ଓଡ଼ିଶା

କୋରାପୁଟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ଉଦଘାଟନ ହେଲା ୧୬ଟି ପ୍ରକଳ୍ପ

ଜୟପୁର: କୋରାପୁଟକୁ ୫୪୫ କୋଟିର ଭେଟି । ପରବର ଚତୁର୍ଥ ସନ୍ଧ୍ୟାରେ ଯୋଗଦେଇ କୋରାପୁଟ ଜିଲ୍ଲାବାସୀଙ୍କୁ ଉପହାର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଜିଲ୍ଲା ପାଇଁ ୫୪୫ କୋଟିରେ ୮୬ଟି ପ୍ରକଳ୍ପ ରହିଛି । ୫୨୧ କୋଟି ଟଙ୍କାର ୭୦ଟି ପ୍ରକଳ୍ପ ପାଇଁ ସେ ଭିତ୍ତିପ୍ରସ୍ତର ଦେଇଛନ୍ତି । ୨୪କୋଟିର ୧୬ଟି ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । କୋରାପୁଟ କେବଳ ଓଡିଶା ନୁହେଁ ବର୍ତ୍ତମାନ ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କଲାଣି । […]

ଓଡ଼ିଶା

ଏପର୍ଯ୍ୟନ୍ତ ନବରଙ୍ଗପୁରର କୌଣସି ମଣ୍ଡିରୁ ଉଠିନି ଧାନ, ଚାଷୀ ଅସନ୍ତୁଷ୍ଟ

ଉମରକୋଟ: ନବରଙ୍ଗପୁରର କୌଣସି ମଣ୍ଡିରୁ ଏପର୍ଯ୍ୟନ୍ତ ଉଠିନି ଧାନ। ତାତିଲେ ଚାଷୀ ।  ରାଜରାସ୍ତାରେ ବସିଲେ ।  ନବରଙ୍ଗପୁର ଜିଲ୍ଲାର ୩ଟି ବ୍ଲକ ତଥା ଉମରକୋଟ, ଝରୀଗାଁ ଓ ରାଇଘର ବ୍ଲକରେ ଚକଅଖ ବନ୍ଦ କଲେ ଚାଷୀ ।  ଆଜିଠାରୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଚକ ଅଖ ।  ଜିଲ୍ଲାରେ ଏକ ମାସ ବିଳମ୍ବରେ ଅର୍ଥାତ ୧୭ ଡିସେମ୍ବରରେ ଖୋଲିଲା ମଣ୍ଡି ।  ହେଲେ ଆଜି ପର୍ଯ୍ୟନ୍ତ ଜିଲ୍ଲାର କୌଣସି ମଣ୍ଡିରୁ ଧାନ ଉଠିନଥିବା […]

ଓଡ଼ିଶା

ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ଗଲା ରୋଗୀର ଜୀବନ, ହସପିଟାଲ ସିଲ୍

ବ୍ରହ୍ମପୁର:  ରୋଗୀ ମୃତ୍ୟୁ ପରେ ହସପିଟାଲ ସିଲ୍ ।  ଗତକାଲି ରୋଗୀ ମୃତ୍ୟକୁ ନେଇ ଉତ୍ତେଜନା ପରେ ସିଲ୍ ହେଲା ହସପିଟାଲ ।  ହସପିଟାଲ ସମ୍ମୁଖରେ ଧାରଣାରେ ବସିଥିଲେ ପରିବାରଲୋକେ ।  ଜିଲ୍ଲା ପ୍ରଶାସନ ପକ୍ଷରୁ ହସପିଟାଲକୁ ସିଲ୍ କରାଯାଇଛି । ହସ୍ପିଟାଲରେ ଥିବା ସମସ୍ତ ରୋଗୀଙ୍କୁ ଏମକେସିଜି ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ଭୁଲ୍ ଇଞ୍ଜେକ୍ସନ ପାଇଁ ମୃତ୍ୟୁ ହୋଇଥିବା ପରିବାରଲୋକଙ୍କ ଅଭିଯୋଗ । ଇଞ୍ଜେକ୍ସନ ପରେ ଗୁରୁତର ହେବାରୁ ଏମକେସିଜି ନିଆଯାଇଥିଲା । ଏମକେସିଜିରେ […]

ଓଡ଼ିଶା

ଜୀବନ ନେବାକୁ ହ୍ୟୁମାନଙ୍କୁ ବିଷ ଦିଆଯାଇଥିବା ଆଶଙ୍କା

ଭୁବନେଶ୍ବର: ହ୍ୟୁମାନଙ୍କ ମୃତ୍ୟୁ ପଛରେ ସାଂଘାତିକ ଷଡ଼ଯନ୍ତ୍ର । ଜୀବନ ନେବାକୁ ବିଷ ଦିଆଯାଇଥିବା ଆଶଙ୍କା ।  ମାଆ ଶେଫାଳୀ ସୁନାଙ୍କ ଥାନାରେ ଏତଲା ପରେ ହ୍ୟୁମାନଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ଼ ।  ପୁଅ ମୃତ୍ୟୁର ପ୍ରାୟ ଦେଢ ମାସ ପରେ ଥାନାରେ ଏତଲା ଦେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ।  ବୋହୂ ଶ୍ରେୟା ମିଶ୍ର, କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ, ଦୁଇ ମ୍ୟାନେଜରଙ୍କ ସମେତ ପ୍ରାୟ ୧୦ରୁ ଅଧିକ ଲୋକଙ୍କ ନାଁରେ ଦେଇଛନ୍ତି ଏଫଆଇଆର ।  କଟକ […]

ଓଡ଼ିଶା

ଆଇଆଇସିଙ୍କୁ ଗାଡ଼ି ମଡ଼ାଇ ହତ୍ୟା ଉଦ୍ୟମ

ଅନୁଗୋଳ: ଥାନା ଅଧିକାରୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ ।  ଅନୁଗୋଳ ସାଇବର ଥାନା ଅଧିକାରୀ ଖଲେଶ୍ୱର ସେଠିଙ୍କୁ ହତ୍ୟା ଉଦ୍ୟମ । ରାତି ଅଧରେ ବସ ଚଢାଉ ହତ୍ଯା ଉଦ୍ୟମ କଲେ ଦୁର୍ବୃତ୍ତ ।  ବାଇକ୍ ରେ ଯାଉଥିବାବେଳେ ଗାଡ଼ି ପିଛା କରିଥିଲେ ଦୁର୍ବୃତ୍ତ ।  ସାଇବର ଥାନା ଅଧିକାରୀ ଯାଉଥିବା ସମୟରେ ବସଟି ଦ୍ରୁତ ଗତିରେ ପଛ ପଟୁ ଆସି ଧକ୍କା ଦେଇଥିଲା । ତେବେ ଅଳ୍ପକେ ସାଇବର ଆଇଆଇସି ରକ୍ଷା ପାଇଯାଇଥିଲେ ।  ବସ […]

ଜାତୀୟ

ଅଗ୍ନିବୀରଙ୍କୁ ଆଶ୍ବସ୍ତି, ସୀମା ସୁରକ୍ଷା ବଳ ନିଯୁକ୍ତିରେ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା

ନୂଆଦିଲ୍ଲୀ : ଅଗ୍ନିବୀର ଯବାନଙ୍କୁ ବଡ଼ ଆଶ୍ବସ୍ତି । ସୀମା ସୁରକ୍ଷା ବଳ (BSF) କନଷ୍ଟେବଳ ନିଯୁକ୍ତିରେ ପୂର୍ବତନ ଅଗ୍ନିବୀରଙ୍କ ପାଇଁ କୋଟାକୁ ୧୦ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରିଛି । ମନ୍ତ୍ରଣାଳୟ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି। ବିଜ୍ଞପ୍ତି ଅନୁଯାୟୀ, ସୀମା ସୁରକ୍ଷା ବାହିନୀ, ଜେନେରାଲ ଡ୍ୟୁଟି କ୍ୟାଡର (Non-Gazetted) ନିଯୁକ୍ତି ନିୟମ, ୨୦୧୫ରେ ସଂଶୋଧନ ମାଧ୍ୟମରେ ଏହି ବୃଦ୍ଧି କରାଯାଇଛି। ପ୍ରଥମ ବ୍ୟାଚର ପୂର୍ବତନ ଅଗ୍ନିବୀରମାନେ ବୟସ ସୀମାରେ ୫ବର୍ଷ […]

ଜାତୀୟ

VB G RAM G ବିଲକୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ: ଇତିହାସ ପାଲଟିଲା ମନରେଗା ।  VB G RAM G ବିଲକୁ ମିଳିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଞ୍ଜୁରୀ ।  ରାଷ୍ଟ୍ରପତିଙ୍କ ଅନୁମୋଦନ ସହ ଆଇନରେ ପରିଣତ ହୋଇଛି VB G RAM G ।  ନୂଆ ଆଇନରେ ଗ୍ରାମୀଣ ପରିବାରକୁ ପ୍ରତିବର୍ଷ ୧୨୫ଦିନ ଶ୍ରମ ଦିବସ ଗ୍ୟାରେଣ୍ଟି ମିଳିବ । ତେବେ ଏଥିରେ କେନ୍ଦ୍ର ଓ ରାଜ୍ୟର ସହଭାଗିତା ୬୦:୪୦ ଅନୁପାତ ରହିବ । ଯଦି ଧାର୍ଯ୍ୟ ବଜେଟ୍ ରୁ ଅଧିକ ଟଙ୍କା ଖର୍ଚ୍ଚ ହୁଏ, […]

ଜାତୀୟ

ଗଗନାୟନ ମିଶନ ପାଇଁ ସଫଳ ହେଲା ଇସ୍ରୋର ଡ୍ରୋଗ ପାରାସୁଟ୍ ପରୀକ୍ଷଣ

ନୂଆଦିଲ୍ଲୀ: ମାନବ ମିଶନ ଆଡ଼କୁ ଆଉ ପାଦେ ଅଗ୍ରସର ଭାରତ ।  ସଫଳତାର ସହ ଡ୍ରୋଗ ପାରସୁଟ୍ ଡିପ୍ଳଏମେଣ୍ଟ କ୍ବାଲିଫିକେସନ ଟେଷ୍ଟ କଲା ଇସ୍ରୋ ।  ଗଗନାୟନ କ୍ରିୟୁ ମଡ୍ୟୁଲ ପାଇଁ ଏହି ପରୀକ୍ଷା ।  ସଫଳତାର ସହ ଚଣ୍ଡିଗଡ଼ RTRS କେନ୍ଦ୍ରରେ ପରୀକ୍ଷା କରିଛି ଇସ୍ରୋ । ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂ ।  ୪ ପ୍ରକାରର ୧୦ଟି ପାରସୁଟ ଏହି ଟେଷ୍ଟରେ ସାମିଲ ହୋଇଥିଲା […]

ଜାତୀୟ

ଭୁଶୁଡିଲା ନିର୍ମାଣାଧୀନ ବେସମେଣ୍ଟ, ଚାପି ହୋଇଛନ୍ତି ଅନେକ ଶ୍ରମିକ !

ଆଗ୍ରା : ତାଜ ନଗରୀ ଆଗ୍ରାର ନମକ ମଣ୍ଡି ଅଞ୍ଚଳରେ ବଡ଼ ଅଘଟଣ । ବେସମେଣ୍ଟ ନିର୍ମାଣ ସମୟରେ କାନ୍ଥ ଧସିଯିବାରୁ ଅନେକ ଲୋକ ଚାପି ହୋଇଥିବା ଆଶଙ୍କା କରାଯାଉଛି । ସମସ୍ତଙ୍କୁ ଉଦ୍ଧାର କରାଯାଇ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଘଟଣାରେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଘଟଣା ସ୍ଥଳରେ ଏସଡିଏମ ସମେତ ପୋଲିସ ମଧ୍ୟ ପହଞ୍ଚିଛି ।

ଜାତୀୟ

ମହଙ୍ଗା ହେଲା ଟ୍ରେନ୍ ଭଡ଼ା

ନୂଆଦିଲ୍ଲୀ:  ରେଳ ଯାତ୍ରୀଙ୍କ ପକେଟକୁ ଝଟକା । ଦୂର ଯାତ୍ରା ପାଇଁ ମହଙ୍ଗା ହେଲା ରେଳ ଭଡ଼ା ।  ୫୦୦ କିଲୋମିଟିର ପାଇଁ ୧୦ ଟଙ୍କା ବଢ଼ିଲା ଏସି ଟିକେଟ । ଏସି କୋଚ୍ ପାଇଁ କିଲୋମିଟର ପିଛା ୨ ପଇସା ବୃଦ୍ଧି ହୋଇଛି ।  ସାଧାରଣ କ୍ଲାସରେ ୨୧୫ କିମିରୁ ଅଧିକ କିଲୋମିଟର ପିଛା ୧ ପଇସା ବୃଦ୍ଧି । ସେହିପରି ମେଲ୍/ଏକ୍ସପ୍ରେସ୍ (ନନ୍-ଏସି)ରେ କିଲୋମିଟର ପିଛା ୨ ପଇସା ବୃଦ୍ଧି ହୋଇଛି ।  ଭଡ଼ା […]

LOKA SAMACHAR @2026. All Rights Reserved || Developed By CBSPL