ଓଡ଼ିଶା

ସୁପାରୀ ଦେଇ ସାନଭାଇକୁ ହତ୍ୟା କଲା ବଡ଼

ବଲାଙ୍ଗୀର: ଭାଇ ହେଲା ଭଗାରୀ ।  ସୁପାରୀ ଦେଇ ସାନଭାଇକୁ ହତ୍ୟା କଲା ବଡ଼ ଭାଇ ।  ଗତ ୨ ତାରିଖରେ ବଲାଙ୍ଗୀର ଜିଲ୍ଲା ତୁଷୁରା ତେଲନଦୀ ବ୍ରିଜ ତଳୁ ସାନଭାଇ ନାଟରାଜ ଥନାପତିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।  ନାଟରାଜଙ୍କ ବଡଭାଇ ନବ ଥାନାପତି ସୁପାରୀ ଦେଇ ତାଙ୍କୁ ହତ୍ୟା କରିଥିବା ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଛି ପୋଲିସ ।  ଏଥିରେ ଆଠ ଜଣଙ୍କୁ ଗିରଫ କରାଯାଇଛି ।  ତେବେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL