SIR ବିରୋଧରେ ପଶ୍ଚିମବଙ୍ଗରେ ହିଂସାତ୍ମକ ପ୍ରଦର୍ଶନ, ବିଡିଓ ଅଫିସରେ ଭଙ୍ଗାରୁଜା
ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ଏସଆଇଆର ବିରୋଧରେ ପ୍ରଦର୍ଶନ ଜାରି ରହିଛି । ନର୍ଥ ଦିନାଜପୁରର ଚାକୁଲିୟାରେ ଗୁସ୍ସାଇରେ ବିଡିଓ ଅଫିସରେ ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦେଇଛନ୍ତି । ଏହି ଭଙ୍ଗାରୁଜା ଫଳରେ ପ୍ରାୟ ୨୦ ଲକ୍ଷ ଟଙ୍କାର ସରକାରୀ ଜିନିଷ ନଷ୍ଟ ହୋଇଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣରେ ଆଣିଛି । ଘଟଣାରେ ଚାକୁଲିଆ ଥାନାର ଇନଚାର୍ଜ ଆହତ ହୋଇଛନ୍ତି । ପ୍ରବଳ ହଟ୍ଟଗୋଳ ପରେ ସ୍ଥାନୀୟ ଅଞ୍ଚଳରେ ଫୋର୍ସ ନିୟୋଜିତ […]













