ଯୁବକଙ୍କୁ ଗୁଳି କରି ହତ୍ୟା
ଖୋର୍ଦ୍ଧା: ପୂର୍ବ ଶତ୍ରୁତାରୁ ଗୁଳିମାଡ଼ । ଯୁବକ ମୃତ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଦଲକ ରାସ୍ତାରେ ଗୁଳିମାଡ଼ ହୋଇଛି । ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜାମୁସାହିର ବାସୁଦେବ ପରିଡା । ଗୁଳିମାଡ଼ ପରେ ଘଟଣାସ୍ଥଳରୁ ୪ ଯୁବକ ଫେରାର ହୋଇଯାଇଛନ୍ତି । ଦୁଇଜଣ ଦୁର୍ବୃତ୍ତ ବୁଲେଟରେ ଆସିଥିବାବେଳେ ଆଉ ଦୁଇଜଣ ପୂର୍ବରୁ ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ୩ ରାଉଣ୍ଡ ଗୁଳି ମାରିବା ପରେ ଘଟଣାସ୍ଥଳରୁ ଛୁ ମାରିଥିଲେ । […]













