ଜାନୁଆରୀ ୨୬ରେ ହୋଇଥିଲା ଦିଲ୍ଲୀ ବିସ୍ଫୋରଣ ଯୋଜନା
ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ଘଟଣାରେ ସାମ୍ନାକୁ ଆସିଲା ବଡ଼ ତଥ୍ୟ । ଆତଙ୍କ ପାଇଁ ଜାନୁଆରୀ ମାସରୁ ଯୋଜନା ପ୍ରସ୍ତୁତ କରିଥିଲା ଆକ୍ରମଣକାରୀ । ଘଟଣାର ତଦନ୍ତ କରୁଥିବା ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ଯୋଜନାବଦ୍ଧ ଆକ୍ରମଣ ପାଇଁ ଜାନୁଆଣୀ ୨୬ରେ ବିଦ୍ଧିବଦ୍ଧ ଭାବେ ଯୋଜନା ହୋଇଥିଲା । ଅଧିକାରୀଙ୍କ ସୂଚନା ମୁତାବକ ଗିରଫ ହୋଇଥିବା ଡାକ୍ତର ମାନଙ୍କ ମଧ୍ୟରୁ ଜଣେ ଜାନୁଆରୀ ୨୬ରେ ଲାଲକିଲ୍ଲା ଅଞ୍ଚଳ ଗସ୍ତ କରିଥିଲେ । ଏହୀ ଗସ୍ତ ଆକ୍ରମଣ ଯୋଜନାର ଏକ […]













