ଓଡ଼ିଶା

ମୋରମ ଖାଦାନରୁ ବେଆଇନ ଖନନ ବେଳେ ପଥର ପଡି ୨ ଶ୍ରମିକ ମୃତ

ମାଲକାନଗିରି: ବେଆଇନ ଖାଦାନରୁ ମୋରମ ଖୋଳିବା ବେଳେ ଅଘଟଣ ଘଟି ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମାଲକାନଗିରି ସହର ପ୍ରବେଶ ଦ୍ୱାର ତାରିଣୀ ମନ୍ଦିର ପାର୍ଶ୍ଵରେ ଥିବା ପଥର କୁଆଁରୀ ପାହାଡ଼ରେ ଖାଦାନ ଚାଲିଥିବା ବେଳେ ପଥର ଅତଡ଼ା ଖସି ପଡିବାରୁ ଏହି ଅଘଟଣ ଘଟିଥିଲା । ମୃତକ ହେଲେ ମାଲକାନଗିରି ସତ୍ୟମଗୁଡା ଗ୍ରାମର ଟୁନା ଗାଦବା (୨୧ ବର୍ଷ) ଅନ୍ୟ ଜଣେ ହେଲେ ଶ୍ରମିକ ଚମ୍ପାଖାରି ଗ୍ରାମର ମିଟୁ ମାଢି (୩୧ ବର୍ଷ) । […]

ଓଡ଼ିଶା

ପଠାଣି ସାମନ୍ତ ପ୍ଲାନେଟାରିୟମର ହେବ ନବୀକରଣ

ଭୁବନେଶ୍ୱର: ପଠାଣି ସାମନ୍ତ ପ୍ଲାନେଟାରିୟମର ନବୀକରଣ କରାଯିବ । ଏଥିପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟସରକାର । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ କୋଲକାତାସ୍ଥିତ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନସ୍ଥ ବିର୍ଲା ଇଣ୍ଡଷ୍ଟ୍ରିଆଲ୍‌ ଆଣ୍ଡ୍‌ ଟେକ୍ନୋଲୋଜି ମ୍ୟୁଜିୟମ(ବିଆଇଟିଏମ୍‌) ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି । ଲୋକସେବା ଭବନସ୍ଥିତ ଉନ୍ନୟନ କମିଶନରଙ୍କ ସମ୍ମିଳନୀ କକ୍ଷରେ ପ୍ଲାନେଟାରିୟମ ନିର୍ଦ୍ଦେଶିକା ଉର୍ମିପ୍ରଭା ମହାରଣା ଏବଂ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଅନ୍ତର୍ଗତ ନ୍ୟାସନାଲ କାଉନସିଲ୍‌ ଅଫ୍‌ […]

ଓଡ଼ିଶା

ବରିଷ୍ଠ ବିଜେଡି ନେତା ହୃଷିକେଶ ପାଢ଼ୀଙ୍କ ଘରେ ଇଡି ରେଡ୍

ବ୍ରହ୍ମପୁର: ବରିଷ୍ଠ ବିଜେଡି ନେତା ତଥା ଗଞ୍ଜାମ ଜିଲ୍ଲା ଉପସଭାପତି ହୃଷିକେଶ ପାଢ଼ୀଙ୍କ ଘରେ ଇଡି ଚଢ଼ାଉ। ବ୍ରହ୍ମପୁର ଅମ୍ବିକା ନଗର ବାସଭବନ ଓ ଶେରଗଡ଼ ଘରେ ଇଡି ଟିମ୍ ସକାଳୁ ଚଢ଼ାଉ ଜାରି ରଖିଛି। ଞ୍ଜାମ ଜିଲ୍ଲାରେ ବାଲି ମାଫିଆଙ୍କ ଘରେ ଇଡି ରେଡ୍ । ଶେରଗଡ଼ ଅଞ୍ଚଳରେ ବାଲି ମାଫିଆ ତଥା ଠିକାଦାର ହୃଷୀକେଶ ପାଢ଼ୀଙ୍କ ଘର ଓ ଅଫିସରେ ଚଢ଼ାଉ । ପୈତୃକ ବାସଭବନରେ ମଧ୍ୟ ଚାଲିଛି ରେଡ୍ । ସେହିପରି ବ୍ରହ୍ମପୁର […]

ଓଡ଼ିଶା

ପଶ୍ଚିମବଙ୍ଗ ଗସ୍ତରେ ମୁଖ୍ୟମନ୍ତ୍ରୀ, ରାଜ୍ୟକୁ ଆସିବ ଆହୁରି ଅଧିକ ପୁଞ୍ଜି

ଭୁବନେଶ୍ବର: ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କୋଲକାତାରେ ନିବେଶକ ସମ୍ମିଳନୀରେ ଯୋଗଦେବାକୁ ଗୁରୁବାର ପଶ୍ଚିମବଙ୍ଗ ଯାତ୍ରା କରିଛନ୍ତି ମୁଖ୍ୟମନ୍ତ୍ରୀ । ୧୮ ତାରିଖ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ସେଠାରେ ରହିବେ । ଶୁକ୍ରବାର ଓ ଶନିବାର ଦୁଇ ଦିନ ଧରି କୋଲକତାର ‘ସୋନାର ବାଂଲା’ରେ ନିବେଶକ ସମ୍ମିଳନୀ ଚାଲିବ । ଏହି ଦୁଇ ଦିନରେ ୩ଟି ୱାନ୍ ଟୁ ୱାନ୍ ମିଟିଂ ହେବ । ଏଥିରେ ମୁଖ୍ୟମନ୍ତ୍ରୀ ଶିଳ୍ପପତି ଓ ନିବେଶକମାନଙ୍କ […]

ଜାତୀୟ

କଣ୍ଟେନର ସହିତ ଧକ୍କା ହେଲା ଏୟାର ଇଣ୍ଡିଆ ବିମାନ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନୂଆଦିଲ୍ଲୀ : ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଏୟାର ଇଣ୍ଡିଆ ବିମାନରେ କଣ୍ଟେନର ଫସିଯିବାରୁ ବିମାନର ଇଞ୍ଜିନ କ୍ଷତିଗ୍ରସ୍ତ ହୋଇଛି । ଏୟାରବସ୍ ଏ୩୫୦ ବିମାନ ଏୟାରପୋର୍ଟରେ ଘନ କୁହୁଡିରେ ଟ୍ୟାକ୍ସି କରୁଥିଲା । ଏହି ସମୟରେ ବିମାନଟି ଫସିଯାଇଥିଲା । ବିମାନରେ ଥିବା ଜଣେ ଯାତ୍ରୀ କଣ୍ଟେନର ଫସିଯିବାର ଭିଡିଓ ରେକର୍ଡ଼ କରିଥିଲେ । ବିମାନର ଇଞ୍ଜିନ କ୍ଷତିଗ୍ରସ୍ତ ହୋଇଥିବା ଭିଡିଓରୁ ଦେଖିବାକୁ ମିଳିଛି । ବିମାନର ଡାହାଣ ପଟ ଇଞ୍ଜିନ କ୍ଷତିଗ୍ରସ୍ତ ହୋଇଛି […]

ଜାତୀୟ

ହିନ୍ଦୁ ସମାଜକୁ ଏକଜୁଟ ହେବାକୁ ସନ୍ଦେଶ ଦେଲେ ବାଗେଶ୍ବର ବାବା

ନୂଆଦିଲ୍ଲୀ: ବାଗେଶ୍ବର ଧାମର ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ପୁଣି ଥରେ ନିଜ ଢଙ୍ଗରେ ହିନ୍ଦୁ ସମାଜକୁ ଏକଜୁଟ ହେବାକୁ ସନ୍ଦେଶ ଦେଇଛନ୍ତି। ସେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସଏସ)ର ୧୦୦ ବର୍ଷ ପୂର୍ତ୍ତି ଅବସରରେ ସଂଘର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଏବଂ ଦେଶରେ ବର୍ତ୍ତମାନ ହିନ୍ଦୁଙ୍କ ସ୍ଥିତିର ଶ୍ରେୟ ସଂଘକୁ ଦେଇଛନ୍ତି। ମଞ୍ଚରେ ସେ କହିଛନ୍ତି ଯେ, ଯଦି ଆରଏସଏସ ନଥାନ୍ତା ତେବେ ଏତେ ହିନ୍ଦୁ ବଞ୍ଚିନଥାନ୍ତେ। ହେଡଗେୱାରଙ୍କ ପରମ୍ପରା ଅଦ୍ଭୁତପୂର୍ବ କାର୍ଯ୍ୟ କରିଛି। ଗାଁ-ଗାଁ, […]

ଜାତୀୟ

ଇଣ୍ଡିଗୋର ବଡ ଅଫର; ମାତ୍ର ୧ଟଙ୍କାରେ ବିମାନ ଯାତ୍ରା

ନୂଆଦିଲ୍ଲୀ: ଯଦି ଆପଣ ଅଧିକ ଭଡା ଯୋଗୁଁ ପିଲାମାନଙ୍କ ସହିତ ବିମାନ ଯାତ୍ରା କରିବାରୁ ବଞ୍ଚିତ ହେଉଛନ୍ତି, ତେବେ ଆପଣଙ୍କ ଲାଗି ଏହା ଖୁସି ଖବର । ଇଣ୍ଡିଗୋ ଏହାର ଯାତ୍ରୀମାନଙ୍କ ପାଇଁ ଚମତ୍କାର ନୂତନ ବର୍ଷର ସେଲ୍‌, ସେଲ୍‌ ଇନଟୁ ୨୦୨୬ ଘୋଷଣା କରିଛି । ଏହି ସେଲରେ କେବଳ ବୟସ୍କମାନଙ୍କ ପାଇଁ ନୁହେଁ ବରଂ ପିଲାମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଅଫର୍‌ ଅନ୍ତର୍ଭୁକ୍ତ । ଯଦି ଆପଣ ଇଣ୍ଡିଗୋର ସିଧାସଳଖ ଚ୍ୟାନେଲ୍‌, ଯେପରିକି ଏହାର […]

ଜାତୀୟ

୭୮ତମ ସ୍ଥଳସେନା ଦିବସରେ ବୀରତ୍ୱ ଦେଖାଇଲା ଜାଗୁଆର

ଜୟପୁର: ଗୋଲାପୀ ସହର ଜୟପୁର ପାଇଁ ଆଜିର ସକାଳ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଛି। ଭାରତୀୟ ସେନାର ୭୮ତମ ସେନା ଦିବସ ଅବସରରେ, ଗୁରୁବାର ସକାଳ ୧୦ଟାରେ ଜୟପୁରର ଜଗତପୁରାର ମହଲ ରୋଡରେ ଏକ ଭବ୍ୟ ଏବଂ ଐତିହାସିକ ସେନା ଦିବସ ପରେଡ ଅନୁଷ୍ଠିତ ହୋଇଛି । ଏହି ଘଟଣା କେବଳ ରାଜସ୍ଥାନ ପାଇଁ ନୁହେଁ ବରଂ ସମଗ୍ର ଦେଶ ପାଇଁ ଐତିହାସିକ, କାରଣ ପ୍ରଥମ ଥର ପାଇଁ ସେନା ଏହାର ବାର୍ଷିକ ପରେଡକୁ ଏକ ସାମରିକ ଛାଉଣୀର […]

ଜାତୀୟ

ପିକ୍-ଅପକୁ ଧକ୍କା ଦେଲା କାର; ଚାଲିଗଲା ଗୋଟିଏ ପରିବାରର ୭ ଜୀବନ

ନୂଆଦିଲ୍ଲୀ: ରାଜସ୍ଥାନର ଫତେପୁର ଶେଖାବତୀରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି। ଏଥିରେ ଗୋଟିଏ ପରିବାରର ୭ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ୫୨ ନଂ ଜାତୀୟ ରାଜପଥର ହର୍ସଭା ଗାଁ ନିକଟରେ ଏଭଳି ହୃଦୟା ବିଦାରକ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ଦ୍ରୁତ ଗତିରେ ଯାଉଥିବା କାରଟି ପ୍ରଥମେ ଏକ ପିକ୍-ଅପ୍ ଗାଡ଼ିକୁ ଧକ୍କା ଦେଇଥିଲା। ଏବଂ ପରେ ସମ୍ମୁଖରୁ ଆସୁଥିବା ଏକ ଟ୍ରକ୍ ସହିତ ଧକ୍କା ହୋଇଥିଲା। ଦୁର୍ଘଟଣାଟି କାରଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜ୍ଜି […]

ଜାତୀୟ

ମମତାଙ୍କୁ ଝଟକା, ଇଡି ଅଫିସର ଉପରେ ଲାଗିଥିବା ଏଫଆଇଆର ଉପରେ ଲାଗିଲା ରୋକ୍

କୋଲକତା : ମମତା ବାନାର୍ଜୀଙ୍କ ବିରୋଧରେ ସୁପ୍ରିମକୋର୍ଟରେ ED । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଦାୟର ହୋଇଥିବା ଆବେଦନ ଉପରେ ଚାଲିଛି ଶୁଣାଣି । ସୁପ୍ରିମକୋର୍ଟର ଏକ ସ୍ୱତନ୍ତ୍ର ବେଞ୍ଚ ଏହି ମାମଲାର ଶୁଣାଣି କରୁଛନ୍ତି । ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ର ଏବଂଜଷ୍ଟିସ୍ ବିପୁଲ ଏମ୍. ପାଞ୍ଚୋଲି ବେଞ୍ଚରେ ରହିଛନ୍ତି । କୋର୍ଟ ଇଡି ଅଫିସରଙ୍କ ଉପରେ ଦାୟର ହୋଇଥିବା ଏଫଆଇଆର ଉପରେ ଆଗାମୀ ଶୁଣାଣି ଉପରେ ରୋକ୍ ଲଗାଇ ନୋଟିସ ଜାରି କରିଛନ୍ତି । ଅଦାଲତା […]

LOKA SAMACHAR @2026. All Rights Reserved || Developed By CBSPL