ଓଡ଼ିଶା

ଲାଞ୍ଚ ଅଭିଯୋଗରେ ପୂର୍ବତନ ଅମିନଙ୍କୁ ୪ ବର୍ଷ ଜେଲ, ପେନସନ ବନ୍ଦ

ତରଭା : ଲାଞ୍ଚ ଅଭିଯୋଗରେ ପୂର୍ବତ୍ତନ ଅମିନଙ୍କୁ କାରାଦଣ୍ଡ । ପେନସନ ବନ୍ଦ କରିବା ସହ ୪ବର୍ଷ ବିଚାର ବିଭାଗୀୟ କାରାଦଣ୍ଡ ଓ ଜରିମାନା ନିର୍ଦେଶ ଦେଇଛି ଅଦାଲତ । ଘଟଣା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ତହସିଲରେ କାର୍ଯ୍ୟରତ ପୂର୍ବତନ ଅମିନ ଶ୍ରୀ ସାହୁ ମେହେରଙ୍କୁ ଲାଞ୍ଚ ଅଭିଯାଗରେ କାରାଦଣ୍ଡ ଶୁଣାଇଛି ଅଦାଲତ । ଲାଞ୍ଚ ଅଭିଯୋଗରେ ଶ୍ରୀ ମେହେରଙ୍କୁ ୪ ବର୍ଷ କାରାଦଣ୍ଡ ସହ ଜରିମାନା ନିର୍ଦ୍ଦେଶ ଦେଇଛି ବଲାଙ୍ଗୀର ଭିଜିଲାନ୍ସ ଅଦାଲତ । […]

ଓଡ଼ିଶା

ନବୀନ ପଟ୍ଟନାୟକଙ୍କୁ ଭେଟିଲେ ହିଞ୍ଜିଳି ମ୍ୟୁନିସିପାଲିଟିର ଦଳୀୟ ନେତା ଓ କର୍ମୀ

ଭୁବନେଶ୍ୱର: ଗଞ୍ଜାମ ଜିଲା ଶେରଗଡ଼ ବ୍ଲକର ବିଜେଡି କର୍ମୀ ଓ ନେତାମାନେ ସେମାନଙ୍କ ବିଧାୟକ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ସରକାରୀ ଉଦାସୀନତା ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି । ଆଜି ହିଞ୍ଜିଳି ମ୍ୟୁନିସିପାଲଟି ବିଜୁ ଜନତା ଦଳର ନେତା ଏବଂ କର୍ମୀ ମାନେ ନବୀନ ନିବାସରେ ବିଜେଡି ସଭାପତି ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ସମାନ ଅଭିଯୋଗ କରିଛନ୍ତି ।ସରକାରୀ ଅବହେଳା ଯୋଗୁଁ ହିଞ୍ଜିଳି ମ୍ୟୁନିସିପାଲଟି ଅଞ୍ଚଳରେ ବିକାଶ କାମ […]

ଓଡ଼ିଶା

ହାଇଦ୍ରାବାଦ ଇନଭେଷ୍ଟର୍ସ ମିଟରୁ ଓଡ଼ିଶାକୁ ଆସିଲାଣି ୭୦ ହଜାର କୋଟିର ନିବେଶ

ଭୁବନେଶ୍ୱର : ରାଜ୍ୟକୁ ପୁଞ୍ଜିନିବେଶର ସୁଅ ।  ହାଇଦ୍ରାବାଦ ଇନଭେଷ୍ଟର୍ସ ମିଟରୁ ଓଡ଼ିଶାକୁ ଆସିଲାଣି ୭୦ ହଜାର କୋଟିର ନିବେଶ ।  ମାତ୍ର ୨ଦିନରେ ଏତେ ପରିମାଣର ନିବେଶ ଓଡ଼ିଶାର ଶିଳ୍ପନୀତି ପ୍ରତି ଶିଳ୍ପସଂସ୍ଥା ଆକୃଷ୍ଟ ହୋଇଥିବା ସ୍ପଷ୍ଟ ହୋଇଛି ।  ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶିଳ୍ପପତିଙ୍କ ସହ ପ୍ରାୟ ୨୫ ବୈଠକ କରିଛନ୍ତି ।  ୧୩ଟି ଏମଓୟୁ ସ୍ବାକ୍ଷର ହୋଇଥିବା ବେଳେ ଏଥିରେ ପ୍ରାୟ ୨୭ ହଜାର କୋଟିର ନିବେଶ ହେବ । ଏହା ମାଧ୍ୟମରେ ରାଜ୍ୟରେ […]

ଓଡ଼ିଶା

ମାଛ ବଜାର ଦାବିରେ ରାସ୍ତାରୋକ

ବ୍ରହ୍ମପୁର : ରାସ୍ତା ଉପରେ ମାଛ ରଖି ରାସ୍ତାରୋକ ।  ପରିତ୍ୟକ୍ତ ଅବସ୍ଥାରେ ଦୀର୍ଘ ବର୍ଷ ଧରି ମାଛ ବିକିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମତ୍ସ୍ୟଜୀବୀ । ମାଛ ବିକ୍ରି ପାଇଁ ବଜାର ହୋଇଥିବାବେଳେ ତାହାକୁ ମତ୍ସ୍ୟଜୀବୀଙ୍କୁ ହସ୍ତାନ୍ତର କରାଯାଇନଥିବା ଅଭିଯୋଗ ହୋଇଛି ।  ବାରମ୍ବାର ଦାବି ପରେ ମଧ୍ୟ ବଜାର ଖୋଲାଯାଇନଥିବା ଯୋଗୁଁ ରମ୍ଭା ମୁଖ୍ୟ ରାସ୍ତା ଅବରୋଧ କରାଯାଇଥିଲା ।  ରମ୍ଭା NAC କର୍ତ୍ତୁପକ୍ଷ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା […]

ଓଡ଼ିଶା

ଜନବସତି ମୁହାଁ ହାତୀ, ୧୦ ସ୍କୁଲ ଛୁଟି ଘୋଷଣା କଲେ ଡିଇଓ

ବାଲେଶ୍ବର : ବାଲେଶ୍ବର ଜିଲ୍ଲାରେ ହାତୀ ପାଇଁ ସ୍କୁଲ ଛୁଟି । ୧୦ଟି ସ୍କୁଲକୁ ଛୁଟି ଘୋଷଣା କଲେ ବାଲେଶ୍ବର ଡିଇଓ । ଖଇରା ବ୍ଲକ ପୂର୍ବପଡା ଗାଁର ଜଣେ ଯୁବକଙ୍କୁ କଂକ୍ରିଟ ରାସ୍ତାରେ କଚାଡ଼ି ମାରିଲା ଦନ୍ତା । ମୃତକ ହେଲେ ସୁରେନ୍ଦ୍ର ଦାସ । ଅନ୍ୟ ୨ ଜଣ ହାତୀ ଆକ୍ରମଣରେ ଗୁରୁତର ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ ତାତିଲେ ସ୍ଥାନୀୟଲୋକେ । ସେପଟେ ହାତୀର ଗତିବିଧିକୁ ନଜର ରଖି ବାଲେଶ୍ବର […]

ଓଡ଼ିଶା

ଭୁବନେଶ୍ବର ବିମାନ ବନ୍ଦରରେ ଏକାଧିକ ଏୟାର ଇଣ୍ଡିଆ ବିମାନ ରଦ୍ଦ

ଭୁବନେଶ୍ବର : ଭୁବନେଶ୍ବର ବିମାନ ବନ୍ଦରରେ ଏକାଧିକ ଏୟାର ଇଣ୍ଡିଆ ବିମାନ ରଦ୍ଦ । ଯାତ୍ରୀ ହନ୍ତସନ୍ତ । ଘନ କୁହୁଡି ଯୋଗୁଁ ୩ଟି ବିମାନ ରଦ୍ଦ ହୋଇଛି । ଏଥିସହ ଗୋଟିଏ ବିମାନ ବିଳମ୍ବରେ ଚାଲିଛି । ଭୁବନେଶ୍ୱରରୁ ଦିଲ୍ଲୀ ପାଇଁ ଦୁଇଟି ବିମାନ ଏବଂ କୋଚି ପାଇଁ ଗୋଟେ ବିମାନକୁ ରଦ୍ଦ କରିଛି ଏୟାର ଇଣ୍ଡିଆ ଏକ୍ସପ୍ରେସ । ଆଜି ସକାଳ ୯.୪୫ରେ ଥିବା AI 1814 ଯାହା ଭୁବନେଶ୍ୱରରୁ ଦିଲ୍ଲୀ ଯାଇଥାନ୍ତା ତାହା ରଦ୍ଦ […]

ଓଡ଼ିଶା

୫ କିମି ବାଟ ଚାଲି ଲୋକଙ୍କ ସମସ୍ୟା ବୁଝିଲେ ବିଡିଓ

ହରଭଙ୍ଗା : ଚର୍ଚ୍ଚାରେ ହରଭଙ୍ଗା ବିଡିଓ । ଗାଁ କୁ ଗାଡି ଯାଇ ପାରିଲାନି ବୋଲି ରାସ୍ତାରୁ ବଡବଡ ଢେମା ପଥର ହଟାଇ ହଟାଇ ଗଲେ ୫ କିମି ବାଟ । ଏ ହେଉଛନ୍ତି ହରଭଙ୍ଗା ବିଡିଓ ବିଜୟ କୁମାର ପ୍ରଧାନ । ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ଦୁର୍ଗମ ତଥା ଉପାନ୍ତ ଅଚଂଳ ଭାବେ ଜଣା ଶୁଣା ଆଡେଣୀଗଡ ପଞ୍ଚାୟତର ବାଲେଜୁ, ସବେରି ଓ ଆଡାପାଜୁ ଗ୍ରାମଗୁଡ଼ିକୁ ପରିଦର୍ଶନ କରି ଲୋକଙ୍କ ସମସ୍ୟା ବୁଝିବାକୁ ବାହାରିଥିଲେ ବିଡିଓ […]

ଓଡ଼ିଶା

ପୋଲିସ SI ପରୀକ୍ଷା ଘୋଟାଲା, ୪ ଦିନିଆ ରିମାଣ୍ଡରେ ଯିବେ ଅଭିଯୁକ୍ତ

ଭୁବନେଶ୍ୱର : ପୋଲିସ ଏସ୍ଆଇ ପରୀକ୍ଷା ଜାଲିଆତି ମାମଲାରେ ରିମାଣ୍ଡରେ ଯିବେ ୩ ଅଭିଯୁକ୍ତ । ୪ ଦିନିଆ ରିମାଣ୍ଡରେ ଯିବେ ଶଙ୍କର, ସୁରେଶ ଓ ସାଗର । ଏନେଇ ସ୍ବତନ୍ତ୍ର ସିବିଆଇ କୋର୍ଟ ଅନୁମତି ମିଳିଛି । ଝାରପଡ଼ା କାରାଗାରରୁ ୩ ଜଣଙ୍କୁ ନେଇ ପଚରାଉଚରା କରିବ ତଦନ୍ତକାରୀ ସଂସ୍ଥା । ଏହି ୩ ଅଭିଯୁକ୍ତ ଏସ୍ଆଇ ଅନିୟମିତତାର ମୁଖ୍ୟ କାର୍ପଟଦାର ବୋଲି ଦର୍ଶାଇଛି ସିବିଆଇ । ବିଶେଷ କରି ଶଙ୍କର ଠାରୁ ହଜାରେ କୋଟି ଟଙ୍କା […]

ଓଡ଼ିଶା

ଦନ୍ତା ଆକ୍ରମଣରେ ଜଣେ ମୃତ ଓ ୨ ଆହତ

ସୋର : ରାସ୍ତାରେ ଯୁବକଙ୍କୁ କଚାଡ଼ି ମାରିଲା ଦନ୍ତା । ଖାଦ୍ୟ ଅନ୍ୱେଷଣରେ ଗାଁରେ ପଶି ଯୁବକଙ୍କୁ କଂକ୍ରିଟ ରାସ୍ତାରେ କଚାଡ଼ି ମାରିଲା ଦନ୍ତା । ଭୟଭୀତ ଗାଁଲୋକେ । ବାଲେଶ୍ଵର ଜିଲ୍ଲା ଖଇରା ତହସିଲ ବାଉଁଶଗଢିଆ ପଞ୍ଚାୟତ କଳମୁଚୁଆ ଗାଁରେ ହାତୀ ଉପଦ୍ରବ । ମୃତକ ହେଲେ ପୂର୍ବପଡା ଗାଁର ସୁରେନ୍ଦ୍ର ଦାସ । ଅନ୍ୟ ୨ ଜଣ ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ବନ ବିଭାଗର ଅବହେଳତା ଅଭିଯୋଗ ଆଣିଲେ ଗାଁଲୋକେ । […]

ଓଡ଼ିଶା

ଦହିବରା ଖାଇ ୭୦ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ

କଣ୍ଟାମାଳ : ଦହିବରା ଖାଇ ୭୦ ଅସୁସ୍ଥ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଗବଯୋରର ଏ ଘଟଣା । ସାପ୍ତାହିକ ହାଟରେ ଖୋଲିଥିବା ଏକ ଜଳଖିଆ ଦୋକାନୀଙ୍କ ଠାରୁ ଦହିବରା ଖାଇ ୭୦ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଘଟଣା ସ୍ଥଳରେ ମନମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼ାକ୍ତରୀଦଳ ପହଞ୍ଚି ଚିକିତ୍ସା ଆରମ୍ଭ କରିଛି । ଦହିବରା ବ୍ୟବସାୟୀ ଜଣଙ୍କ ସାପ୍ତାହିକ ହାଟରେ ଦହିବରା ବିକ୍ରି କରିବା ପରେ ଅପରାହ୍ଣରେ ଗବଯୋର ଗାଁକୁ ଯାଇଥିଲେ […]

LOKA SAMACHAR @2026. All Rights Reserved || Developed By CBSPL