ଓଡ଼ିଶା

ଆଠଟି ମେଣ୍ଢା ମାରି ଖାଇଲା କଳରାପତରିଆ ବାଘ

ହିନ୍ଦୋଳ : ହିନ୍ଦୋଳରେ କଳରାପତିଆ ବାଘ ଆତଙ୍କ ।  କଂସରା ପଞ୍ଚାୟତ ଗୋବର୍ଦ୍ଧନପୁର ଗାଁର କୈଳାସ ମହାକୁଡ଼ଙ୍କ ଗୁହାଳରେ ପଶି ଆଠଟି ମେଣ୍ଢା ମାରି ଖାଇଥିବା ଅଭିଯୋଗ ହୋଇଛି ।  ଗୁହାଳ ପାଖରେ ବଡ଼ ବଡ଼ ପାଦ ଚିହ୍ନ ପଡ଼ିଥିବା ଦେଖିବାକୁ ମିଳିଛି । ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ପାଦ ଚିହ୍ନ ଠାବ କରିବା ସହ ତଦନ୍ତ ଜାରି ରହିଛି ।  ଏହା ଏକ କଲରାପତିଆ ବାଘର ପାଦଚିହ୍ନ ବୋଲି ଅନୁମାନ କରାଯାଉଛି ।  ଖୁବଶୀଘ୍ର ଅଞ୍ଚଳରେ […]

ଓଡ଼ିଶା

ସର୍ଭିସ ବନ୍ଧୁକରୁ ନିଜ ଜୀବନ ନେଲେ କନେଷ୍ଟବଳ

ନୟାଗଡ : ନିଜ ସର୍ଭିସ ବନ୍ଧୁକରୁ ନିଜ ଜୀବନ ନେଲେ । ଗୁଳି ଫୁଟାଇ ନିଜକୁ ମାରିଲେ କନେଷ୍ଟବଳ । ନୟାଗଡ ପୋଲିସ ବାରାକରେ ଘଟିଛି ଅଘଟଣ। ମୃତକ ବାହାଡାଝୋଲା ଅଞ୍ଚଳର କନେଷ୍ଟବଳ ସୁନିଲ ସେଠୀ । କିଛିଦିନ ତଳେ ସୁନୀଲଙ୍କ ନିର୍ବନ୍ଧ ହୋଇଥିଲା। ଆଉ କିଛି ଦିନ ଯାଇଥିଲେ ହୋଇଥାନ୍ତା ବିବାହ। ହେଲେ ସୁନେଲି ସ୍ବପ୍ନ ସବୁ ପାଣି ଫୋଟକା ପରି ମିଳେଇଯାଇଥିଲା। ଗତକାଲି ରାତିରେ ତାଙ୍କ ସହ ନିର୍ବନ୍ଧ ହୋଇଥିବା ଝିଅକୁ ଶେଷ ମେସେଜ କରିଥିଲେ […]

ଓଡ଼ିଶା

ଦମ୍ପତିଙ୍କୁ ଛୁରାମାଡ଼; ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ଝାରସୁଗୁଡ଼ା: ଝାରସୁଗୁଡ଼ା ରେଳ ଷ୍ଟେସନ ନିକଟରେ ଦମ୍ପତିଙ୍କୁ ଛୁରାରେ ଆକ୍ରମଣ । ମହିଳା ମୃତ, ସ୍ୱାମୀ ଗୁରୁତର ଅବସ୍ଥାରେ ଉଦ୍ଧାର। ଝାରସୁଗୁଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କାରଣ ଅସ୍ପଷ୍ଟ ରହିଛି । ଦମ୍ପତି ରେଳ ଷ୍ଟେସନରେ ନିକଟରେ ପ୍ଲାଷ୍ଟିକ ଓ ଲୁହା ସଂଗ୍ରହ କରନ୍ତି ବୋଲି ସୂଚନା ମିଳିଛି । GRP ଥାନାରେ ମାମଲା ରୁଜୁ କରାଯାଇ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ଦମ୍ପତି ଦ୍ଵୟ ରେଙ୍ଗାଲୀ ଷ୍ଟେସନରୁ ଝାରସୁଗୁଡ଼ା […]

ଓଡ଼ିଶା

ସରକାରୀ ଆଇଟିଆଇରେ ଛାତ୍ରଙ୍କୁ ରଡରେ ଆକ୍ରମଣ, ଅବସ୍ଥା ଗୁରୁତର

ରାୟଗଡ଼ା: ଜଣେ ଛାତ୍ରଙ୍କୁ ଲୁହା ରଡରେ ପିଟିଲେ ଆଉ ଜଣେ ଛାତ୍ର । ରାୟଗଡ଼ା ସହର ସ୍ଥିତ ସରକାରୀ ଆଇଟିଆଇରୁ ଆସିଛି ଅଭିଯୋଗ। ଲୁହା ଛଡ଼ରେ ପିଟି ରକ୍ତାକ୍ତ କରିଥିବା ନେଇ ରାୟଗଡ଼ା ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଗୁରୁତର ଛାତ୍ର ଜଣକ କୋଲନରା ବ୍ଲକ ଅଞ୍ଚଳର । ଛାତ୍ର ଜଣକ ସରକାରୀ ଆଇଟିଆଇରେ ୱେଲଡର ଟ୍ରେଡରେ ପଢ଼ୁଥିଲେ । ଅନ୍ୟ ଜଣେ ଛାତ୍ର ତାଙ୍କୁ ଏକ ଲୁହା ଛଡ଼ରେ ଆକ୍ରମଣ କରିଥିଲେ। ଛାତ୍ରଙ୍କ ମୁଣ୍ଡରେ ଗଭୀର […]

ଓଡ଼ିଶା

ମୁମ୍ବାଇରେ ଓଡ଼ିଆ ନାବିକ ନିଖୋଜ

ଭଦ୍ରକ: ଓଡ଼ିଆ ଯୁବ ନାବିକ ନିଖୋଜ। ଚିନ୍ତାରେ ପରିବାର। ଭଦ୍ରକ ଜିଲ୍ଲା କେଶପୁର ଅଞ୍ଚଳର ଯୁବ ନାବିକ ସାର୍ଥକ ମହାପାତ୍ର ନିଖୋଜ। ସେ ମୁମ୍ବାଇର ଏକ ଜାହାଜ କମ୍ପାନୀରେ ଯୋଗଦେଇଥିଲେ। ଗତ ଦୁଇ ତାରିଖରୁ ସେ ନିଖୋଜ ଅଛନ୍ତି। ପ୍ରଥମେ ଚୀନରୁ ମରିସସ୍ ଯାଇଥିଲେ। ପୁଣି ମରିସସ୍ ରୁ ଚୀନ ଫେରିବା ବାଟରେ ସେ ନିଖୋଜ ହୋଇଯାଇଛନ୍ତି । ଶେଷଥର ୨ ତାରିଖରେ ମାଆଙ୍କ ସହ କଥା ହୋଇଥିଲେ ସାର୍ଥକ। ୩ ତାରିଖ ପରଠୁ ତାଙ୍କ ମୋବାଇଲ ନମ୍ବର […]

ଓଡ଼ିଶା

ବଦଳିବ ୭ ଜିଲ୍ଲାର ଇଂରାଜୀ ନାଁ

ଭୁବନେଶ୍ୱର :  ରାଜ୍ୟର ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର । ବଦଳିବ ୭ ଜିଲ୍ଲାର ଇଂରାଜୀ ନାଁ । ମୋଟ୍ ୧୧ ଜିଲ୍ଲାର ୨୫ଟି ସ୍ଥାନରେ ଇଂରାଜୀ ନାଁ ମଧ୍ୟ ସଂଶୋଧନ ହେବ । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ଏଣିକି ଓଡ଼ିଆ ନାଁ ଅନୁସାରେ ରହିବ ଇଂରାଜୀ ନାମ । ଖୋର୍ଦ୍ଧା ଜିଲ୍ଲାକୁ ଓଡ଼ିଆ ନାଁ ଅନୁସାରେ ଖୋରଧା ଲେଖାଯିବ । ଇଂରାଜୀରେ […]

ଓଡ଼ିଶା

ଲିଙ୍ଗରାଜଙ୍କ ଜାଗର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ସଚିବ

ଭୁବନେଶ୍ୱର : ଲିଙ୍ଗରାଜଙ୍କ ଜାଗର ନୀତିରେ ଅବହେଳା ଗ୍ରହଣୀୟ ନୁହେଁ । ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୀତିରେ ବାରମ୍ବାର ବିଭ୍ରାଟ ହେଉଛି । ବଡ଼ ବଡ଼ ପର୍ବପର୍ବାଣୀରେ ଠାକୁର ଉପାସ ରହୁଛନ୍ତି । ଆଗକୁ ଜାଗର ଅଛି । ତେଣୁ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତିରେ ଯେପରି କୌଣସି ବିଭ୍ରାଟ ହେବନି , ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଭାବେ ଦର୍ଶନ କରିବେ , ଆଗାମୀ ଦିନରେ କିପରି ସେବାୟତ, ନିଯୋଗ ସମୂହ ଓ ପ୍ରଶାସନ ମଧ୍ୟରେ ବିବାଦ ଯୋଗୁଁ ମହାପ୍ରଭୁଙ୍କ ସେବାରେ […]

ଓଡ଼ିଶା

ମହାନଦୀ ଜଳ ବିବାଦ, ୭ରେ ଟ୍ରିବ୍ୟୁନାଲରେ ଶୁଣାଣି

କଟକ: କେମିତି ହେବ ମହାନଦୀ ଜଳ ବିବାଦ ସମସ୍ୟାର ସମାଧାନ? ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଫେବୃଆରୀ ୭ରେ ମହାନଦୀ ଜଳ ବିବାଦ ନେଇ ଟ୍ରିବ୍ୟୁନାଲରେ ହେବ ଶୁଣାଣି । ଏହା ପୂର୍ବରୁ ସମାଧାନ ପାଇଁ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମଧ୍ୟସ୍ଥତା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ଓଡିଶା ସରକାର । ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ଯ ମହାନଦୀ ସଂପର୍କିତ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଅଧ୍ୟକ୍ଷ ମଧ୍ୟ […]

ଓଡ଼ିଶା

ଆସନ୍ତାକାଲିଠାରୁ ଖସିବ ପାରଦ, ଫେରିବ ଶୀତ

ଭୁବନେଶ୍ୱର: କିଛି ଦିନ ହେବ ରାଜ୍ୟରେ କମ ଶୀତ ଅନୁଭୁତ ହେଉଛି। ଗୁରୁବାର ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ଅଧିକ ରହିବ। ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ପାରଦ ୧୬-୧୭ ଡିଗ୍ରୀ ପାଖାପାଖି ରହିପାରେ। କିନ୍ତୁ ଶୁକ୍ରବାରଠାରୁ ପାରଦ ସାମାନ୍ୟ ଖସିବ । ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୨ରୁ ୧୪ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଶୁକ୍ରବାର ଫୁଲବାଣୀରେ ୧୨ ଡିଗ୍ରୀ, ବଲାଙ୍ଗିରରେ ୧୩, ବୌଦ୍ଧରେ […]

ଓଡ଼ିଶା

ଚଢ଼ିଗଲା ପାଇଖାନା ଟାଙ୍କି ସଫେଇ ଗାଡ଼ି; ୨ମୃତ

ଆନନ୍ଦପୁର : ପାଇଖାନା ଟାଙ୍କି ସଫେଇ ଗାଡ଼ି ଧକ୍କାରେ ୨ମୃତ । କାମଶାରି ଫେରିବା ସମୟରେ ପଛରୁ ଧକ୍କା ଦେଲା ପାଇଖାନା ଟାଙ୍କି ସଫେଇ ଗାଡ଼ି । ସୂଚନା ଅନୁସାରେ ଘଷିପୁରା ଥାନା ଅନ୍ତର୍ଗତ ମର୍ଶାପାଳ ଗ୍ରାମର ନାରଣ ଟୁଡୁ, ଭାଗି କିସ୍କୁ ଓ ଅଜୟ ଟୁଡୁ କାମସାରି ନିଜ ଘରକୁ ଫେରୁଥିବାବେଳେ ବିଏସଏନ୍ଏଲ୍ ଟେଲିଫୋନ ଛକ ନିକଟରେ ଏକ ପାଇଖାନା ଟାଙ୍କି ସଫେଇ ଗାଡ଼ି ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ସେମାନେ ରାସ୍ତାରେ […]

LOKA SAMACHAR @2026. All Rights Reserved || Developed By CBSPL