ଜାତୀୟ

ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ହତ୍ୟା ମାମଲା: ୭ ଗିରଫ

ନୂଆଦିଲ୍ଲୀ : ଛାତ୍ର ନେତା ଉସମାନ ହାଦିଙ୍କ ମୃତ୍ୟୁ ପରେ ଜଳୁଛି ବାଂଲାଦେଶ । ସ୍ଥିତି ପୁଣି ଥରେ ଖରାପ ହୋଇଛି । ଗୁରୁବାର ରାତିରେ ହାଦିଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଦେଶରେ ଦଙ୍ଗା ଆରମ୍ଭ ହୋଇଥିଲା । ଜଣେ ହିନ୍ଦୁ ଯୁବକଙ୍କ ନିର୍ମମ ହତ୍ୟା କରିବା ମାମଲାରେ ୭ ଜଣଙ୍କୁ ଗିରଫ କରାଯାଇଛି । X ରେ ଏକ ପୋଷ୍ଟ କରି, ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ କହିଛନ୍ତି ଯେ, ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ […]

ଜାତୀୟ

କୁହୁଡି ପାଇଁ ଅବତରଣ କରିପାରିଲାନି ମୋଦିଙ୍କ ହେଲିକପ୍ଟର

ପଶ୍ଚିମବଙ୍ଗ : ଘନ କୁହୁଡି କାରଣରୁ ଅବତରଣ କରିପାରିଲାନି ପ୍ରଧାନମନ୍ତ୍ରୀ ମୋଦିଙ୍କ ହେଲିକପ୍ଟର । ପଶ୍ଚିମବଙ୍ଗର ତାହେରପୁର ଅବତରଣ ନ କରିପାରିବାରୁ ଫେରିଆସିଲା ହେଲିକପ୍ଟର । ପଶ୍ଚିମବଙ୍ଗ ନଦିଆର ତାହେରପୁରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକ୍ରମ ରହିଥିଲା । କୋଲକତା ଏୟାରପୋର୍ଟରେ ମୋଦିଙ୍କ ବିମାନ ଅବତରଣ କରିବା ପରେ ହେଲିକପ୍ଟର ଯୋଗେ ତାହେରପୁରଙ୍କ ଯିବାର ଥିଲା । କିନ୍ତୁ କମ୍ ଦ୍ଶ୍ୟମାନ ଯୋଗୁଁ ହେଲିକପ୍ଟରଟି ଅବତରଣ ନ କରିପାରି ଫେରିଯାଇଥିଲା । ଶନିବାର ସକାଳେ ଏମଆଇ ୧୭ ହେଲିକପ୍ଟର କୋଲକତା […]

ଜାତୀୟ

ଇମ୍ରାନ୍ ଖାନ୍ ଓ ପତ୍ନୀଙ୍କୁ ୧୭ ବର୍ଷ ଜେଲ ଦଣ୍ଡାଦେଶ

କରାଚୀ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇର ସଂସ୍ଥାପକ ଇମ୍ରାନ୍ ଖାନ୍ ଏବଂ ପତ୍ନୀ ବୁଶରା ବିବିଙ୍କୁ ଜେଲ୍ ଦଣ୍ଡାଦେଶ ହୋଇଛି । ଆଜି ପାକିସ୍ତାନର ସ୍ଵତନ୍ତ୍ର କୋର୍ଟ ୧୭ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ଉଭୟଙ୍କୁ ୧ କୋଟି ଟଙ୍କାର ଜରିମାନା ସହ ୧୭ ବର୍ଷ ଲାଗି ଜେଲ ଦଣ୍ଡ ହୋଇଛି । ୨୦୨୧ ମେ ମାସରେ ଏକ ସରକାରୀ ଗସ୍ତ ସମୟରେ ସାଉଦି ଯୁବରାଜଙ୍କ ଇମ୍ରାନ ଖାନଙ୍କୁ ଏକ ବୁଲଗାରି ଅଳଙ୍କାର ସେଟ୍ […]

ଜାତୀୟ

ଦିଲ୍ଲୀ ଏୟାରପୋର୍ଟରେ ଯାତ୍ରୀଙ୍କୁ ପିଟିଲେ ପାଇଲଟ

ନୂଆଦିଲ୍ଲୀ : ଦିଲ୍ଲୀ ବିମାନବନ୍ଦରରେ ଅଜବ ଘଟଣା । ଏୟାର ଇଣ୍ଡିଆ ଏକ୍ସପ୍ରେସର ପାଇଲଟ ଜଣେ ଯାତ୍ରୀ ଉପରେ ଆକ୍ରମଣ କରିଛନ୍ତି । ଏୟାରଲାଇନ ଯାଞ୍ଚ ନିର୍ଦ୍ଦେଶ ହେବା ପରେ ଅଭିଯୁକ୍ତ ପାଇଲଟଙ୍କୁ ନିଲମ୍ବିତ କରାଯାଇଛି । ଭିଡିଓ ସୋସିଆଲ ମିଡିଆରେ ଆସିବା ପରେ ସତ ଜଣାପଡିଥିଲା । ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରି ଯାତ୍ରୀ ଜଣକ ନିଜ ଅନୁଭୂତି କହିଛନ୍ତି, ଏଥିରେ ଯାତ୍ରୀ ଜଣକ ଲହୁଲୁହାଣ ହୋଇଥିବା ବେଳେ ପାଲଇଟଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି […]

ଜାତୀୟ

ରାଜଧାନୀ ଏକ୍ସପ୍ରେସ୍ ଧକ୍କାରେ ୮ ହାତୀ ମୃତ

ହୋଜାଇ : ୮ଟା ହାତୀକୁ ଧକ୍କା ଦେଇ  ଲାଇନଚ୍ୟୁତ ହେଲା ରାଜଧାନୀ ଏକ୍ସପ୍ରେସ । ବିଳମ୍ବିତ ରାତିରେ   ଆସାମର ହୋଜାଇ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି । ସାଇରାଙ୍ଗ-ନୂଆଦିଲ୍ଲୀ ଏକ୍ସପ୍ରେସର ୫ଟି କୋଚ୍  ଓ ଇଂଜିନ ଲାଇନଚ୍ୟୁତ ହୋଇଛି । ବିଳମ୍ବିତ ରାତିରେ ହାତୀପଲ ରେଳଲାଇନ ପାର କରୁଥିବା ବେଳେ ଟ୍ରେନ ଧକ୍କା ଦେଇଥିଲା ।  ଫଳରେ ୮ଟି ହାତୀଙ୍କର ଜୀବନ ଯାଇଛି । ଏହାରି ମଧ୍ୟରେ ରେଳବାଇର ଜଣେ ମୁଖପାତ୍ର କହିଛନ୍ତି ଯେ, ୫ଟି କୋଚ୍ ଏବଂ […]

ଅନ୍ତର୍ଜାତୀୟ

ସିରିଆରେ ISIS ଉପରେ ଆମେରିକାର ଆକ୍ରମଣ

ଆମେରିକା : ସିରିଆରେ ବର୍ଷିଲା ନିଆଁ, ଥରିଲା ISIS । ସିରିଆରେ ISIS ଉପରେ ଆମେରିକାର ଭୟଙ୍କର ଆକ୍ରମଣ । ଧ୍ବଂସ ହୋଇଛି ୭୦ରୁ ଅଧିକ ISIS ଆଡ୍ଡା । ଗତକାଲି ରାତିରେ ସିରିଆର ISIS ଆତଙ୍କବାଦୀଙ୍କ ବିରୋଧରେ ବଡ଼ ଧରଣର ସାମରିକ ଅଭିଯାନ କରିଛି ଆମେରିକା । ‘ଅପରେସନ ହକ ଆଇ ଷ୍ଟ୍ରାଇକ’-Operation Hawkeye Strike ଜରିଆରେ ପ୍ରାୟ ୭୦ରୁ ଅଧିକ ISIS ଆଡ୍ଡା ଉପରେ ବୋମା ବର୍ଷଣ କରିଛି ଆମେରିକା । ସୂଚନାନୁଯାୟୀ, ପାଲମାଇରା, ରାକ୍କା […]

ଓଡ଼ିଶା

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଆଉ ମିଳିବନି ପେଟ୍ରୋଲ, ଡିଜେଲ

ଭୁବନେଶ୍ବର: ଏଣିକି ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ପେଟ୍ରୋଲ ପମ୍ପରେ ମିଳିବନି ପେଟ୍ରୋଲ, ଡିଜେଲ। ଗାଡ଼ିରେ ତେଳ ପକାଇବା ପୂର୍ବରୁ ଦେଖାଇବାକୁ ପଡ଼ିବ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର(ପିୟୁସିସି)। ରାଜ୍ୟ ପରିବହନ ପ୍ରାଧିକରଣ ସଂସ୍ଥା ପକ୍ଷରୁ ଏ ସମ୍ପର୍କରେ ତୈଳ କମ୍ପାନୀଗୁଡ଼ିକୁ ଚିଠି ଲେଖି ଅବଗତ କରାଯାଇଛି। ଫଳରେ ଯେଉଁମାନଙ୍କ ନିକଟରେ ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର ନ ଥିବ, ସେମାନଙ୍କୁ ମିଳିବନି ପେଟ୍ରୋଲ, ଡିଜେଲ। ପେଟ୍ରୋଲ ପମ୍ପଗୁଡ଼ିକରେ ଇନ୍ଧନ ଭରିବା ସମୟରେ ପ୍ରଦୂଣଷ ପ୍ରମାଣପତ୍ର ଯାଞ୍ଚ ହେବ। ପରିବହନ କ୍ଷେତ୍ରରେ […]

ଓଡ଼ିଶା

ନକଲି ଲଟେରୀ ଟିକେଟ ବିକ୍ରି କରି ଲକ୍ଷାଧିକ ଟଙ୍କା ଠକେଇ: ୨୫ ଲକ୍ଷ ଜବତ, ୪ ଗିରଫ

ରାଉରକେଲା : ୬ ଟଙ୍କା ଓ ୧୦ ଟଙ୍କାରେ ଲଟେରୀ ଟିକେଟ। ଟିକଟ ବିକ୍ରି କରି ଲକ୍ଷାଧିକ ଟଙ୍କା ଠକେଇ। ଶେଷରେ ପୁଲିସ ହାବୁଡ଼ରେ ପଡ଼ିଛନ୍ତି ଠକ ଦଳ। ଜନସାଧାରଣଙ୍କୁ ନକଲି ଲଟେରୀ ଟିକଟ ବିକ୍ରି କରିଥିବା ୪ ଠକଭ୍କୁ ଗିରଫ କରିଛି ରାଉରକେଲା ପୁଲିସ। ସେମାନଙ୍କଠାରୁ ୨୫ ଲକ୍ଷ ଟଙ୍କା ଜବତ ହୋଇଛି। ସୂଚନା ଅନୁସାରେ, ଏହି ଠକମାନେ ଲଟେରୀ ସ୍କିମ୍ କରି ଲକ୍ଷାଧିକ ଟଙ୍କା ଜିତିବାର ଆଶା ଦେଖାଇ ଲୋକଙ୍କୁ ଟିକେଟ ବିକ୍ରି କରୁଥିଲେ। […]

ଓଡ଼ିଶା

ମାଓବାଦୀଙ୍କୁ ଧରାଇ ଦେଲେ ମିଳିବ ପୁରସ୍କାର; ୧୮ ମାଓବାଦୀଙ୍କ ପାଇଁ ୮.୪ କୋଟି

ଭୁବନେଶ୍ବର: ୧୮ ମାଓବାଦୀଙ୍କ ପାଇଁ ୮ କୋଟି ୪୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି ବୌଦ୍ଧ ପୁଲିସ। ଯେଉଁମାନେ ଏହି ମାଓବାଦୀମାନଙ୍କୁ ଧରାଇ ଦେବେ ସେମାନଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ବୌଦ୍ଧ ଜିଲା ପୁଲିସ ପକ୍ଷରୁ କୁହାଯାଇଛି। ଏ ନେଇ ଜିଲାର ବିଭିନ୍ନ ଉପାନ୍ତ ଅଞ୍ଚଳରେ ପୋଷ୍ଟର ଲଗାଯାଇଛି। ଲଗାଯାଇଥିବା ପୋଷ୍ଟରରେ ମାଓବାଦୀମାନଙ୍କ ନାମ, ଫଟୋ ଏବଂ କେଉଁ ମାଓବାଦୀଙ୍କ ପାଇଁ କେତେ ଟଙ୍କାର ପୁରସ୍କାର ରହିଛି ତାହା ଉଲ୍ଲେଖ କରାଯାଇଛି। ଏହା ସହିତ […]

ଓଡ଼ିଶା

ଭୁବନେଶ୍ୱରରେ ଯୁବ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ବର: ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗରେ ଗର୍ଜିଲା ଯୁବ କଂଗ୍ରେସ । ଭୁବନେଶ୍ୱରରେ ଯୁବ କଂଗ୍ରେସର ବିକ୍ଷୋଭ ଓ ଅଣ୍ଡାମାଡ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନ ଘେରାଉ ଉଦ୍ୟମ ବେଳେ ପୁଲିସ ସେମାନଙ୍କୁ ଅଟକାଇବାରୁ କଂଗ୍ରେସ କର୍ମୀ ମାନେ ଅଣ୍ଡାମାଡ କରିଥିବା ସୂଚନା ମିଳିଛି। ବିକ୍ଷୋଭ ଓ ଆନ୍ଦୋଳନ ବେଳେ ଯୁବ କଂଗ୍ରେସ କର୍ମୀଙ୍କୁ ଅଧା ବାଟରେ ପୁଲିସ କର୍ମଚାରୀମାନେ ଅଟକାଇଥିଲେ ।

LOKA SAMACHAR @2026. All Rights Reserved || Developed By CBSPL