ଘର କ୍ରେତାଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ
ନୂଆଦିଲ୍ଲୀ : ଦିଲ୍ଲୀରେ ନିଜ ଘର ଖୋଜୁଥିବା ଲୋକଙ୍କ ପାଇଁ ଏକ ବଡ଼ ଖବର। ଦିଲ୍ଲୀ ବିକାଶ ପ୍ରାଧିକରଣ (DDA) ଗୃହ ଯୋଜନାଗୁଡ଼ିକୁ ଅଧିକ ଆକର୍ଷଣୀୟ କରିବା ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ଆଶ୍ୱସ୍ତି ଦେବା ଲାଗି ଏକ ଐତିହାସିକ ନିଷ୍ପତ୍ତି ନେଇଛି। ଡିଡିଏ ଫ୍ଲାଟର ମୋଟ ମୂଲ୍ୟରୁ ପାର୍କିଂ ଚାର୍ଜକୁ ଏବେ ସମ୍ପୂର୍ଣ୍ଣ ଛାଡ଼ କରିଛି । ଯେତେବେଳେ ଆପଣ ଏକ ଡିଡିଏ ଫ୍ଲାଟ୍ କିଣୁଥିଲେ, ଆପଣଙ୍କୁ ଫ୍ଲାଟର ମୂଳ ମୂଲ୍ୟ ସହିତ ପାର୍କିଂ ସ୍ଥାନ […]













