ଜାତୀୟ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇଁ ନାମାଙ୍କନ କଲେ ନୀତିନ ନବୀନ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ସଭାପତି ପଦ ପାଇଁ କାର୍ଯ୍ୟକାରୀ ସଭାପତି ଥିବା ନୀତିନ ନବୀନ ହିଁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରସ୍ତାବକ ରହି ନୀତିନଙ୍କ ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅଫିସର କେ.ଲକ୍ଷ୍ମଣଙ୍କୁ ପ୍ରଦାନ କରିଛନ୍ତି । ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପୃଥକ ତିନୋଟି ସେଟ୍‌ ଦାଖଲ କରିଛନ୍ତି । ନୀତିନ […]

ଜାତୀୟ

ସ୍ପେନରେ ରେଳ ଦୁର୍ଘଟଣା: ୩୯ ମୃତ

ସ୍ପେନ : ସ୍ପେନରେ ଦୁଇ ହାଇସ୍ପିଡ୍ ଟ୍ରେନ୍ ମୁହାଁମୁହିଁ ଧକ୍କା ହେବା ଫଳରେ ବଢିଚାଲିଛି ମୃତକଙ୍କ ସଂଖ୍ୟା । ୩୯ ମୃତ, ୧୫୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସ୍ପେନର କୋର୍ଡୋବା ପ୍ରଦେଶରେ ଘଟିଛି ଏହି ରେଳ ଦୁର୍ଘଟଣା । ଦୁଇଟି ଦ୍ରୁତଗାମୀ ଯାତ୍ରୀବାହୀ ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩୯ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ବେଳେ ୧୫୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୨୦ […]

ଜାତୀୟ

କିସ୍ତୱାରରେ ଯବାନ-ଆତଙ୍କୀ ମୁହାଁମୁହିଁ : ୮ ଯବାନ ଆହତ, ‘ଅପରେସନ୍ ତ୍ରାଶି-I’ ଜାରି

ଜମ୍ମୁ କଶ୍ମୀର : ଜମ୍ମୁକଶ୍ମୀର କିସ୍ତୱାରରେ ପୁଣି ଯବାନ ଓ ଆତଙ୍କୀ ମୁହାଁମୁହିଁ ହୋଇଛନ୍ତି । ଏଥିରେ ୮ ଜଣ ଯବାନ ଆହତ ହୋଇଛନ୍ତି । ଆଗକୁ ଗଣତନ୍ତ୍ର ଦିବସ ପାଳନ ହେବାକୁ ଥିବା ବେଳେ ଏପରି ଘଟଣା ସାମ୍ନାକୁ ଆସିଛି । ସେପଟେ ରାଜଧାନୀ ଦିଲ୍ଲୀକୁ ମଧ୍ୟ କଡ଼ା ସୁରକ୍ଷା ବଳୟ ଭିତରେ ରଖାଯାଇଛି । ଭାରତୀୟ ସେନାର ଜମ୍ମୁ-ସ୍ଥିତ ହ୍ୱାଇଟ୍ ନାଇଟ୍ କର୍ପସ ‘ଅପରେସନ୍ ତ୍ରାଶି-I’ ନାମରେ ନାମିତ ଏହି ଅଭିଯାନ ଗତକାଲି ମଧ୍ୟାହ୍ନରୁ ଆରମ୍ଭ […]

ଜାତୀୟ

ଚିଲ୍ଲିରେ ଜଙ୍ଗଲ ନିଆଁ, ୧୯ ଜୀବନ ଯିବା ପରେ ଏମରଜେନ୍ସୀ ଘୋଷଣା

ଚିଲ୍ଲି : ଦକ୍ଷିଣ ଆଫ୍ରିକା ଚିଲ୍ଲି ଙ୍ଗଲରେ ଭୟଙ୍କର ନିଆଁ ଲାଗିଛି । ଫଳରେ ଏମରଜେନ୍ସୀ ଘୋଷଣା କରାଯାଇଛି । ନିଆଁ ଅନିୟନ୍ତ୍ରିତ ହୋଇ ଦକ୍ଷିଣ ଚିଲ୍ଲି ସମୁଦାୟ ଜାଳିପୋଡ଼ି ପାଉଁଶ କରିଦେଇଛି । ଜଙ୍ଗଲରେ ଆଖପାଖ ଅଞ୍ଚଳରେ ନିଆଁ ଲାଗି ସବୁ ପାଉଁଶ ହୋଇଛି । ନିଆଁରେ ଅତି କମରେ ୧୯ ଜଣଙ୍କ ଜୀବନ ଚାଲିଯାଇଛି । ଚିଲ୍ଲିର ରାଜଧାନୀ ସେଣ୍ଟିଯୋଗରେ ପ୍ରାୟ ପାଖାପାଖି ୫୦୦ କିମି ଦୂର ଦକ୍ଷିଣ ନୁବଲ ଏବଂ ବାୟୋବିୟୋଗ ଅଞ୍ଚଳରେ ଜୋରେ […]

ଜାତୀୟ

ମହାଯୁଦ୍ଧ ନେଇ ଆମେରିକାକୁ ଚେତାବନୀ ଦେଲା ଇରାନ

ଇରାନ : ହେବ ମହାଯୁଦ୍ଧ । ଆମେରିକାକୁ ଇରାନର ଚେତାବନୀ । ଇରାନ-ଆମେରିକା ମଧ୍ୟରେ ମହାଯୁଦ୍ଧର ଆଶଙ୍କା । ଖାମେନେଇଙ୍କୁ ଆକ୍ରମଣ କଲେ ହେବ ମହାଯୁଦ୍ଧ ହେବ ବୋଲି ଆମେରିକାକୁ ଖୋଲା ଚେତାବନୀ ଦେଇଛି ଇରାନ । ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ଭୟଙ୍କର ମୋଡ଼ ନେଇଛି । ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ସୁରକ୍ଷାକୁ ନେଇ ଇରାନ ପକ୍ଷରୁ ଆମେରିକାକୁ କଡ଼ା ଚେତାବନୀ ଦିଆଯାଇଛି । ଇରାନ ରାଷ୍ଟ୍ରପତି […]

ଓଡ଼ିଶା

ଆସନ୍ତାକାଲି ଠାରୁ ଡଲଫିନ ଗଣନା

ରାଜନଗର: ବିଶ୍ୱପ୍ରସିଦ୍ଧ ଜୈବମଣ୍ଡଳ ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ସୋମବାର ଦିନ ଡଲଫିନ୍‌ ଗଣନାର ପ୍ରଶିକ୍ଷଣ ତାଲିମ ପ୍ରଦାନ କରାଯାଉଛି । ଆସନ୍ତାକାଲି ଅର୍ଥାତ ୨୦ ତାରିଖରୁ ୨୨ ତାରିଖ ପଯ୍ୟନ୍ତ ୩ ଦିନ ଧରି ଗହୀରମଥା ସାମୁଦ୍ରିକ ଅଭୟରଣ୍ୟ ଓ ଭିତରକନିକାର ନଦୀ, ନାଳରେ ଡଲଫିନ ଗଣନା କରାଯିବ । ଧାମରା ମୁହାଣ ଠାରୁ ଦେବୀ ନଦୀ ମୁହାଣ ଯାଏଁ ସମୁଦ୍ର ମଧ୍ୟରେ ଏବଂ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଥିବା […]

ଓଡ଼ିଶା

ପକ୍ଷୀ ଗଣନା ଶେଷ; ଚିଲିକାରେ ୧୯୬ ପ୍ରଜାତିର ପକ୍ଷୀଙ୍କ ଆଗମନ

ବାଣପୁର: ପକ୍ଷୀଙ୍କ ଭୂସ୍ବର୍ଗ ମରାଳ ମାଳିନୀ ନିଳାମ୍ବୁ ଚିଲିକାରେ ପକ୍ଷୀ ଗଣନା ଶେଷ ହୋଇଛି। ଚଳିତ ବର୍ଷ ୧୯୬ ପ୍ରଜାତିର ୧୧ ଲକ୍ଷ ୩୨ ହଜାର ୨୦୦ ସଂଖ୍ୟକ ପକ୍ଷୀ ଆସିଛନ୍ତି। ଯାହାକି ଗତବର୍ଷ ୧୯୬ ପ୍ରଜାତିର ୧୧ ଲକ୍ଷ ୨୭ ହଜାର ୨୮୮ ସଂଖ୍ୟକ ପକ୍ଷୀ ଆସିଛନ୍ତି। ଯାହାକି ଚଳିତ ବର୍ଷ ଗତ ବର୍ଷ ତୁଳନାରେ ୪୯୭୨ ସଂଖ୍ୟକ ଅଧିକ ପକ୍ଷୀଙ୍କ ଆଗମନ ହେଇଛି। ଖବର ମୁତାବକ ଆଜି ସକାଳ ୬ରୁ ଶୀତକାଳୀନ ପକ୍ଷୀଗଣନା ଜାରି […]

ଓଡ଼ିଶା

ଷ୍ଟାର୍ଟଅପ୍‌ ଖସିବା ପ୍ରସଙ୍ଗ: ପୂର୍ବ ସରକାରଙ୍କୁ ଦାୟୀ କଲେ ମନ୍ତ୍ରୀ

ଭୁବନେଶ୍ୱର: ଷ୍ଟାର୍ଟଅପରେ ଓଡ଼ିଶାର ରାଙ୍କ୍‌ ଖସିବା ପ୍ରସଙ୍ଗରେ ପୂର୍ବ ସରକାରଙ୍କୁ ଦାୟୀ କରିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ପୂର୍ବ ବିଜେଡି ସରକାରଙ୍କ ଉପରେ ଦୋଷ ଲଦିଛନ୍ତି ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଏହି ରିପୋର୍ଟ ୧ ଜାନୁଆରୀ ୨୦୨୩ରୁ ୩୦ ନଭେମ୍ବର ୨୦୨୪ ମଧ୍ୟରେ ହୋଇଥିବା ମନ୍ତ୍ରୀ କହିଛନ୍ତି । ବିଜେପି ୨୦୨୪ ଜୁନ୍‌ ୧୨ରେ ସରକାରକୁ ଆସିଲା, ବିଜେପି ସରକାରକୁ କେବଳ ଏହି ସମୟରେ ୬ମାସ ମିଳିଥିଲା । ରାଙ୍କ୍‌ କେମିତି ବିଜେପି […]

ଓଡ଼ିଶା

ଏନକାଉଣ୍ଟର: ମାଓ ନେତା ଦିଲିପ ଭେଡ଼ଜା ସମେତ ୬ ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଵିଜାପୁର ଜିଲ୍ଲା ନେସନାଲ ପାର୍କ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ଗୁଳିବିନିମୟ ।  ପୋଲିସର ଏନକାଉଣ୍ଟର ରେ 4 ମହିଳା ମାଓବାଦୀ ସମେତ 6 ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି । ହେଲେ ଅଳ୍ପକେ ବର୍ତିଯାଇଛି ଟପ ମାଓ ନେତା DKSZC ସଦସ୍ୟ ପାପା ରାଓ । ମୃତ ମାଓବାଦୀ ହେଲା ନେସନାଲ ପାର୍କ ଏରିଆ କମ୍ମିଟି କମାଣ୍ଡର ମାଓ ନେତା ଦିଲିପ ଭେଡ଼ଜା । ତା ମୁଣ୍ଡରେ […]

ଓଡ଼ିଶା

ଖୁବ ଶୀଘ୍ର ଆସିବ ଓଡିଶା ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ ,ଦୂର ହେବ ଜମି ସମସ୍ୟା

ପୁରୀ : ଖୁବ ଶୀଘ୍ର ଆସିବ ଓଡିଶା ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ ।  ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଜମି ସମସ୍ୟା ଦୂର କରାଯିବ  l  ପୁରୀର ଜମି ସମସ୍ୟା ନେଇ ସମସ୍ତ ବିଭାଗ ସହ ଆଲୋଚନା କରାଯାଇଛି  l  ସମସ୍ୟାର ସ୍ଥାୟୀ ସମାଧୀନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି  l  ଏ ନେଇ ଆଜି ସନ୍ଧ୍ୟା ୫ଟାରେ ସଚିବାଳୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ  l  ଅନେକ ଆଇନକୁ ସଂଶୋଧନ କରାଯାଉଛି  l  ଓଡିଶା ଲ୍ୟାଣ୍ଡ […]

LOKA SAMACHAR @2026. All Rights Reserved || Developed By CBSPL