ଉଚ୍ଛେଦ ବେଳେ ଉତ୍ତେଜନା, ଉଠା ଦୋକାନୀ-ପୋଲିସ ମୁଁହାମୁହିଁ
ପୁରୀ : ପୁରୀ ବଡ଼ ଦାଣ୍ଡରେ ଉଠା ଦୋକାନୀଙ୍କୁ ଉଚ୍ଛେଦ ବେଳେ ଉତ୍ତେଜନା l ଟ୍ରାଫିକ ବ୍ୟବସ୍ଥାକୁ ସୁପରିଚାଳନା କରିବା ପାଇଁ ପୁରୀ ପ୍ରଶାସନ ପକ୍ଷରୁ ବଡ଼ ଶଙ୍ଖ ପରିବା ଓ ଫଳ ମାର୍କେଟ ଉଚ୍ଛେଦ କରାଯାଉଥିବା ବେଳେ ଉଠା ଦୋକାନୀ ଏହାକୁ ବିରୋଧ କରିଛନ୍ତି l ଉତ୍ତ୍ୟକ୍ତ ଲୋକେ ବଡ଼ ଦାଣ୍ଡରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ l ଥଇଥାନ ଦାବିରେ ଉଠା ଦୋକାନୀ ଓ ପୋଲିସ ମଧ୍ୟରେ ମୁଁହାମୁହିଁ ପରିସ୍ଥିତି ଉପୁଜିଥିଲା l ଘଟଣାସ୍ଥଳରେ […]













