ଭାରତ କିଣିବ ୧୧୪ଟି ଯୁଦ୍ଧ ବିମାନ
ଭୁବନେଶ୍ୱର : ବାୟୁସେନାରେ ‘ରାଫେଲ୍’ ଯୁଗ! । ଭାରତ କିଣିବ ଆଉ ୧୧୪ଟି ‘ରାଫେଲ୍’ ଯୁଦ୍ଧ ବିମାନ । ୩.୨୫ ଲକ୍ଷ କୋଟି ଟଙ୍କାର ମେଗା ଡିଲ୍ ପାଇଁ ପ୍ରସ୍ତୁତି । ଭାରତୀୟ ବାୟୁସେନାରେ ଦୀର୍ଘ ଦିନ ଧରି ଖାଲି ପଡ଼ିଥିବା ଯୁଦ୍ଧ ବିମାନର ସଂଖ୍ୟାକୁ ପୂରଣ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବେ ‘ମଲ୍ଟି ରୋଲ୍ କମ୍ବାଟ୍ ଏୟାରକ୍ରାଫ୍ଟ’ (MRFA) ପ୍ରକଳ୍ପ ଅଧୀନରେ ୧୧୪ଟି ରାଫେଲ୍ ଯୁଦ୍ଧ ବିମାନ କିଣିବାକୁ ପ୍ରକ୍ରିୟା ଆରମ୍ଭ କରିଛି । ଏହି […]













