ଓଡ଼ିଶା

ଇଣ୍ଡିଗୋ ଫ୍ଲାଇଟ ବିଳମ୍ବ ନେଇ ଭୁବନେଶ୍ୱର ବିମାନ ବନ୍ଦରରେ ଉତ୍ତେଜନା

ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରେ ଇଣ୍ଡିଗୋ ଫ୍ଲାଇଟ ବିଳମ୍ବ ନେଇ ଉତ୍ତେଜନା । ୭୦୦ରୁ ଅଧିକ ଯାତ୍ରୀଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି । ଗତକାଲି ରାତି ୯ଟାରୁ ୧୧ ଟା ଭିତରେ ଇଣ୍ଡିଗୋ ବିମାନଟି ଭୁବନେଶ୍ୱରରୁ ବାଙ୍ଗାଲୋର, ଦିଲ୍ଲୀ ଓ ମୁମ୍ବାଇ ଯାଇଥାନ୍ତା । ହେଲେ ଯାତ୍ରୀମାନଙ୍କୁ କୌଣସି ସୂଚନା ନ ଦିଆଯାଇ ଫ୍ଲାଇଟ କ୍ୟାନସଲ କରିଦିଆଯାଇଥିଲା । ଆଜି ସକାଳୁ ଯାତ୍ରୀମାନଙ୍କୁ ଆଉଥରେ ସିକ୍ୟୁରିଟି ଚେକ ଇନ୍ ସହ ବୋର୍ଡିଙ୍ଗ ପାସ୍ ଧରାଇ ଦେଲେ । […]

ଓଡ଼ିଶା

ବାଂଲାଦେଶୀ ସନ୍ଦେହରେ ୮ ଜଣଙ୍କୁ ଉଠାଇ ନେଲା ପୋଲିସ

ଭଦ୍ରକ : ଭଦ୍ରକ ଜିଲ୍ଲା ବାସୁଦେବପୁର ପୋଲିସ ପକ୍ଷରୁ ଏସପିଙ୍କ ନିର୍ଦେଶ କ୍ରମେ ବାସୁଦେବପୁରରେ ବାଙ୍ଗଲାଦେଶୀ ଯାଞ୍ଚ ପକ୍ରିୟା ଆରମ୍ଭ କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ଭଦ୍ରକ sp ମନୋଜ କୁମାର ରାଉତ, Sdpo ବିଚିତ୍ରାନନ୍ଦ ସେଠି, ବାସୁଦେବପୁର iic ଲୋପାମୁଦ୍ରା ନାୟକ ମିଳିତ ଭାବରେ ବାସୁଦେବପୁର ଅଂଚଳରେ ଥିବା ବାହାରୁ ଆସି ଏଠାରେ ରହି କାମ କରୁଥିବା ୮ ଜଣ ସନ୍ଦିଗ୍ଧଙ୍କୁ ଥାନାକୁ ଉଠାଇ ନେଇ ପଚରା ଉଚରା କରିବା ସହିତ ସେମାନଙ୍କର ଭୋଟ ଓ […]

ଓଡ଼ିଶା

ବିଦେଶାଗତ ପକ୍ଷୀଙ୍କ ରାବରେ କମ୍ପିଲାଣି ଭିତରକନିକା

ରାଜନଗର : ଭିତରକନିକାରେ ଲାଗିଲାଣି ବିଦେଶାଗତ ପକ୍ଷୀଙ୍କ ଭିଡ଼ । ଶୀତ ଆରମ୍ଭ ହେବା ପରେ ଭିତରକନିକାରେ ବିଦେଶାଗତ ପକ୍ଷୀଙ୍କ କୋଳାହଳ ଶୁଣିବାକୁ ମିଳିଲାଣି । ରଙ୍ଗବେରଙ୍ଗର ପକ୍ଷୀଙ୍କ ରାବରେ ଫାଟି ପଡୁଛି ପରିବେଶ । ଜଳକ୍ରୀଡ଼ା କରିବା ସହିତ ଖାଦ୍ୟ ସଂଗ୍ରହ କରିବାର ଅପୂର୍ବ ଦୃଶ୍ୟ ପ୍ରକୃତିର ଶୋଭାକୁ ଦ୍ୱିଗୁଣିତ କରିଛି । ଆଗନ୍ତୁକ ପକ୍ଷୀଙ୍କ ମଧ୍ୟରେ ସାଇବେରିୟ ବତକ , ଏରା, ଲାଲମୁଣ୍ଡିଆ ବତକ , ପାତି ହଂସ, ନୀଳ ମୁଣ୍ଡିଆ ସାରସ, ପେଣ୍ଟସ, ଫ୍ଲାଇକେଚର, […]

ଓଡ଼ିଶା

୫ରେ ଅଫଲାଇନ ଟିକେଟ ବିକ୍ରି, ସୁରକ୍ଷା ଦୃଷ୍ଟିରୁ ୪ତାରିଖରୁ ବାରବାଟୀରେ ହେବ ପୋଲିସ ଫୋର୍ସ ମୁତୟନ

କଟକ : କଟକ ବାରବାଟୀରେ ନାଲିମାଟି ପିଚରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ । ୯ ତାରିଖରେ ମହାମୁକାବିଲା ପାଇଁ ବାରବାଟୀ ଷ୍ଟାଡିୟମରେ ଚାଲିଛି ଶେଷ ପ୍ରସ୍ତୁତି । ହାଇଭୋଲଟେଜ ମ୍ୟାଚରେ ହେବ ଚଉକା, ଛକା ବର୍ଷା । ଅନଲାଇନ୍ ପ୍ରକ୍ରିୟା ସରିଲା, ଏବେ ଆରମ୍ଭ ହେବ ଅଫଲାଇନ୍ ମୋଡରେ ଟିକେଟ ବିକ୍ରି ହେବ । ଆସନ୍ତା ୫ ତାରିଖରେ କାଉଣ୍ଟରରେ ଅଫଲାଇନ୍ ଟିକେଟ ବିକ୍ରି ହେବାକୁ ଥିବା ବେଳେ ଆଜି ଏବଂ ଆସନ୍ତାକାଲି ଦୁଇ […]

ଓଡ଼ିଶା

ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଫାଇରିଂ ଧମକ ଦେଇ ଅଡୁଆରେ ପ୍ରଦୀପ ମାଝୀ: ଥାନାରେ ଏତଲା

ନବରଙ୍ଗପୁର: ବିଜେଡି ନେତା ପ୍ରଦୀପ ମାଝୀଙ୍କ ବିରୋଧରେ ଥାନାରେ ଏତଲା । ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନବରଙ୍ଗପୁର ଜିଲ୍ଲାପାଳଙ୍କ ସମ୍ମୁଖରେ ଫାୟରିଂ କରିବା ଧମକ ଦେବା ଘଟଣାରେ ପ୍ରଦୀପ ମାଝୀଙ୍କ ବିରୋଧରେ ଥାନାରେ ମାମଲା ଦାୟର କରିଛନ୍ତି ନବରଙ୍ଗପୁର ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଲକା । ଗତ ମାସ ୨୦ ତାରିଖରେ ପ୍ରେସର କୁକୁର ଫାଟି କୋଷାଗୁମୁଡା ବ୍ଲକ କାକଡ଼ି ସେମଳା ସ୍କୁଲ ଛାତ୍ର ଧନେଶ୍ୱର ଭତ୍ରା ଆହତ ହୋଇଥିଲା । ୨୮ ତାରିଖ ରାତିରେ […]

ଓଡ଼ିଶା

ବନକଲାଗି ନୀତି ଲାଗି ୫ ଘଣ୍ଟା ପାଇଁ ଶ୍ରୀମନ୍ଦିରରେ ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି। ୫ ଘଣ୍ଟା ପାଇଁ ଶ୍ରୀମନ୍ଦିରରେ ବନ୍ଦ ରହିବ ସାଧାରଣ ଦର୍ଶନ। ଅପରାହ୍ନ ୫ଟାରୁ ରାତି ୧୦ଟା ଯାଏଁ ବନ୍ଦ ରହିବ ଦର୍ଶନ। ବୁଧବାର ମାର୍ଗଶିର ଶୁକ୍ଳ ତ୍ରୟୋଦଶୀ ତିଥିରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ୫ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏହା […]

ଓଡ଼ିଶା

ଲଘୁ ଖଣିଜରୁ ସଂଗୃହୀତ DMF ପାଣ୍ଠିକୁ ସେହି ଜିଲ୍ଲାର ବିକାଶରେ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ ଠାରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ମାନଙ୍କ ସମ୍ବନ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଚଳିତ ବର୍ଷ ଅକ୍ଟୋବର ମାସ ଶେଷ ସୁଦ୍ଧା ରାଜ୍ୟର ୧୧ ଟି ଡ଼ି.ଏମ.ଏଫ (DMF) ଜିଲ୍ଲା ମାନଙ୍କରୁ ସମୁଦାୟ ୩୪,୦୫୨ କୋଟି ଟଙ୍କା ଆଦାୟ ହୋଇଛି ଏବଂ ପ୍ରାୟ ୫୫ ପ୍ରତିଶତ ଟଙ୍କା ଖର୍ଚ୍ଚ ହୋଇଛି । ଏହି ଖର୍ଚ୍ଚକୁ ବୃଦ୍ଧି କରି ଲୋକଙ୍କୁ ମୌଳିକ ସେବା ଯୋଗାଇ ଦେବା […]

ଜାତୀୟ

ଇମ୍ରାନ ସୁସ୍ଥ ଓ ସୁରକ୍ଷିତ ଥିବା କହିଲେ ଭଉଣୀ ଉଜମା

ନୂଆଦିଲ୍ଲୀ : ଆଜି ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜେଲରେ ଭେଟିବା ପାଇଁ ଯାଇଛନ୍ତି ଇମ୍ରାନଙ୍କ ଭଉଣୀ ଉଜମା । ଜେଲରେ ଇମ୍ରାନଙ୍କୁ ଭେଟିବା ପରେ ସେ ସୁସ୍ଥ ଥିବା ଭଉଣୀ ସୂଚନା ଦେଇଛନ୍ତି। କିଛି ଦିନ ତଳେ ଜେଲ ଭିତରେ ଇମ୍ରାନଙ୍କୁ ହତ୍ୟା କରାଯାଇଥିବା ନେଇ ଆଫଗାନିସ୍ତାନ ଗଣମାଧ୍ୟମ ଦାବି କରିବା ପରଠାରୁ ଦେଶରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲା । ଜେଲ୍‌ କର୍ତ୍ତୃପକ୍ଷ ମଧ୍ୟ ଇମ୍ରାନଙ୍କ ପରିବାରକୁ ତାଙ୍କ ସହିତ ଭେଟିବାକୁ ସୁଯୋଗ […]

ଜାତୀୟ

ଶ୍ରୀଲଙ୍କାକୁ ରିଲିଫ ପଠାଇବା ଲାଗି ପାକିସ୍ତାନ ପାଇଁ ଆକାଶମାର୍ଗ ଖୋଲିଲା ଭାରତ

ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଆକାଶମାର୍ଗ ଖୋଲିଲା ଭାରତ। ଅପରେସନ ସିନ୍ଦୂର ସମୟରେ ଭାରତ ଆକାଶମାର୍ଗକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ କରିଦେଇଥିଲା। ହେଲେ ବାତ୍ୟା ଦ୍ବାରା କ୍ଷତିଗ୍ରସ୍ତ ଶ୍ରୀଲଙ୍କାକୁ ରିଲିଫ ପଠାଇବା ଲାଗି ଆକାଶମାର୍ଗ ଅନୁମତି ପ୍ରଦାନ ପାଇଁ ପାକିସ୍ତାନ ଅନୁରୋଧ କରିଥିଲା। ମାନବତା ଦୃଷ୍ଟିରୁ ଭାରତ ପକ୍ଷରୁ ତୁରନ୍ତ ଏ ଦିଗ​‌ରେ ନିଷ୍ପତ୍ତି ନିଆଯାଇ ଅନୁମତି ଦିଆଯାଇଥିଲା। ଯାହାଫଳରେ ପାକିସ୍ତାନୀ ବିମାନ ରିଲିଫ ସାମଗ୍ରୀ ନେଇ ଶ୍ରୀଲଙ୍କାରେ ପହଞ୍ଚିଥିଲା। ସୋମବାର ଅପରାହ୍ନ ପ୍ରାୟ ୧ଟାରେ ପାକିସ୍ତାନ ପକ୍ଷରୁ ଆକାଶମାର୍ଗରେ […]

ଜାତୀୟ

ଭାରତ ଆସିବେ ପୁଟିନ୍, ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ହାଇଆଲର୍ଟ

ନୂଆଦିଲ୍ଲୀ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପୁଟିନଙ୍କ ଗସ୍ତ ପୂର୍ବରୁ ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଭାରତ ଏବଂ ରୁଷ ଉଭୟର ଏଜେନ୍ସି ଏହି ସ୍ତରକୁ ବଜାୟ ରଖିବା ପାଇଁ ଏକାଠି କାମ କରୁଛନ୍ତି । ସୂଚନାନୁଯାୟୀ, ପୁଟିନଙ୍କୁ ସୁରକ୍ଷା ଦେବା ପାଇଁ ରୁଷର ସ୍ୱତନ୍ତ୍ର ସୁରକ୍ଷା ଟିମ୍ କିଛି ଦିନ ପୂର୍ବରୁ ଆସି ଦିଲ୍ଲୀରେ ପହଞ୍ଚିଥିଲେ । ସୁରକ୍ଷା ପାଇଁ […]

LOKA SAMACHAR @2026. All Rights Reserved || Developed By CBSPL