ଓଡ଼ିଶା

ଗୁଡ଼ି ସୂତାରେ କଟିଲା ଯୁବକଙ୍କ ନାକ

କଟକ: ରୌପ୍ୟ ନଗରୀରେ ଘଟିଲା ବଡ଼ ଅଘଟଣ । ଗୁଡ଼ି ସୂତା କଟିଗଲା ଯୁବକଙ୍କ ନାକ । ପୁଣି ସାମ୍ନାକୁ ଆସିଲା ଗୁଡ଼ି ସୂତା ଜନିତ ଅଘଟଣ । ରୌପ୍ୟ ନଗରୀ କଟକରେ ଗୁଡ଼ି ସୂତା ଲାଗି ବଡ଼ ଅଘଟଣ ଘଟି ଯାଇଛି । କଟକ ଖାନନଗର ଟ୍ରାଫିକରେ ଏହି ଅଘଟଣ ଘଟି ଯାଇଛି । ଖାନନଗର ଟ୍ରାଫିକରେ ଜଣେ ଯୁବକ ଯାଉଥିବା ସମୟରେ ତାଙ୍କ ନାକରେ ଗୁଡ଼ି ସୂତା ଲାଗିଯାଇଥିଲା । ଫଳରେ ଯୁବକଜଣଙ୍କ ନାକ […]

ଓଡ଼ିଶା

ସଚିବ ସ୍ତରୀୟ ବୈଠକ; ଆଗାମୀ ବଜେଟରେ କ’ଣ ରହିବ ଫୋକସ, ସୂଚନା ଦେଲେ ମୁଖ୍ୟ ସଚିବ…

ଭୁବନେଶ୍ୱର: ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଆଜି ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସବୁ ବିଭାଗର ସଚିବ ଉପସ୍ଥିତ ରହିଥିଲେ। ବୈଠକ ପରେ ବଡ଼ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ସେ କହିଛନ୍ତି ବର୍ତ୍ତମାନ ସୁଦ୍ଧା ବଜେଟ ଖର୍ଚ୍ଚ ୫୦ ପ୍ରତିଶତ ହୋଇଥିବାବେଳେ ୬୦ ପ୍ରତିଶତ ବୃଦ୍ଧି ପାଇଁ ସବୁ ବିଭାଗ ସଚିବଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଆଗକୁ ପ୍ରତି ଶନିବାର ଭିତ୍ତିଭୂମି ସମୀକ୍ଷା ବୈଠକ […]

ଓଡ଼ିଶା

ବୋମା ଖାଇ ହାତୀ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲାର ବନ୍ତଳା ଅଞ୍ଚଳରେ ଗୁରୁବାର ଦିନ ଏକ ହାତୀ କଞ୍ଚା ବୋମା ଚୋବାଇ ଦେବା ପରେ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ବନ୍ତଳା ରେଞ୍ଜ ଅନ୍ତର୍ଗତ ବାଲୁକାଟା ଗ୍ରାମର ପଥରଗଡ଼ା ସାହି ନିକଟରେ ଏହି ଘଟଣା ଘଟିଛି। ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇବା ପରେ ବନ ବିଭାଗ ଅଧିକାରୀମାନେ ଆହତ ଅଣ୍ଡିରା ହାତୀର ଚିକିତ୍ସା ଆରମ୍ଭ କରିଛନ୍ତି। ଯାହାର ବୟସ ପ୍ରାୟ ଛଅରୁ ସାତ ବର୍ଷ ବୋଲି କୁହାଯାଉଛି।ତେବେ ବନ୍ୟପ୍ରାଣୀ ଶିକାର ପାଇଁ ଜଙ୍ଗଲରେ […]

ଓଡ଼ିଶା

ଶ୍ରୀମନ୍ଦିର ସୁରକ୍ଷାରେ ତ୍ରୁଟି; ମୋବାଇଲ ଧରି ପ୍ରବେଶ କଲେ ଭକ୍ତ

ପୁରୀ: ବାରମ୍ବାର ପୁରୀ ଶ୍ରୀମନ୍ଦିର ସୁରକ୍ଷାରେ ତ୍ରୁଟି ଦେଖିବାକୁ ମିଳୁଛି । ଜଣେ ବ୍ୟକ୍ତି ଶ୍ରୀମନ୍ଦିର ଆନନ୍ଦବଜାର ପରିସରରେ ମୋବାଇଲ୍‌ରେ କଥା ହେଉଥିବା ଦେଖିବାକୁ ମିଳିଛି । ତେବେ ବ୍ୟକ୍ତି ଜଣଙ୍କ କିପରି ଏତେ ସୁରକ୍ଷା ବଳୟକୁ ଭେଦ କରି ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେଇ କଥା ହେଲେ, ତାହାକୁ ନେଇ ପୋଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶ୍ରୀମନ୍ଦିର ଆନନ୍ଦ ବଜାର, ଚାହାଣି ମଣ୍ଡପ ନିକଟରେ ସେହି ବ୍ୟକ୍ତି ମୋବାଇଲ ଧରି […]

ଜାତୀୟ

‘ରକେଟ୍-କମ୍-ମିସାଇଲ୍ ଫୋର୍ସ’ ଗଠନ କରିବାକୁ ଚାହୁଛି ଭାରତ

ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂର ଏବଂ ୟୁକ୍ରେନ୍ ଓ ମଧ୍ୟପ୍ରାଚ୍ୟରେ ସଂଘର୍ଷ ଏକ କ୍ଷେପଣାସ୍ତ୍ର ନବଜାଗରଣର ଆରମ୍ଭ କରିଛି। ଏହା ଅଣ-ଯୋଗାଯୋଗ ଯୁଦ୍ଧର ଯୁଗ ଏବଂ ଭାରତ ବର୍ତ୍ତମାନ ଏକ ‘ରକେଟ୍-କମ୍-ମିସାଇଲ୍ ଫୋର୍ସ’ ଗଠନ କରିବାକୁ ଚାହୁଛି। ସୀମାରେ ପାକିସ୍ତାନ ଓ ଚୀନ୍‌ ଆଡ଼ୁ ବିପଦ ଥିବାରୁ ଏହା ଦୀର୍ଘ ଦିନର ଦାବି ଥିଲା। ଉଭୟ ଦେଶ ପାଖରେ ଏକ ଉତ୍ସର୍ଗୀକୃତ ରକେଟ୍-ମିସାଇଲ୍ ଫୋର୍ସ ଥିବାରୁ ସେନାମୁଖ୍ୟ କହିଛନ୍ତି ଯେ, ଏଭଳି ୟୁନିଟ୍ ଭାରତର ଆବଶ୍ୟକତା। ସେନା ଦିବସ […]

ଜାତୀୟ

ଦ୍ରୁତ ଗତିରେ ବ୍ୟାପୁଛି ନିପା ଭାଇରସ, ଜାଣନ୍ତୁ ଲକ୍ଷଣ

ନୂଆଦିଲ୍ଲୀ: ଦ୍ରୁତ ଗତିରେ ବ୍ୟାପୁଛି ନିପା ଭାଇରସ୍‌ । ପଶ୍ଚିମବଙ୍ଗରୁ ନମୁନା ପଠାଯିବା ପରେ ପୁନେର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ନିପା ଭାଇରସକୁ ଚିହ୍ନଟ କରିଛି। ଏହି ଭାଇରସ ମାରାତ୍ମକ, ଏବଂ ଲକ୍ଷଣ ଦେଖାଦେଲେ, ଜଣେ ବ୍ୟକ୍ତିଙ୍କୁ କୋଭିଡ-୧୯ ପରି କ୍ୱାରେଣ୍ଟାଇନ୍ କରାଯିବା ଉଚିତ। ନିପା ଭାଇରସ (ଏନଆଇଭି) ଏକ ଗମ୍ଭୀର ସଂକ୍ରମଣ ଯାହା ପଶୁଙ୍କଠାରୁ ମଣିଷକୁ ବ୍ୟାପିଥାଏ। ଏହାକୁ ମାନବ ନିପା ଭାଇରସ ମଧ୍ୟ କୁହାଯାଏ। ଏହାର ଲକ୍ଷଣଗୁଡ଼ିକ ହାଲୁକାରୁ ଗୁରୁତର ପର‌୍ୟ୍ୟନ୍ତ ହୋଇଥାଏ […]

ଜାତୀୟ

ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଛନ୍ତି। କେନ୍ଦ୍ରମନ୍ତ୍ରୀ ଏଲ୍. ମୁରୁଗନଙ୍କ ଦିଲ୍ଲୀ ଘରେ ପୋଙ୍ଗଲ ପାଳିବା ସହ ପୂଜାର୍ଚ୍ଚନା କରିଛନ୍ତି। ଏପରିକି କିଛି ଗାଈ ମାନଙ୍କୁ ଖାଇବାକୁ ମଧ୍ୟ ଦେଇଛନ୍ତି। ଏହି ଅବସର​‌ରେ ପ୍ରଧାନମନ୍ତ୍ରୀ କହିଛନ୍ତି ପୋଙ୍ଗଲ ଏକ ବିଶ୍ୱସ୍ତରୀୟ ପର୍ବ ପାଲଟିଛି। ସାରା ବିଶ୍ୱରେ, ତାମିଲ ସମ୍ପ୍ରଦାୟ ଏବଂ ତାମିଲ ସଂସ୍କୃତିକୁ ପ୍ରଶଂସା କରୁଥିବା ଲୋକମାନେ ପୋଙ୍ଗଲକୁ ବହୁତ ଉତ୍ସାହର ସହିତ ପାଳନ କରନ୍ତି। ଏବଂ ମୁଁ ସେମାନଙ୍କ […]

ଜାତୀୟ

ହବିବି ନଗରରେ ବିସ୍ଫୋରଣ, ଗୋଟିଏ ପରିବାରର ୩ ମୃତ, ୨ ଆହତ

ଝାଡ଼ଖଣ୍ଡ : ଝାଡ଼ଖଣ୍ଡର ହଜାରିବାଗ ଜିଲ୍ଲାର ହବିବି ନଗରରେ ବିସ୍ଫୋରଣ ଯୋଗୁଁ ପରିବାରର ୩ ଜଣଙ୍କ ଜୀବନ ଚାଲିଯାଇଛି । ମୃତକଙ୍କ ମଧ୍ୟରେ ଜଣେ ସ୍ବାମୀ ସ୍ତ୍ରୀ ଏବଂ ଜଣେ ପିଲା ରହିଛି । ବିସ୍ଫୋରଣରେ ୨ ଜଣ ଲୋକ ଆହତ ହୋଇଛନ୍ତି । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ କାରଣ ଏଯାଏଁ ଜଣାପଡିନି । ସୂଚନା ମୁତାବକ, ବଡ଼ ବଜାର ଥାନା ଅଞ୍ଚଳରେ ଖିରଗାଁ ହବିବି ନଗର ଖାନକାହ ନିକଟରେ ବିସ୍ଫୋରଣ ହୋଇଛି । […]

ଜାତୀୟ

ଭୁଲ ଇଞ୍ଜେକସନ ଦେଇ ୫୦୦ କୁକୁରଙ୍କୁ ହତ୍ୟା

ହାଇଦ୍ରାବାଦ : ଅମାନବୀୟ, ହୃଦୟବିଦାରକ, ଅବିଶ୍ବସନୀୟ । ବୁଲାକୁକୁରଙ୍କୁ ଭୁଲ ଇଞ୍ଜେକସନ ଦେଇ ମାରିଦେଲେ । ପ୍ରାଣଘାତୀ ଇଞ୍ଜେକସନରେ ୫ଶହ କୁକୁରଙ୍କ ମୃତ୍ୟୁ ହୋଇଛି । ବୁଲା କୁକୁରଙ୍କ ଠାରୁ ରକ୍ଷା ପାଇବା ପାଇଁ ଏଭଳି ନୃଶଂସ ପଦକ୍ଷେପକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି । କୁକୁରଙ୍କୁ ମାରିବାକୁ, ପୂର୍ବରୁ କରାଯାଇଥିଲା ଯୋଜନା । ନିର୍ବାଚନ ପ୍ରତିଶୃତି ପାଳନ କରିବାକୁ ଯାଇ ୫ଶହ କୁକୁରଙ୍କ ଜୀବନ ନେଇଗଲେ । ଘଟଣା ଘଟିଛି ତେଲଙ୍ଗାନାରେ । ପୋଲିସ ଏ ଘଟଣାରେ […]

ଜାତୀୟ

ଭାରତୀୟଙ୍କୁ ଇରାନ ଛାଡିବାକୁ ପରାମର୍ଶ, ଭାରତୀୟ ଦୂତାବାସ ତରଫରୁ ଆଡଭାଇଜରୀ ଜାରି

ଇରାନ : ଇରାନରେ ପରିସ୍ଥିତି ବିଗିଡ଼ିବାରେ ଲାଗିଛି । ଇରାନରେ ବିରେଶଧ ପ୍ରଦର୍ଶନ ଜାରି ରହିଥିବା ବେଳେ ଭାରତ ସରକାର ନିଜ ନାଗରିକ ପାଇଁ ଆଡଭାଇଜରୀ ଜାରି କରିଛି । ବିଦେଶ ମନ୍ତ୍ରଣାଳୟ ନିଜ ଆଡଭାଇଜରୀରେ କହିଛି କି, ଇରାନରେ ଥିବା ଛାତ୍ର, ଶ୍ରଦ୍ଧାଳୁ, ବେପାରୀ ଏବଂ ପର୍ଯ୍ୟଟକ ତୁରନ୍ତ ଇରାନ ଛାଡିଦିଅନ୍ତୁ । ଯେତେଶୀଘ୍ର ସମ୍ଭବ ଇରାନ ଛାଡି ଚାଲିଆସିବାକୁ ପରାମର୍ଶ । ତେହେରାନ ସ୍ଥିତ ଭାରତୀୟ ଦୂତାବାସ ତରଫରୁ ଆଡଭାଇଜରୀ ଜାରି ହୋଇଛି । ବିଦେଶ […]

LOKA SAMACHAR @2026. All Rights Reserved || Developed By CBSPL