ଓଡ଼ିଶା

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ଶୁଭ ବେଳାରେ ଆରମ୍ଭ ହେବ ରତ୍ନଭଣ୍ଡାର ଗଣତି ମଣତି

ପୁରୀ :  ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନ ଅଳଙ୍କାର ଗଣତି ମଣତି ନେଇ ସଂଶୋଧିତ ମାର୍ଗଦର୍ଶିକାରେ ମୋହର ମାରିଲା ପରିଚାଳନା କମିଟି  ।  ରାଜ୍ୟ ସରକାରଙ୍କ ଅନୁମୋଦନ ଆସିବା ପରେ ଶୁଭ ବେଳାରେ ଗଣତି ମଣତି ଆରମ୍ଭ ହେବ ।  ତାରିଖ ସ୍ଥିରିକୃତ ହୋଇ ରାଜ୍ୟ ସରକାରଙ୍କୁ ଦିଆଯିବ ।  ଗଣତିମଣତି ବେଳେ ଭକ୍ତଙ୍କ ଦର୍ଶନ ପ୍ରଭାବିତ ହେବ ନାହିଁ ।  ବାହାରକାଠରୁ ଦର୍ଶନ ହେବ ।  ପରିଚାଳନା କମିଟି ବୈଠକ ଶେଷ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ […]

ଓଡ଼ିଶା

ରାଉରକେଲା ବିମାନ ଦୁର୍ଘଟଣାରେ ଜଣେ ମୃତ

ରାଉରକେଲା : ରାଉରକେଲା ବିମାନ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ସୁଶାନ୍ତ ବିଶ୍ୱାଳ । ଗତ ଶନିବାର ରାଉରକେଲାରେ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣାରେ ଆଜି ଜଣେ ଯାତ୍ରୀ ଏୟାରଲିଫ୍ଟ ପୂର୍ବରୁ ଆଖି ବୁଜିଛନ୍ତି । ସ୍ଥାନୀୟ ଏକ ବେସରକାରୀ ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ଘଟିଛି । ଏବେବି ଉକ୍ତ ଚିକିତ୍ସାଳୟରେ ପାଇଲଟ, ସହ ପାଇଲଟ ଓ ମୃତକଙ୍କ ଭଉଣୀଙ୍କ ଚିକିତ୍ସା ଚାଲିଛି । ଦୁଇଜଣ ଆହତ ଯାତ୍ରୀ ମୁମ୍ବଇର ଏକ […]

ଓଡ଼ିଶା

ମୟୂରଭଞ୍ଜରେ ଗୋ-ମାଫିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ

ବିଶୋଇ: ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆର ସୁରଜିତ ମହାନ୍ତିଙ୍କ ଘରେ ଚଢାଉ ହୋଇଛି। ଆଜି ସକାଳୁ ଚଢାଉ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୩୦ ଲକ୍ଷ ନଗଦ ଟଙ୍କା, ୩୭୦ ଗ୍ରାମ ସୁନା ଓ ୨୮୦ ଗ୍ରାମ ରୂପା ଜବତ କରିଛି ଭିଜିଲାନ୍ସ । ଏହାସହିତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଯାଞ୍ଚ ଚାଲିଛି। ସେହିପରି ବିଶୋଇ ଠାରେ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ବାସ ଭବନରେ ଚଢ଼ାଉ ବେଳେ ଘରୁ ଜବଦ୍ ହୋଇଛି ନଗଦ ୩ ଲକ୍ଷ ୯ ହଜାର ଟଙ୍କା, […]

ଓଡ଼ିଶା

୨୪ରୁ ଘରୋଇ ବସ୍‌ ଚଳାଚଳ ବନ୍ଦ !

କଟକ :୨୪ରୁ ଗଡିବନି ଘରୋଇ ବସ୍‌। ମୁଖ୍ୟମନ୍ତ୍ରୀ ବସ୍‌ ବ୍ଲକରୁ ଜିଲ୍ଲା ହେଡ୍‌ କ୍ଵାର୍ଟରକୁ ଆସିବାକୁ ନେଇ ବିବାଦ ଦେଖାଦେଇଛି। ମୁଖ୍ୟମନ୍ତ୍ରୀ ବସ୍‌ ସେବା ବନ୍ଦ କରିବାକୁ ଘରୋଇ ବସ୍ ମାଲିକ ସଂଘ ଦାବି କରିଛି। ଆସନ୍ତା ୨୩ ତାରିଖ ସୁଦ୍ଧା ଦାବିର ସମାଧାନ କରିବା ପାଇଁ ସଂଘ ଚେତାବନୀ ଦେଇଛି। ଏ ନେଇ ଘରୋଇ ବସ୍ ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ ଙ୍କ ପକ୍ଷରୁ ସୂଚନା ମିଳିଛି। ଯଦି ୨୩ ତାରିଖ ସୁଦ୍ଧା କୌଣସି […]

ଓଡ଼ିଶା

ବିଜେଡିକୁ ଦୁର୍ବଳ କରିବାକୁ ଷଡଯନ୍ତ୍ର ଚାଲିଥିଲା: ଲେନିନ ମହାନ୍ତି

ଭୁବନେଶ୍ୱର: ବିଜେଡି ବିରୋଧରେ ଚାଲିଥିଲା ମିଡ୍‌ ଡେ ଅପରେସନ । ଦଳକୁ ଦୁର୍ବଳ କରିବାକୁ ଏକ ବଡ ଷଡଯନ୍ତ୍ର କରାଯାଇଥିଲା । ଯାହାକୁ ଶକ୍ତ ଧକ୍କା ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମିଡ୍‌ ଡେ’ ଅପରେସନ ବି ଫେଲ୍‌ ହୋଇଛି ବୋଲି ଗଣମାଧ୍ୟମରେ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ସେ କହିଛନ୍ତି ‘ମିଡ୍‌ ନାଇଟ୍‌ ଅପରେସନ ଫେଲ୍‌ ହୋଇଥିଲା, ମିଡ୍‌ ଡେ’ ଅପରେସନ ବି ଫେଲ୍‌’ ହୋଇଛି । […]

ଓଡ଼ିଶା

କନ୍ଧମାଳରେ ଅସମ୍ଭାଳ ଜାଡ଼, ୨.୬ ଡିଗ୍ରୀରେ ଥରୁଛି ଜି.ଉଦୟଗିରି

ଜି.ଉଦୟଗିରି : ୨.୬ ଡିଗ୍ରୀରେ ଥରୁଛି ଜି.ଉଦୟଗିରି ।  କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ଅଞ୍ଚଳରେ ହଠାତ୍ କିଛି ଦିନ ହେଲା ପାରଦ ପୁଣି ତଳମୁହାଁ  ।  କୋହଲା ପବନ ସାଙ୍ଗକୁ ଅସହ୍ୟ ଜାଡ ଅନୁଭୂତ ହେଉଛି ।  ଗତକାଲି ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା୨.୬ ରହିଥିବା ବେଳେ ଫୁଲବାଣୀରେ ୬.୧ ଡିଗ୍ରୀ ଓ ଦାରିଙ୍ଗବାଡିରେ ୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ଜଣାପଡିଛ । ହାଡ଼ ଭଙ୍ଗା ଶୀତରୁ ରକ୍ଷା ପାଇଁ ଜି.ଉଦୟଗିରି ସହର ସମେତ ଆଖପାଖ ଅଞ୍ଚଳରେ ଲୋକେ […]

ଓଡ଼ିଶା

ନବୀନଙ୍କୁ ଭେଟିଲେ ଅଖିଳେଶ ଯାବଦ

ଭୁବନେଶ୍ୱର : ଅଖିଳେଶ ଓ ନବୀନଙ୍କ ଭେଟଘାଟନେଇ ବଢିଲା ଚର୍ଚ୍ଚା  l  ଓଡିଶା ଗସ୍ତରେ ଥିବା ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଆଜି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି  l ଏହି  ଭେଟ ଘାଟକୁ ନେଇ ଅଖିଳେଶ କହିଛନ୍ତି, “ନବୀନଙ୍କ ଭଲ ନିଷ୍ପତିଗୁଡିକ ଯୋଗୁଁ ଓଡିଶା ବିକାଶର ରାସ୍ତାରେ ଆଗକୁ ବଢିଛି  l ନବୀନଙ୍କ ସ୍ୱାସ୍ଥ୍ୟ ଭଲ ଅଛି, ତାଙ୍କ ଭିତରେ ଉତ୍ସାହ ବି ଅଛି  l ନବୀନ ଆଗକୁ ରାଜ୍ୟରୁ […]

ଓଡ଼ିଶା

ଡିଜେ ସାଉଣ୍ଡରେ ଚାଲିଗଲା ଜୀବନ ! ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଟିଟିଲାଗଡ : ଡିଜେ ସାଉଣ୍ଡ ଯୋଗୁ ଚାଲିଗଲା ଜୀବନ ।  ଡିଜେ ସାଉଣ୍ଡରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା ଅଭିଯୋଗ ।  ମୃତଦେହ ରଖି ଖୁଣ୍ଟୁଣୀ-ନରସିଂହପୁର ୬୫ ନମ୍ୱର୍ ରାଜ୍ୟ ରାଜପଥରେ ରାସ୍ତା ଅବରୋଧ କଲେ ଗ୍ରାମବାସୀ ।  ଗତକାଲି ରାତିରେ ତିଗିରିଆ ଥାନା ନୂଆପାଟଣା ବଜାରରେ ଏକ ବିବାହ ପ୍ରସେସନ ଯାଉଥିବା ବେଳେ ନିଜ ଘର ପାଖରେ ଛିଡା ହୋଇ ପ୍ରସେସନ୍ ଦେଖୁଥିବା ବେଳେ ଡିଜେ ସାଉଣ୍ଡରେ ଆହାତ ହୋଇ ଜଣଙ୍କ ଜୀବନ ଚାଲି ଯାଇଥିବାଅଭିଯୋଗ ହୋଇଛି, […]

ଓଡ଼ିଶା

ସୁପାରୀ ଦେଇ ସାନଭାଇକୁ ହତ୍ୟା କଲା ବଡ଼

ବଲାଙ୍ଗୀର: ଭାଇ ହେଲା ଭଗାରୀ ।  ସୁପାରୀ ଦେଇ ସାନଭାଇକୁ ହତ୍ୟା କଲା ବଡ଼ ଭାଇ ।  ଗତ ୨ ତାରିଖରେ ବଲାଙ୍ଗୀର ଜିଲ୍ଲା ତୁଷୁରା ତେଲନଦୀ ବ୍ରିଜ ତଳୁ ସାନଭାଇ ନାଟରାଜ ଥନାପତିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।  ନାଟରାଜଙ୍କ ବଡଭାଇ ନବ ଥାନାପତି ସୁପାରୀ ଦେଇ ତାଙ୍କୁ ହତ୍ୟା କରିଥିବା ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଛି ପୋଲିସ ।  ଏଥିରେ ଆଠ ଜଣଙ୍କୁ ଗିରଫ କରାଯାଇଛି ।  ତେବେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

ଓଡ଼ିଶା

୬ ଡକାୟତଙ୍କୁ କାବୁ କଲା ଜିଆରପି

ଭୁବନେଶ୍ବର: ଦିନରେ ଦୋକାନୀ, ରାତିରେ ଡକାୟତି ।  ରେଳ ଷ୍ଟେସନ ପାଖରୁ ୬ଜଣ ଅଭିଯୁକ୍ତଙ୍କୁ କାବୁ କଲା ଜିଆରପି ।  ଅଭିଯୁକ୍ତମାନେ ରେଳ ଯାତ୍ରୀଙ୍କୁ ଟାର୍ଗେଟ କରୁଥିଲେ ।  ସୁବିଧା ଓ ମୌକା ଦେଖି ଲୁଟପାଟ କରୁଥିଲେ ।  ଏଭଳି ଡକାୟତି କରୁଥିବା ଛଅ ଜଣଙ୍କୁ ଗିରଫ କରିଛି ଭୁବନେଶ୍ୱର ଜିଆରପି ।  ସେମାନଙ୍କ ଠାରୁ ଭୁଜାଲି ଛୁରି,ସ୍କ୍ରୁ ଡ୍ରାଇଭର ସମେତ ବନ୍ଧୁକ ଓ ଗୁଳି ମଧ୍ୟ ଜବତ କରିଛି ଜିଆରପି ଥାନା ପୋଲିସ । ଭୁବନେଶ୍ୱର ଷ୍ଟେସନ […]

LOKA SAMACHAR @2026. All Rights Reserved || Developed By CBSPL