ନଦୀପଠାରୁ ଖଣ୍ଡବିଖଣ୍ଡିତ ମୃତଦେହ ଓ କଙ୍କାଳ ଜବତ
ବଲାଙ୍ଗିର : ନଦୀପଠାରେ କଙ୍କାଳ ଠାବ । ଏ ହାଡ଼ ଓ ଖପୁରୀ କାହାର ? ତାକୁ ନେଇ ଚାଲିଛି ଚର୍ଚ୍ଚା । ଇଏ ହତ୍ୟା ନା କାହାର ଅକସ୍ମାତ ମୃତ୍ୟୁ ? ପୋଲିସର ଛାନଭିନ୍ ଜାରି । ନଈ ପଠାରେ ମଣିଷର ପାଦ । ତାକୁ ଖାଉଥିଲା ବୁଲା କୁକୁର । ଲୋକଙ୍କ ନଜରରେ ପଡ଼ିବାରୁ ପୋଲିସକୁ ଦେଇଥିଲେ ସୂଚନା । ଖବର ପାଇ ପୋଲିସ ବି ଘଟଣାସ୍ଥଳରେ ପହଞ୍ଚିଗଲା । ସନ୍ଧାନୀ କୁକୁର ଓ […]













