ଦିଲ୍ଲୀ ବିସ୍ଫୋରଣ ନେଇ ଶାହଙ୍କ ବାସଭବନରେ ଉଚ୍ଚସ୍ତରୀୟ ବୈଠକ
ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ତାଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଏନ୍ଏସ୍ଏ (ଜାତୀୟ ସୁରକ୍ଷା ଉପଦେଷ୍ଟା) ଅଜିତ ଡୋଭାଲ, ଆଇବି ମୁଖ୍ୟ ତପନ କୁମାର ଡେକା, ଏବଂ କେନ୍ଦ୍ର ଗୃ୍ହ ସଚିବ ଗୋବିନ୍ଦ ମୋହନ ଏହି ବୈଠକରେ ଯୋଗ ଦେଇଥିଲେ। ଶାହ ଆଜି ସୁରକ୍ଷା ସଂକ୍ରାନ୍ତରେ ୨ଟି ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି। ଦିଲ୍ଲୀ ବିସ୍ଫୋରଣର ତଦନ୍ତ ଅଗ୍ରଗତି, ଆତଙ୍କବାଦୀ ନେଟ୍ୱର୍କକୁ ଧ୍ବସ୍ତ କରିବା ପାଇଁ ଚାଲିଥିବା ଅଭିଯାନ […]














