ବନ୍ଧୁ ସାଜିଲା ବଇରୀ, ଟଙ୍କା ପାଇଁ ନେଲା ସାଙ୍ଗର ଜୀବନ
ଉଦଳା: କଥାରେ ଅଛି ରାଗରେ ମଣିଷ ତାର ହିତାହିତ ଜ୍ଞାନ ଭୁଲି କିଛି ବି କରି ବସେ । ଭୁଲିଯାଏ ସବୁ ସମ୍ପର୍କ । ନିକଟରେ ଏଭଳି ଏକ ଘଟଣା ଘଟିଛି ଯାହା ଆପଣ ବିଶ୍ୱାସ କରିବାକୁ ଅସମର୍ଥ ହେବେ । ଟଙ୍କା କେଇଟା ପାଇଁ ସାଙ୍ଗ ଭୁଲିଗଲା ବନ୍ଧୁତା । ମାଂସ ବିକ୍ରି ଟଙ୍କା ପାଇଁ ଇଟାରେ ଛେଚି ଛେଚି ସାଙ୍ଗକୁ ମାରିଲା ସାଙ୍ଗ । ପୋଲିସ ତଦନ୍ତ ପରେ ସାମ୍ନାକୁ ଆସିଛି ଅଭିଯୁକ୍ତ ସାଙ୍ଗର ଅସଲ ଚେହେରା […]














