୍ଡାରେ ଖେଳୁଥିଲେ। ନିକଟରେ ଥିବା ଏକ କାନ୍ଥ ସେମାନଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା। […]

ଓଡ଼ିଶା

ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ପୁନବିର୍ଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ

ଭୁବନେଶ୍ଵର: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପି ବିଧାୟକ ଦଳ ବୈଠକରେ ବଡ ନିଷ୍ପତ୍ତି ହୋଇଛି। ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ପୁନବିର୍ଚାର ପାଇଁ ପ୍ରସ୍ତାବ ଦିଆଯାଇଛି। ସମସ୍ତ ବିଜେପି ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ପ୍ରସ୍ତାବ ଦେଇଛନ୍ତି। ଲୋକମତକୁ ସମ୍ମାନ ଜଣାଇ ପୁନର୍ବିଚାର ପାଇଁ ପ୍ରସ୍ତାବ ଦେଇଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା, ମନ୍ତ୍ରୀ ପରିଷଦର ଅନ୍ୟ ସଦସ୍ୟ ଓ ବିଧାୟକମାନେ ଉପସ୍ଥିତ […]

ଓଡ଼ିଶା

ଆହାର କେନ୍ଦ୍ରରେ ଯୁବକଙ୍କଠାରୁ ବନ୍ଧୁକ ଜବତ

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ସୋର ଥାନା ମେଡିକାଲ ପରିସରରେ ଥିବା ଆହାର କେନ୍ଦ୍ର ଭିତରୁ ବନ୍ଧୁକ ଜବତ ହୋଇଛି। ଆହାର କେନ୍ଦ୍ରରେ ଜଣେ ଯୁବକ ଖାଉଥିବାବେଳେ ତାଙ୍କ ପାଖରେ ବନ୍ଧୁକ ଥିବା ସିକ୍ୟୁରିଟି ଦେଖିବାକୁ ପାଇଥିଲେ। ପରେ ସିକ୍ୟୁରିଟି ଏବଂ ଆହାର କେନ୍ଦ୍ରର କର୍ମଚାରୀ ଯୁବକଙ୍କଠୁ ବନ୍ଧୁକ ଆଣିବା ବେଳେ ଯୁବକ ଜଣକ ପାଚେରୀ ଡେଇଁ ଫେରାର୍‌ ହୋଇଯାଇଥିଲେ। ପୁଲିସ୍‌ ଯୁବକଙ୍କୁ ଧରି ଥାନାରେ ଅଟକ ରଖିଛି। ତେବେ ଯୁବକ ଜଣକ କାହିଁକି ବନ୍ଧୁକ ଧରି ଆସିଥିଲେ […]

ଓଡ଼ିଶା

ମାଆ ସହ ମିଶି ଶାଶୂକୁ ହତ୍ୟା କଲା ବୋହୂ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଖଲାରୀ ଗଡପଦା ସାହିରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଶାଶୁକୁ ହତ୍ୟା କରିଛି ବୋହୂ । ମାଆ ସହ ମିଶି ଶାଶୁ କୁନି ନାୟକଙ୍କୁ ବୋହୂ ସରିତା ସାହୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ କୁନି ନାୟକଙ୍କ ପୁଅ କାହ୍ନୁ ନାୟକ ଥାନାରେ ଏତଲା ଦେଇଥିଲେ । ବୋହୂ ସରିତା ସାହୁ ଓ ତାଙ୍କ ମାଆଙ୍କୁ ଅଟକ ରଖି ସଦର ଥାନା ପୁଲିସ ତଦନ୍ତ ରଖିଛି। […]

ଓଡ଼ିଶା

ଧଉଳି ଗଣଦୁଷ୍କର୍ମ ମାମଲା: ମୁଖ୍ୟ ଅଭିଯୁକ୍ତ ସତ୍ୟପ୍ରକାଶ ହାତୀର କ୍ରାଇମ ସିନ୍ ରିକ୍ରିଏସନ୍

ଭୁବନେଶ୍ବର : ସତ୍ୟପ୍ରକାଶ ହାତୀର କ୍ରାଇମ ସିନ୍ ରିକ୍ରିଏସନ୍ ।  ଭୁବନେଶ୍ବର ଧଉଳି ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ସତ୍ୟପ୍ରକାଶ ହାତୀକୁ କ୍ରାଇମସ୍ପଟକୁ ନେଇ କ୍ରାଇମ ସିନ ରିକ୍ରିଏସନ କରିଛି କମିଶନରେଟ ପୋଲିସ ।  ଘଟଣା ପରଠୁ ଫେରାର ଥିଲା ମୁଖ୍ୟ ଅଭିଯୁକ୍ତ ।  ହାପିକୁ ଗିରଫ ପରେ ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ।   କିଭଳି ସେଦିନ ସନ୍ଧ୍ୟାରେ ନାବାଳିକାକୁ ନେଇ ଦୟା ନଦୀ ପଠାରେ ଦୁଷ୍କର୍ମ କରିଥିଲା  ସବୁ କିଛି ଗୋଟି ଗୋଟି କରି […]

ଓଡ଼ିଶା

ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ, ଜଣେ ଅଟକ

ମାଲକାନଗିରି : ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ନିର୍ମମ ହତ୍ୟା ଅଭିଯୋଗ ।  ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଉସ୍ମାପଲ୍ଲୀ ଗାଁରେ ଗୁଣି ସନ୍ଦେହରୁ ବର୍ବରକାଣ୍ଡ ।  ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ହତ୍ୟା କରିଛି ଦୁର୍ବୃତ୍ତ । ପୋଟେରୁ ଫାଣ୍ଡିରେ ଅଭିଯୋଗ ପରେ ଜଣେ ଅଟକ, ସହ ପୋଲିସ ତଦନ୍ତ ଜାରି ରହିଛି  ।  ଗୁଣିଗାରେଡି ସନ୍ଧେହରେ ହତ୍ୟା ଅଭିଯୋଗ ହୋଇଛି । ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଉସ୍କାପଲ୍ଲୀ ଗାଁରେ ଏଭଳି ବର୍ବର କାଣ୍ଡ […]

ଓଡ଼ିଶା

୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲେଡି IIC

ଲକ୍ଷ୍ମୀପୁର : ଭିଜିଲାନ୍ସ ଜାଲରେ ଲେଡି IIC ।  ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା IIC ସୁକୁମା ହାଁସଦା ।  ୨୦ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରିଲା ଭିଜିଲାନ୍ସ ।  କେସ୍ ଡାଏରୀ ଦାଖଲ ପାଇଁ ନେଉଥିଲେ ଲାଞ୍ଚ ।  ଜୟପୁର ଭିଜିଲାନ୍ସ DSPଙ୍କ ନେତୃତ୍ବରେ ଥାନା ଓ ଘରେ ଚାଲିଛି ରେଡ୍ ।  କୋରାପୁଟ ଜିଲ୍ଲା ଦସମନ୍ତପୁର ଥାନା ଆଇଆଇସି ସୁକୁମା ହାଁସଦାଙ୍କୁ ଆଜି ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ […]

ଜାତୀୟ

ଭଡ଼ା ଟଙ୍କା ମାଗିବାରୁ ଘର ମାଲିକାଣୀଙ୍କ ଜୀବନ ନେଲେ ଭଡ଼ାଟିଆ,

ଉତ୍ତର ପ୍ରଦେଶ: ଭଡ଼ା ଟଙ୍କା ମାଗିବାକୁ ଯାଇଥିଲେ ଯେ ଭଡ଼ାଟିଆଙ୍କ ହାତରେ ମାଲିକାଣୀଙ୍କ ଜୀବନ ଗଲା । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ପୁରା ସତ । ଉତ୍ତର ପ୍ରଦେଶର ଗାଜିଆବାଦ ଜିଲ୍ଲାରୁ ଆସିଛି ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ନନ୍ଦଗ୍ରାମ ପୋଲିସ ଷ୍ଟେସନ ଅଞ୍ଚଳର ରାଜନଗର ଏକ୍ସଟେନସନ ସ୍ଥିତ ପଶ ଔରା କାଇମେରା ସୋସାଇଟିରେ ହୋଇଛି ହତ୍ୟାକାଣ୍ଡ । ଭଡା ବିବାଦକୁ ନେଇ ଜଣେ ଘର ମାଲିକାଣୀଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି […]

ଓଡ଼ିଶା

ଦୁର୍ଘଟଣାରେ ଦାଦା, ପୁତୁରା ମୃତ

ଚାନ୍ଦବାଲି : ଦୁର୍ଘଟଣାରେ ଦାଦାପୁତୁରା ମୃତ । ଏକାସାଙ୍ଗରେ ଚାଲିଗଲା ଦାଦା ଓ ପୁତୁରାଙ୍କ ଜୀବନ । ଭଦ୍ରକ ଜିଲ୍ଲା ବାଂଶଡା ଧାମରା ମୁଖ୍ୟ ରାସ୍ତାର ଗୁଆଁଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ଉଭୟଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ମୃତ ଦାଦା ପୁତୁରା ହେଲେ ଦୋଷୀଙ୍ଗା ଅଞ୍ଚଳର ବୋଲି ଜଣାପଡିଛି ।

LOKA SAMACHAR @2026. All Rights Reserved || Developed By CBSPL