ଓଡ଼ିଶା

ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି, ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ୪୨ କୋଟିର ଅତିରିକ୍ତ ବଜେଟ ବ୍ୟବସ୍ଥା

ଭୁବନେଶ୍ବର : ବଢ଼ିଲା ପଞ୍ଚାୟତ ନିର୍ବାଚନ ଚର୍ଚ୍ଚା । ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଆରମ୍ଭ । ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ଅତିରିକ୍ତ ବଜେଟରେ ୪୨ କୋଟିର ବ୍ୟବସ୍ଥା ହୋଇଛି । ଯଦିଓ ୨୦୨୭ ମସିହା ପ୍ରାରମ୍ଭରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ତଥାପି ଜିଲ୍ଲା ପରିଷଦ ନିର୍ବାଚନ ପ୍ରସ୍ତୁତି ପାଇଁ ଅତିରିକ୍ତ ବଜେଟରେ ସ୍ୱତନ୍ତ୍ର ଭାବେ ୪୨ କୋଟି ଟଙ୍କା ବରାଦ କରାଯାଇଛି । ସ୍ଥାନୀୟ ସ୍ୱାୟତ୍ତ ଶାସନ ନିର୍ବାଚନ ପାଇଁ ଦୀର୍ଘ […]

ଓଡ଼ିଶା

କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ବଲାଙ୍ଗିର : କୂଅରୁ ଉଦ୍ଧାର ହୋଇଛି ଜଣେ ଯୁବକଙ୍କ ମୃତଦେହ । ହାତରେ ବନ୍ଧା ହୋଇଛି ଦଉଡ଼ି । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ବୁରୋମାଳ ଗାଁର ଚାଷଜମିରେ ଥିବା କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ସୁରେନ୍ଦ୍ର ଭାଟି । ତାଙ୍କ ହାତରେ ଦଉଡ଼ି ଏକ ପଥର ବନ୍ଧା ହୋଇଛି । ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର । ପୋଲିସ ମୃତଦେହକୁ ଜବତ କରି ତଦନ୍ତ କରୁଛି ।

ଓଡ଼ିଶା

୪୧୪୫ ମନ୍ଦିରର ଅନୁଦାନ ରାଶି ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଆଜି ବିଧାନସଭାରେ ଶୀତ ଅଧିବେଶନର ତୃତୀୟ ଦିବସ। ଏଥିରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତର ରଖି ଆଇନ ମନ୍ତ୍ରୀ ପୃଥ୍ବୀରାଜ ପଟ୍ଟନାୟକ କହିଛନ୍ତି, ରାଜ୍ୟ ସରକାର ୪୧୪୫ ମନ୍ଦିରର ଆର୍ଥିକ ଅନୁଦାନ ବୃଦ୍ଧି କରିଛନ୍ତି। ପୂର୍ବାପେକ୍ଷା ଅଢ଼େଇ କୋଟି ଅଧିକ ଅନୁଦାନ ଯୋଗାଇ ଦେଇଛନ୍ତି ସରକାର। ପୂର୍ବରୁ ଏହା ୫ କୋଟି ଟଙ୍କା ଥିବା ବେଳେ ଏବେ ଏହାକୁ ସାଢ଼େ ୭ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଅର୍ଥାତ୍ ଅଢ଼େଇ କୋଟି […]

ଓଡ଼ିଶା

ଅତିରିକ୍ତ ବଜେଟ ରାଜ୍ୟବାସୀଙ୍କ ଆଶାକୁ ଧୂଳିସାତ କରୁଛି: ନବୀନ

ଭୁବନେଶ୍ୱର: ବିଧାନସଭାରେ ଗତକାଲି ଉପସ୍ଥାପିତ ହୋଇଥିବା ଅତିରିକ୍ତ ବଜେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନବୀନ ସୋସିଆଲ ମିଡିଆ ଏକ୍ସରେ ସରକାରଙ୍କୁ ଘେରିଛନ୍ତି। ସେ କହିଛନ୍ତି ବିଜେପି ସରକାର ବିଧାନସଭାରେ ଆଗତ କରିଥିବା ଅତିରିକ୍ତ ବଜେଟ ଓଡ଼ିଶାବାସୀଙ୍କ ଅନେକ ଆଶାକୁ ଧୂଳିସାତ କରୁଛି। ନୂତନ ବିଜେପି ସରକାରର ପ୍ରଥମ ପୂର୍ଣ୍ଣ ବର୍ଷରୁ ଆଶା କରାଯାଉଥିବା କୌଣସି ବଡ ଭିତ୍ତିଭୂମି ଯୋଜନା କିମ୍ବା ନୂତନ ଦୂରଦୃଷ୍ଟି ଏଥିରେ ଦେଖିବାକୁ ମିଳିନାହିଁ। ଏହା ଆମକୁ […]

ଓଡ଼ିଶା

ସରକାରୀ ଅର୍ଥ ଆତ୍ମସାତ: ପିଇଓ ଗିରଫ

କନ୍ଧମାଳ: ଭିଜିଲାନ୍ସ ଜାଲରେ ପିଇଓ । ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ ପିଇଓ ଗିରଫ ହୋଇଛନ୍ତି। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କୋଇରୀମାଣ୍ଡୁ ପିଇଓ ବିନାୟକ ନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗତ ଫେବୃଆରୀରେ ବିନାୟକ ରାଜ୍ୟ ଅର୍ଥ କମିଶନ ଯୋଜନା ଅନୁଦାନରୁ ୧୨ ଲକ୍ଷ ୮୭ ହଜାର ଟଙ୍କା ହଡ଼ପ କରିଥିଲେ। ଅଭିଯୋଗ ପରେ ଭିଜିଲାନ୍ସ ଏକ ମାମଲା ରୁଜୁ କରି ଯାଞ୍ଚ ଚଳାଇଥିଲା। ଆଜି ବିନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା […]

ଜାତୀୟ

ଏସିଆ ପାୱାର ଇଣ୍ଡେକ୍ସ-୨୦୨୫ରେ ବିଶ୍ୱର ତୃତୀୟ ସବୁଠୁ ଶକ୍ତିଶାଳୀ ଦେଶ ପାଲଟିଲା ଭାରତ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର ଲୋୱି ଇନିଷ୍ଟିଟ୍ୟୁଟ୍ ‘ଏସିଆ ପାୱାର ଇଣ୍ଡେକ୍ସ-୨୦୨୫’ ଜାରି କରିଛି। ଏହି ରିପୋର୍ଟରେ ଏସିୟାର ସୈନ୍ୟ, ଆର୍ଥିକ ଓ କୂଟନୈତିକ ଶକ୍ତିର ବିଶ୍ଲେଷଣ କରାଯାଇଛି। ରିପୋର୍ଟ ଅନୁସାରେ ବିଶ୍ୱର ଶକ୍ତିଶାଳୀ ଦେଶଙ୍କ ସୂଚୀରେ ଭାରତ ତୃତୀୟ ସ୍ଥାନକୁ ପହଞ୍ଚିଛି। ଏଥିରେ ଏସିଆର ୨୭ ଦେଶଙ୍କ ଶକ୍ତିକୁ ୮ ପ୍ରମୁଖ ଆଧାରରେ ଅଙ୍କା ଯାଇଛି, ଯେଉଁଥିରେ ସୈନ୍ୟ କ୍ଷମତା, ଆର୍ଥିକ ଶକ୍ତି, ପ୍ରତିରକ୍ଷା ନେଟୱାର୍କ, କୂଟନୈତିକ ପ୍ରଭାବ, ସାଂସ୍କୃତିକ ପହଞ୍ଚ, ନମନିୟତା ଓ ଭବିଷ୍ୟତର କ୍ଷମତା ଆଦି […]

ଜାତୀୟ

ଭାରତୀୟ ନୌସେନାର ନୂତନ ଶକ୍ତି: ଚୀନ୍ ବୁଡ଼ାଜାହାଜକୁ ସହଜରେ ଚିହ୍ନଟ କରିପାରିବ MH-60R ହେଲିକପ୍ଟର

ନୂଆଦିଲ୍ଲୀ: ଏଣିକି ସହଜରେ ଚିହ୍ନଟ କରାଯାଇପାରିବ ଚୀନ୍ ବୁଡ଼ାଜାହାଜ। MH-60R ହେଲିକପ୍ଟର ଦ୍ୱାରା ଭାରତୀୟ ନୌସେନାକୁ ସୁଦୃଢ଼ ​​କରାଯିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ନୌସେନାର MH-60R ହେଲିକପ୍ଟର ଫ୍ଲିଟ୍ ପାଇଁ ଏକ ପ୍ରମୁଖ ସହାୟତା ଚୁକ୍ତିକୁ ଅନୁମୋଦନ କରିଛି। ମନ୍ତ୍ରଣାଳୟ ପ୍ରାୟ ₹୭,୯୯୫ କୋଟି ମୂଲ୍ୟର ଫଲୋ-ଅନ୍ ସପୋର୍ଟ ଏବଂ ଫଲୋ-ଅନ୍ ସପ୍ଲାଇ ସପୋର୍ଟ ପାଇଁ ଆମେରିକା ସହିତ ପ୍ରସ୍ତାବ ଏବଂ ଗ୍ରହଣ ପତ୍ର (LOA) ସ୍ୱାକ୍ଷର କରିଛି। ନୌସେନାର ଫ୍ଲିଟରେ ଅନ୍ତର୍ଭୁକ୍ତ ଏହି ହେଲିକପ୍ଟରକୁ ସାମୁଦ୍ରିକ […]

ଜାତୀୟ

ଦିଲ୍ଲୀ-ବାରଣାସୀ ସ୍ଲିପର ବସରେ ଭୟଙ୍କର ନିଆଁ, ଭୟରେ ଡେଇଁଲେ ଯାତ୍ରୀ

କାନପୁର : ଉତ୍ତରପ୍ରଦେଶ କାନପୁର ରାମାଦେବୀ ଛକ ନ୍ୟାସନାଲ ହାଇଓେ୍ବରେ ଅଘଟଣ । ଦିଳ୍ଲୀରୁ ବନାରସ ଯାଉଥିବା ଏକ ଡବଲ ଡେକର ସ୍ଲିପର ବସରେ ହଠାତ୍ ନିଆଁ ଲାଗିଯାଇଛି । ବସରେ ୩୦ରୁ ୪୦ ଯାତ୍ରୀ ଶୋଇଥିଲେ । ଆଉ ବସରେ ନିଆଁ ଲାଗିବା ପରେ ଯାତ୍ରୀମାନେ ଝରକା ଦେଇ ଡେଇଁ ପଡିଥିଲେ । ବସରେ ନିଆଁ ଲାଗିବା ଯୋଗୁଁ ବସକୁ ରାସ୍ତାକଡ଼ରେ ରଖିବାକୁ ଚେଷ୍ଟା କରିଥିଲେ, କିନ୍ତୁ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା । ଖବର […]

ଅନ୍ତର୍ଜାତୀୟ

ଚୀନ୍ ସୀମା ଜଗିବ ମାନବୀୟ ରୋବୋଟ୍

ନୂଆଦିଲ୍ଲୀ: ଚୀନ୍ ଏହାର ପ୍ରଯୁକ୍ତିବିଦ୍ୟା ଦକ୍ଷତା ପ୍ରଦର୍ଶନ କରି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। UBTech Robotics ନାମକ ଏକ କମ୍ପାନୀକୁ ୨୬୪ମିଲିୟନ ୟୁଆନ ଅର୍ଥାତ୍ ପ୍ରାୟ ୩୭ନିୟୁତ ଡଲାର ମୂଲ୍ୟର ଏକ ଚୁକ୍ତିନାମା ଦିଆଯାଇଛି। ଏହି ପଦକ୍ଷେପ ଅଧୀନରେ, କମ୍ପାନୀ ଗୁଆଙ୍ଗସିର ସୀମାବର୍ତ୍ତୀ ଅଞ୍ଚଳରେ ଶିଳ୍ପ-ଗ୍ରେଡ୍ ହ୍ୟୁମାନାଏଡ୍ ରୋବୋଟ୍ ନିୟୋଜିତ କରିବ। ଏହି ନିୟୋଜିତ ଡିସେମ୍ବରରେ ଆରମ୍ଭ ହେବ । ଏପର୍ଯ୍ୟନ୍ତ ଚୀନ୍ ସରକାରୀ କାର୍ଯ୍ୟରେ ରୋବୋଟ୍‌ର ସର୍ବାଧିକ ବ୍ୟବହାର ବୋଲି ଏହାକୁ କୁହାଯାଉଛି । […]

ଜାତୀୟ

କଳି ଭିତରେ ଗୋଟିଏ ମଞ୍ଚରେ ଏକାଠି ନଜର ଆସିଲେ ସିଦ୍ଧରମୈୟା ଏବଂ ଡିକେ ଶିବକୁମାର

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଆସନ ନେଇ କଳି ତୀବ୍ର ହୋଇଛି । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ମଧ୍ୟରେ କଳି ଲାଗିରହିଛି । ଏହାରି ଭିତରେ ଗୋଟିଏ ମଞ୍ଚରେ ଏକାଠି ନଜର ଆସିଛନ୍ତି ଏହି ଦୁଇ ଚେହେରା । କର୍ଣ୍ଣାଟକରେ ଅଙ୍ଗନୱାଡି ପ୍ରତିଷ୍ଠାର ୫୦ତମ ବାର୍ଷିକୀ ପାଳନ ଅବସରରେ ଏକ ସରକାରୀ କାର୍ଯ୍ୟକ୍ରମରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଉଭୟ ନେତାଙ୍କ ଶାରୀରିକ ଭାଷାକୁ […]

LOKA SAMACHAR @2026. All Rights Reserved || Developed By CBSPL