ଜାତୀୟ

ନୋଏଡ଼ାରେ ଘନ କୁହୁଡ଼ି ଓ ବାୟୁ ପ୍ରଦୂଷଣ, ମାସ୍କ ପିନ୍ଧିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ

ନୂଆଦିଲ୍ଲୀ : ଦିଲ୍ଲୀର ଗ୍ରେଟର ନୋଏଡ଼ାରେ ଧୀରେ ଧୀରେ ଶୀତ ପ୍ରଭାବ ବୃଦ୍ଧି ପାଉଛି  । ଥଣ୍ଡା ବଢିବା ସହ କୁହୁଡ଼ି ମଧ୍ୟ ବଢିବାରେ ଲାଗିଛି । ବାୟୁ ଗୁଣବତ୍ତାରେ ପରିବର୍ତ୍ତନ ହେବାରୁ ଲୋକଙ୍କ ସମସ୍ୟାର କାରଣ ପାଲଟିଛି । ସକାଳେ ଏବଂ ସନ୍ଧ୍ୟାରେ କୁହୁଡ଼ିର ମାତ୍ରା ଏତେ ପରିମାଣରେ ବଢିଯାଉଛି ଯାହାଫଳରେ ରାସ୍ତା ଦୃଶ୍ୟମାନ ହେବା କଷ୍ଟକର ହୋଇପଡୁଛି । ଘନ କୁହୁଡ଼ି ଯୋଗୁଁ  ଗୌତମ ବୁଦ୍ଧ ନଗର ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । […]

ଅନ୍ତର୍ଜାତୀୟ

ଦକ୍ଷିଣ ଆଫ୍ରିକାରେ ଆଖିବୁଜା ଗୁଳିମାଡ଼, ୧୦ ମୃତ, ୧୦ ଆହତ

ଦକ୍ଷିଣ ଆଫ୍ରିକା : ଦକ୍ଷିଣ ଆଫ୍ରିକା ଜୋହାନ୍ସବର୍ଗରେ ଆଖିବୁଜା ଗୁଳିମାଡ଼ । ଏହି ଗୁଳିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଆହତ ହୋଇଛନ୍ତି । ଆକ୍ରମଣକାରୀଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସୂଚନାନୁଯାୟୀ, ଦକ୍ଷିଣ ଆଫ୍ରିକାର ବେକର୍ସଡାଲର ଏକ ବାର୍ ନିକଟରେ ଗୁଳିଚାଳନା ହୋଇଥିଲା । ଯାହାର ଆକ୍ରମଣ ନାଗରିକଙ୍କ ଉପରେ ହୋଇଥିଲା । ଏହି ଗୁଳି ଆକ୍ରମଣରେ ୧୦ଜଣଙ୍କର ଜୀବନ ଯାଇଥିଲା । କିନ୍ତୁ ମୃତାହତଙ୍କ ବିଷୟରେ କୌଣସି ସୂଚନା ମିଳିନାହିଁ । […]

ଜାତୀୟ

ଘନେଇଲା ଯୁଦ୍ଧ ବାଦଲ, ଆହୁରି କଡ଼ାକଡ଼ି କଟକଣା ଲାଗୁ କଲେ ଟ୍ରମ୍ପ

ଆମେରିକା : ଘନେଇଲା ଯୁଦ୍ଧ ବାଦଲ । ଭେନେଜୁଏଲା ଉପରେ ଆମେରିକାର କଡ଼ା କାର୍ଯ୍ୟାନୁଷ୍ଠାନ । ଆମେରିକା କବଜାରେ ଦୁଇଟି ବଡ଼ ତେଲ ଟାଙ୍କର । ଆମେରିକା ସରକାର ଭେନେଜୁଏଲା ଉପରେ ଲଗାଯାଇଥିବା କଟକଣାକୁ ଆହୁରି କଡ଼ାକଡ଼ି କଲେ । ଯେଉଁଥିରେ ଭେନେଜୁଏଲାରୁ ଅଶୋଧିତ ତେଲ ଚୋରା ଚାଲାଣ ହେଉଥିଲା । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ “ସମ୍ପୂର୍ଣ୍ଣ ଅବରୋଧ” ଘୋଷଣା ପରେ ଏହି ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ହୋଇଛି । ଏହାରି ମଧ୍ୟରେ ଏମ୍.ଟି ସେଞ୍ଚୁରୀଜ୍’ ଜାହାଜ ଜବତ […]

ଓଡ଼ିଶା

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୧୪ ଆହତ

ଗଞ୍ଜାମ: ଘାଟିରୁ ଖସିଲା ପିକନିକ୍ ବସ୍ । ଜଣେ ମୃତ ଏବଂ ୧୪ ରୁ ଅଧିକ ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ବାରିଁଆ ପଥର ଘାଟିରେ ୫୦ ଫୁଟ ତଳକୁ ଖସିପଡ଼ିଛି ପିକନିକ୍ ବସ୍ । ସମସ୍ତ ଆହତଙ୍କୁ ପ୍ରଥମେ ପାତ୍ରପୁର ଓ ପରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ବସଟି ଏକ ଘରୋଇ ଶିକ୍ଷାନୁଷ୍ଠାନର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଷ୍ଟାଫଙ୍କୁ ନେଇ ପିକନିକ୍ ଯାଥିଲା । ଫେରିବା ବେଳେ ଏଭଳି […]

ଓଡ଼ିଶା

ସହିଦନଗର ଗଣଦୁଷ୍କର୍ମ ମାମଲାକୁ ନେଇ ନବୀନଙ୍କ ଉଦବେଗ

ଭୁବନେଶ୍ବର: ସହିଦନଗର ଗଣଦୁଷ୍କର୍ମ ମାମଲାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନବୀନ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ମହିଳା ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ନବୀନ ଲେଖିଛନ୍ତି, ମହିଳାଙ୍କ ପାଇଁ ଅସୁରକ୍ଷିତ ହେଉଛି ରାଜ୍ୟ ରାଜଧାନୀ ଭୁବନେଶ୍ୱର। ପୁଣି କଳଙ୍କ ମୁଣ୍ଡାଇଛି ଓଡ଼ିଶା। କେବେ ଆଉ ଚେତିବ ବିଜେପି ସରକାର ? ଦିନଦ୍ଵିପ୍ରହରରେ ପୁଣି ଜଣେ ନାବାଳିକା ଭୁବନେଶ୍ୱରରେ ଗଣଦୁଷ୍କର୍ମର ଶିକାର ହେବା ଅତ୍ୟନ୍ତ ସ୍ପର୍ଶକାତର ବିଷୟ। କୁଆଡ଼େ […]

ଜାତୀୟ

ଦଇଡ଼ାପାନି ଜଙ୍ଗଲରେ ମାଓ ଶିବିର, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଛତିଶଗଡ଼: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଦଇଡ଼ାପାନି ଜଙ୍ଗଲରେ ମାଓବାଦୀ ଶିବିର ଠାବ ହୋଇଛି। ଶିବିରରେ ମାଓବାଦୀ ନ ଥିବାବେଳେ ସେଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି ସୁରକ୍ଷାବାହିନୀ। ସୂଚନା ଅନୁସାରେ, ଗରିଆବନ୍ଦର ମେନପୁର ଅନ୍ତର୍ଗତ ଦଇଡ଼ାପାନି ଜଙ୍ଗଲରେ ମାଓବାଦୀ ଶିବିର କରି ରହୁଥିବା ନେଇ ସୁରକ୍ଷା ବାହିନୀଙ୍କୁ ଗୁପ୍ତ ସୂଚନା ମିଳିଥିଲା। ସେହି ଆଧାରରେ ସୁରକ୍ଷା ବଳଙ୍କ ପକ୍ଷରୁ ଜଙ୍ଗଲରେ ସର୍ଚ୍ଚ ଅପରେସନ କରାଯାଇଥିଲା। ରବିବାର ଜଙ୍ଗଲ ଭିତରୁ ମାଓବାଦୀ ଶିବିର ଠାବ ହୋଇଥିବାବେଳେ ସେଠାରୁ ବହୁ […]

ଓଡ଼ିଶା

ବିଧାୟକ ଦରମା ବୃଦ୍ଧି ନିଷ୍ପତ୍ତି ସରକାରଙ୍କ ମସ୍ତବଡ ଭୁଲ : ନରସିଂହ ମିଶ୍ର

ଭୁବନେଶ୍ବର: ଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗକୁ ନେଇ ରବିବାର ମୁହଁ ଖୋଲିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ସେ  ଉଦ୍ ବେଗ ପ୍ରକାଶ କରିବା ସହ ସରକାରଙ୍କ ଏହି ନିଷ୍ପତ୍ତି ମସ୍ତବଡ ବଡ ଭୁଲ ନିଷ୍ପତ୍ତି ​‌ବୋଲି କହିଛନ୍ତି ନରସିଂହ ମିଶ୍ର। ଯେଉଁ ବିଧାୟକମାନେ ଦରମା ବୃଦ୍ଧି କରାଯିବା ନେଇ ଦାବୀ କରୁଛନ୍ତି ସେମାନଙ୍କର ଦରମା ବୃଦ୍ଧି କରିବା ଦରକାର।  ଏହାଲୋକଙ୍କ ସରକାର କି ବଡବଡିଆ ସରକାର ବୋଲି ପ୍ରଶ୍ନକରିବା […]

ଓଡ଼ିଶା

ଗେଷ୍ଟ ହାଉସରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଜବତ, ହତ୍ୟା ଅଭିଯୋଗ

ଭୁବନେଶ୍ଵର: ଭୁବନେଶ୍ଵର ନାଲକୋ ଛକସ୍ଥିତ ଏକ ଗେଷ୍ଟ ହାଉସରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ରବିବାର ଉଦ୍ଧାର ହୋଇଛି। ମୈତ୍ରୀବିହାର ଥାନା ପୁଲିସ ମୃତଦେହ ଜବତ କରି ତଦନ୍ତ ଚଳାଇଛି। ମୃତକଙ୍କ ନାକରୁ ଫେଣ ଏବଂ ପାଟିରୁ ରକ୍ତ ବାହରୁଥିବାରୁ ଘଟଣାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ତେବେ ଉକ୍ତ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି। ସେ ଜଣେ ଯୁବତୀଙ୍କ ନାମରେ ଅଭିଯୋଗ କରିଛନ୍ତି। ଉକ୍ତ ଯୁବତୀଙ୍କୁ ଧରି ପଚରାଉପରା କରି ସିସିଟିଭି […]

ଓଡ଼ିଶା

ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ସହିଦନଗର ଗଣଦୁଷ୍କର୍ମ ମାମଲା, କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ହେବ ତଦନ୍ତ

ଭୁବନେଶ୍ବର: ସହିଦନଗର ଗଣଦୁଷ୍କର୍ମ ମାମଲା ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହୋଇଛି। କ୍ରାଇମବ୍ରାଞ୍ଚ ଏହି ଘଟଣାରେ ପୁଲିସକୁ ତଦନ୍ତରେ ସହଯୋଗ କରିବ। ରାଜଧାନୀରେ ପୁଣି ଜଣେ ନାବାଳିକାଙ୍କୁ ଗଣବଳାତ୍କାର ହୋଇଛି। କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ତଦନ୍ତ କରାଯିବ। ସୂଚନାଯୋଗ୍ୟ, ଡାଟା ଏଣ୍ଟ୍ରି ଅପରେଟର ଚାକିରି ଦେବାକୁ କହି ନାବାଳିକାଙ୍କୁ ଅଭିଯୁକ୍ତ ଭୁବନେଶ୍ବର ଡାକିଥିଲେ। ଗତ ୧୮ ତାରିଖରେ ନାବାଳିକା ପହଞ୍ଚିବା ପରେ ଅଭିଯୁକ୍ତଦ୍ବୟ ତାଙ୍କୁ ଭଡ଼ାରେ ରହୁଥିବା ଘରକୁ ନେଇ ଯାଇଥିଲେ। ସେଠାରେ ଗଣବଳାତ୍କାର କରିଥିଲେ। ପୀଡ଼ିତାଙ୍କୁ […]

ଓଡ଼ିଶା

ଘରେ ପଶି ନାବାଳିକାଙ୍କୁ ଅପହରଣ

ରେଢ଼ାଖୋଲ: ଘରୁ ନାବାଳିକଙ୍କୁ ଅପହରଣ ।  ଥାନାରେ ମାମଲା ରୁଜୁ ।  ରେଢ଼ାଖୋଲ ଥାନା ସାମସିଙ୍ଗା ଗାଁରେ ଘଟିଛି ଘଟଣା । ଘରେ ପରିବାର ଲୋକଙ୍କ ସହ ରାତିରେ ଖାଇ ପିଇ ଶୋଇଥିବା ବେଳେ କେହି ତାଙ୍କୁ ଅପରହଣ କରିନେଇଥିବା ଅଭିଯୋଗ କରିଛନ୍ତି ନାବାଳିକାଙ୍କ ପରିବାର ଲୋକ । ବୌଦ୍ଧ ଜିଲ୍ଲା ଜହ୍ନାପଙ୍କ ଥାନା ଚରଦା ଗାଁର ସୁବ୍ରତ କହଁର ଝିଅକୁ ଅପହରଣ କରିନେଇଥିବା ଥାନାରେ ଅଭିଯୋଗ କରିଛନ୍ତି ନାବାଳିକାଙ୍କ ପରିବାର ଲୋକ ।  ଥାନାରେ ଏତଲା ପରେ […]

LOKA SAMACHAR @2026. All Rights Reserved || Developed By CBSPL