ଓଡ଼ିଶା

ଏକ୍ସେଲ୍ କ୍ରିକେଟ ଏକାଡେମୀ ତରଫରୁ ୧୫ ବର୍ଷରୁ କମ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର  : ଓଡ଼ିଶାର ମନ୍ଦାରମାଳିନୀ ସହର, ଭୁବନେଶ୍ୱରରେ  ଯୁବପିଢ଼ିମାନଙ୍କ ମଧ୍ୟରେ କ୍ରିକେଟ ପ୍ରତିିଥିବା ସ୍ନେହ, ଶ୍ରଦ୍ଧା ଓ ଉତ୍ସାହକୁ ଆହୁରି ଦ୍ୱିଗୁଣିତ କରିବା ପାଇଁ ଏକ୍ସେଲ୍ କ୍ରିକେଟ ଏକାଡ଼େମୀ ତରଫରୁ ଏକ ପ୍ରତିଯୋଗିତା ଆରମ୍ଭ କରାଯାଇଅଛି । ଭୁବନେଶ୍ୱର ସେଣ୍ଟ ଯୋଶେଫ୍ ହାଇସ୍କୁଲ ପଡ଼ିଆରେ ଏହି ପ୍ରତିଯୋଗିତା ଦ୍ୱିତୀୟ ବର୍ଷ ପାଇଁ ଆୟୋଜିତ କରାଯାଇଅଛି । ଖେଳର ବିକାଶ ସହ ଯୁବ କ୍ରିକେଟରମାନଙ୍କୁ ଉପଯୁକ୍ତ ପ୍ଲାଟଫର୍ମ ଯୋଗାଇ ଦେବାପାଇଁ ଏହାର ଆଭିମୁଖ୍ୟ ରଖାଯାଇଛି । ଏକ୍ସେଲ୍ କ୍ରିକେଟ […]

ଜାତୀୟ

ଟ୍ରମ୍ପଙ୍କ ମୁଖା ଖୋଲୁଛି ଏପଷ୍ଟେଇନ୍ ଫାଇଲ୍ସ, ମୁଖ୍ୟ ଅଭିଯୁକ୍ତ ସହ ବିମାନ ଯାତ୍ରା କରୁଥିଲେ ଡୋନାଲ୍ଡ ଟ୍ରମ୍ପ୍

ନୂଆଦିଲ୍ଲୀ, ୨୪/୧୨: ଏପଷ୍ଟେଇନ୍ ଫାଇଲକୁ ନେଇ ଆମେରିକାରେ ଝଡ । ୟୁଏସ ରାଜନୀତିର ଅନେକ ଗୁମର ଖୋଲିଛି ବହୁ ଚର୍ଚ୍ଚିତ ଏପଷ୍ଟେଇନ୍ ଫାଇଲ୍ । ଧିରେ ଧିରେ ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ଅନେକ କଥା ସାମ୍ନାକୁ ଆସିଲାଣି । ନବେଦଶକରେ ଶିଶୁ ବିରୋଧୀ ହିଂସାରେ ସାମିଲ ଥିବା ମୁଖ୍ୟ ଅଭିଯୁକ୍ତ ସହ ଟ୍ରମ୍ପ୍ ଗୋଟିଏ ବିମାନରେ ଯାତ୍ରା କରୁଥିଲେ ବୋଲି ଫାଇଲରେ ଉଲ୍ଲେଖ ରହିଛି । ସାମ୍ନାକୁ ଆସିଥିବା ତଥ୍ୟରେ ଜଣା ପଡିଛି ଯେ, ୧୯୯୦ରେ ଡୋନାଲ୍ଡ […]

ଅନ୍ତର୍ଜାତୀୟ

ୟୁନୁସଙ୍କୁ ଆମେରିକାର ଝଟକା, ଆବାମୀ ଲିଗ୍ ଉପରୁ ବ୍ୟାନ ହଟାଇବାକୁ ନିର୍ଦ୍ଦେଶ

ଢାକା ୨୪।୧୨: ବାଂଲାଦେଶରେ ଫେବୃଆରୀରେ ହେବାକୁ ଯାଉଥିବା ସାଧାରଣ ନିର୍ବାଚନ ପୂର୍ବରୁ ଶେଖ ହସିନାଙ୍କ ଦେଶକୁ ଫେରିବା ରାସ୍ତା ଖୋଲୁଥିବାର ଦେଖାଯାଉଛି। ଏଥି ପାଇଁ ମହମଦ ୟୁନୁସଙ୍କ ଏକଛତ୍ରବାଦୀ ଅନ୍ତରୀଣ ସରକାରଙ୍କ ଉପରେ ଅନ୍ତର୍ଜାତୀୟ ଚାପ ବଢିବାରେ ଲାଗିଛି। ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଭାବଶାଳୀ ସାଂସଦଙ୍କ ଏକ ସମୂହ ସ୍ପଷ୍ଟ ଶବ୍ଦରେ ଚେତାବନୀ ଦେଇ କହିଛନ୍ତି ଯେ ୟୁନୁସଙ୍କୁ ଶେଖ ହସିନାଙ୍କ ପାର୍ଟି ଆବାମୀ ଲିଗ୍ ଉପରୁ ବ୍ୟାନ ହଟାଇବା ଆବଶ୍ୟକ। ସାଂସଦମାନେ କହିଛନ୍ତି କୌଣସି ବଡ଼ ରାଜନୈତିକ ପାର୍ଟିକୁ […]

ଜାତୀୟ

ବାଂଲାଦେଶରେ କେମିତି ରହୁଛନ୍ତି ହିନ୍ଦୁ; ଘରୁ ବାହାରିବା ଏବଂ ନାମ କହିବାକୁ ଡରୁଛନ୍ତି

ନୂଆଦିଲ୍ଲୀ : ବାଂଲାଦେଶରେ ହିନ୍ଦୁ ଯୁବକ ଦୀପୁ ଦାସଙ୍କ ନିର୍ମମ ଗଣହତ୍ୟା ଚାଞ୍ଚଲ୍ୟ ଖେଳାଇଛି । ଏହାସହିତ ଗତ ୭-୮ ମାସ ଧରି ହିନ୍ଦୁମାନଙ୍କ ଉପରେ ଆକ୍ରମଣ ବାଂଲାଦେଶୀ ହିନ୍ଦୁମାନଙ୍କୁ ଅତ୍ୟନ୍ତ ଭୟରେ ଜୀବନଯାପନ କରିବାକୁ ବାଧ୍ୟ କରିଛି। ସେମାନେ ମୃତ୍ୟୁର ନିରନ୍ତର ଭୟରେ ବଞ୍ଚୁଛନ୍ତି। ଜଣେ ହିନ୍ଦୁ ଯୁବକ ନିଜର ନାମ କିମ୍ବା ପରିଚୟ ପ୍ରକାଶ କରିବାକୁ ମନା କରି ଭୟ ପ୍ରକାଶ କରିଥିଲେ। ସେ କହିଥିଲେ ଯେ ଯଦି ତାଙ୍କ ସ୍ୱରକୁ ଚିହ୍ନିତ କରାଯାଏ, […]

ଜାତୀୟ

ବିକ୍ରି ହେଲା ପାକିସ୍ତାନର ଏୟାରଲାଇନ୍ସ

ଇସଲାମାବାଦ: ବାରମ୍ବାର ବଦନାମ ହେଉଛି ପାକିସ୍ତାନ । ସବୁବେଳେ ଆତଙ୍କୀ କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ପୁଣି ଥରେ ଏବେ ନିଜ କାଙ୍ଗାଳପଣକୁ ନେଇ ଚର୍ଚ୍ଚାରେ ରହିଛି । କୁହାଯାଉଛି ବିଦେଶକୁ ଭିକାରୀ ପଠେଇ ପଠେଇ ନିଜେ ଭିକାରୀ ହେଇଗଲା ଦେଶ । କାରଣ ପାକିସ୍ତାନର ଆର୍ଥିକ ସ୍ଥିତି ଏତେ ସଙ୍କଟରେ ପଡିଛି ଯେ ସିଏ ପିଆଇଏକୁ ବିକିବାକୁ ବାଧ୍ଯ ହୋଇଛି । କାଙ୍ଗାଳ ପାକିସ୍ତାନର ହାଲ୍ ବେହାଲ୍ ହୋଇଛି । ବିକ୍ରି ହେଲା ପାକିସ୍ତାନର […]

ଜାତୀୟ

ଗାଁର ଜନସଂଖ୍ୟା ୧,୩୯୪, ତିନି ମାସରେ ଜନ୍ମ ନେଲେ ୨୭,୩୯୭ ପିଲା, ଯାଞ୍ଚ ଲାଗି ଗଠନ ହେଲା SIT

ମୁମ୍ବାଇ ୨୪।୧୨: ମହାରାଷ୍ଟ୍ର ୟବତମାଲ ଜିଲ୍ଲା ସେନ୍ଦୁରସାନୀ ଗାଁ ମିଛ ଜନ୍ମ ପଞ୍ଜିକରଣ ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଯାଞ୍ଚ ଦଳ (ଏସଆଇଟି) ଗଠନ କରିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ସେନ୍ଦୁରସାନୀ ଗାଁର ମୋଟ ଜନସଂଖ୍ୟା ୧,୩୯୪ ହେଲେ ସେପ୍ଟେମ୍ବର-ନଭେମ୍ବର ୨୦୨୫ ମାତ୍ର ୩ ମାସ ମଧ୍ୟରେ ୨୭,୩୯୭ଟି ମିଛ ଜନ୍ମ ପ୍ରମାଣପତ୍ର ପ୍ରସ୍ତୁତ କରାଯାଇଛି। ଏହି ଗୁରୁତର ଅନିୟମିତତା ମାମଲାର ଯାଞ୍ଚ ଦାୟିତ୍ୱ ମହାରାଷ୍ଟ୍ରର ଫଡନବୀସ ସରକାର ଏସଆଇଟିକୁ ପ୍ରଦାନ କରିଛନ୍ତି। ଏହି […]

ଜାତୀୟ

ଭାରତ ମାଟିରୁ ମହାକାଶକୁ ସବୁଠୁ ଓଜନିଆ ସାଟେଲାଇଟ୍ : ବ୍ଲୁବାର୍ଡ ବ୍ଲକ-୨

ନୂଆଦିଲ୍ଲୀ: ଭାରତ ପାଇଁ ଏକ ଐତିହାସିକ ଦିନ । ଯୋଗାଯୋଗ କ୍ଷେତ୍ରରେ ଯୋଡ଼ି ହେଲା ଏକ ନୂଆ ଫର୍ଦ୍ଦ। ଟେଲି କମ୍ୟୁନିକେସନ କ୍ଷେତ୍ରରେ ଇସ୍ରୋ ରଚିଲା ଇତିହାସ । ଭାରତ ମାଟିରୁ ମହାକାଶକୁ ସବୁଠୁ ଓଜନିଆ ସାଟେଲାଇଟ୍ ଯିବା ପରେ ଉଇଁଛି ଆଶା । ମୋବାଇଲ ନେଟୱର୍କ ନେଇ ବିଭିନ୍ନ ସମୟରେ ସମସ୍ୟା ଦେଖା ଦେଉଥିବା ବେଳେ ଏବେ ସେ ଟେନ୍‌ସନ୍‌ ଗଲା । ଆଉ ମୋବାଇଲ୍ ନେଟଓ୍ଵର୍କ ପାଇଁ ଲୋକେ ପାହାଡ ଚଢିବେନି କି ଗଛ […]

ଜାତୀୟ

ଠାକରେ ଭ୍ରାତାଙ୍କୁ ଏକାଠି କଲା BMC ନିର୍ବାଚନ, ମେଣ୍ଟ ଘୋଷଣା କଲେ ଶିବସେନା(ୟୁବିଟି) ଓ ଏମଏନଏସ୍

ଶିବତୀର୍ଥ ୨୪।୧୨: ମହାରାଷ୍ଟ୍ରରେ ବାଲାସାହେବ ଠାକରେଙ୍କ ଶିବସେନା ପୁଣି ଥରେ ମଜଭୁତ ହେବାକୁ ଯାଉଛି। ବାଲ ଠାକରେଙ୍କ ଉତ୍ତରାଧିକାରୀ ତାଙ୍କ ପୁଅ ଉଦ୍ଧବ ଠାକରେ ଓ ପୁତୁରା ରାଜ ଠାକରେ ପାଖାପାଖି ୨୦ ବର୍ଷ ପରେ ପୁଣି ଏକାଠି ହୋଇଛନ୍ତି। ୨୦୨୬ ବୃହନ୍ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (ବିଏମସି) ନିର୍ବାଚନ ପୂର୍ବରୁ ଶିବସେନା (ୟୁବିଟି) ଓ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମେଣ୍ଟ ଘୋଷଣା କରିଛନ୍ତି। ଉଭୟ ଦଳର ନେତା ଓ କାର୍ଯ୍ୟକର୍ତ୍ତା ଦୀର୍ଘ ସମୟରୁ ଏହି ଘୋଷଣାକୁ ଅପେକ୍ଷା […]

ଓଡ଼ିଶା

ବିଜେଡିକୁ ଆଇନମନ୍ତ୍ରୀଙ୍କ ଟାର୍ଗେଟ : ମହାନଦୀ ବିବାଦରେ ପୂର୍ବ ସରକାର କରିପାରିଲେନି, ଆମେ ଚେଷ୍ଟା କରୁଛି

ଭୁବନେଶ୍ୱର ୨୪।୧୨ : ମହାନଦୀ ବିବାଦ ନେଇ ବିଜେଡିକୁ ଟାର୍ଗେଟ କଲେ ଆଇନମନ୍ତ୍ରୀ । ପୂର୍ବ ସରକାରଙ୍କ ଉପରେ ବର୍ଷିଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ, ମହାନଦୀ ପ୍ରସଙ୍ଗରେ ଆପୋଷ ସମାଧାନ ପାଇଁ ସରକାର ଚେଷ୍ଟା କରୁଛନ୍ତି । ଯାହା ପୂର୍ବ ସରକାର ସମୟରେ ହୋଇପାରିନଥିଲା। ୨୧ ଜଣ ସାକ୍ଷୀଙ୍କ ମଧ୍ୟରୁ ଗତ ୭ ବର୍ଷ ମଧ୍ୟରେ ମାତ୍ର ଜଣଙ୍କର ସାକ୍ଷ୍ୟ ଗ୍ରହଣ ହୋଇଥିଲା। ଟ୍ରିବ୍ୟୁନାଲ ସହ ପୂର୍ବ ସରକାରଙ୍କର ଆଦୌ ସହଭାଗୀତା […]

ଓଡ଼ିଶା

କଟକରେ ହେବନି ବାମସେଫ୍‌ର ଅଧିବେଶନ, କାହିଁକି ମନା କଲେ ହାଇକୋର୍ଟ

କଟକ୨୪/୧୨: ବାଲିଯାତ୍ରା ପଡିଆରେ ହେବାକୁ ଥିବା ବାମସେଫ ସଂଗଠନର ରାଷ୍ଟ୍ରୀୟ ଅଧିବେଶନ ଆୟୋଜନକୁ ଅଦାଲତି ଝଟ୍‌କା । କଟକ ଜିଲ୍ଲାପାଳ ଓ ଡିସିପିଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇବାକୁ ମନା କଲେ ହାଇକୋର୍ଟ ।ଏଭଳି ସମାବେଶ ଦ୍ବାରା ସାମାଜିକ ସଦ୍‌ଭାବ କ୍ଷୁର୍ଣ୍ଣ ହେବାର ଆଶଙ୍କା ଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତି ରଖିଥିଲେ ଆଡଭୋକେଡ ଜେନେରାଲ । ଯାହାକୁ ହାଇକୋର୍ଟ ଗ୍ରହଣ କରିବା ସହ ଅନ୍ତରୀଣ ରହିତାଦେଶ ଦେବାକୁ ମନା କରିଦେଇଛନ୍ତି । ଆସନ୍ତା ୨୬ […]

LOKA SAMACHAR @2026. All Rights Reserved || Developed By CBSPL