ଜାତୀୟ

ବାଂଲାଦେଶରେ ଫସିଥିବା ହିନ୍ଦୁଙ୍କ ଜୀବନ ରକ୍ଷା କରିବାକୁ ଭାରତକୁ ନିବେଦନ

ନୂଆଦିଲ୍ଲୀ: ତାରିକ ରହମାନଙ୍କ ଫେରିବା ପରେ ବଢିଲା ବାଂଲାଦେଶୀ ହିନ୍ଦୁଙ୍କ ଭୟ ।ବାଂଲାଦେଶରେ ହିନ୍ଦୁଙ୍କ ଅବସ୍ଥା ଏପରି ହୋଇଯାଇଛି ମୁହଁ ଖୋଲିଲେ ମିଳୁଛି ମୃତ୍ୟୁ ଦଣ୍ଡ ।ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସ ଏବଂ ଅମୃତ ମଣ୍ଡଳଙ୍କୁ ନିର୍ମମ ଭାବେ ହତ୍ୟା ପରେ ଅଶାନ୍ତ ହୋଇଯାଇଛି ବାଂଲାଦେଶ । ଫଳରେ ସେଠାରେ ନିଜ ଜୀବନ ମରଣ ସହ ଲଢୁଛନ୍ତି ବାଂଲାଦେଶରେ ରହୁଥିବା ହିନ୍ଦୁ । ଏହି ଭୟ ଏବେ ଆହୁରି ବଢିଛି ଯେବେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି […]

ଜାତୀୟ

ଭାରତକୁ ଡ଼ରି ସୀମାରେ ଆଣ୍ଟି –ଡ୍ରୋନ୍ ସିଷ୍ଟମ ଲଗାଇଲା ପାକିସ୍ତାନ

ନୂଆଦିଲ୍ଲୀ: ଭାରତର ଅପରେସନ ସିନ୍ଦୂରକୁ ଭୁଲି ପାରୁନି ପାକିସ୍ତାନ  । ନିଜ ଜୀବନ ବଞ୍ଚାଇବାକୁ କରିଲା ନୂଆ ପ୍ଲାନ । ଭାରତର ଘନ ଘନ ଆକ୍ରମଣକୁ ଦେଖି ଛାନିଆ । ଅପରେସନ ସିନ୍ଦୂର’ରେ ଭାରତ ନିଜର ଦମ ଦେଖାଇଥିଲା । ସଫା ହୋଇଥିଲା ଆତଙ୍କୀ ଅଡ୍ଡା । ପାକିସ୍ତାନକୁ ସାବାଡ୍‌ କରି ଦେଇଥିଲା। ସେହି ଆକ୍ରମଣର ଭୟ ପାକିସ୍ତାନର ମନରୁ ଏବେବି ଯାଏଁ ଲିଭିନି। ଭାରତକୁ ଭୟ କରି ନିଜ ସୁରକ୍ଷା କେମିତି କରିପାରିବ ସେ ବିଷୟରେ […]

ଓଡ଼ିଶା

ବାଲେଶ୍ଵର: ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଏକ ହୋଟେଲ ରୁମରୁ ଯୁବକଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଜବତ ହୋଇଛି। ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ମୃତ ଯୁବକ ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଦାନ୍ତିଆମୁଁହା ଅଞ୍ଚଳର ଆକାଶ ମହାନ୍ତ। ଆକାଶ ହୋଟେଲର ତୃତୀୟ ମହଲା ରୁମ୍ ନମ୍ବର ୫୦୨ରେ ରହୁଥିଲେ। ଦୁଇ ଦିନ ବିତିଯାଇଥିଳେ ବି ରୁମ ନ ଖୋଲିବାରୁ ହୋଟେଲ କର୍ମଚାରୀଙ୍କର ସନ୍ଦେହ ହୋଇଥିଲା। ପରେ ଯାଞ୍ଚ […]

ଓଡ଼ିଶା

୫୨ତମ ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ; ଆଜିର ଛାତ୍ରଛାତ୍ରୀ ବୈଜ୍ଞାନିକ ହୋଇ ଦେଶକୁ ଆତ୍ମନିର୍ଭର କରିବେ

କେନ୍ଦୁଝର: କେନ୍ଦୁଝରରେ ୫୨ତମ ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି। ଏହାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଗୋଟିଏ ସଭ୍ୟତାର ବିକାଶ ପଛରେ ସବୁଠାରୁ ବଡ ଭୂମିକା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ରହିଛି। କଳା ଓ ସଂସ୍କୃତି ସାମାଜିକ ପରମ୍ପରାରେ ମହକ ସୃଷ୍ଟି କରିଥାଏ। କିନ୍ତୁ, ସାମାଜିକ ଓ ଆର୍ଥିକ ବିକାଶ ପାଇଁ ମୂଳଭିତ୍ତି ହେଉଛି ବିଜ୍ଞାନ। କେଉଁ ପ୍ରାଚୀନ କାଳରୁ ଆମ ଦେଶର […]

ଓଡ଼ିଶା

୧୦ ଦଫା ଦାବିରେ ଡାକ୍ତରଙ୍କ ୧ ଘଣ୍ଟିଆ ଓପିଡି ବନ୍ଦ ଆନ୍ଦୋଳନ, ରୋଗୀ ସେବା ବ୍ୟାହତ

କଟକ : ଘଣ୍ଟାଏ ଓପିଡି ବନ୍ଦ । ରୋଗୀ ସେବା ବ୍ୟାହତ । ୧୦ ଦଫା ଦାବିରେ ଡାକ୍ତରଙ୍କ ଆନ୍ଦୋଳନ । ସାରା ଓଡ଼ିଶାରେ ଆନ୍ଦୋଳନ କରୁଛନ୍ତି ଡାକ୍ତର । ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଓପିଡ଼ି ବନ୍ଦ ରଖୁଛନ୍ତି । ଆଜି କଟକ ସିଟି ହସ୍ପିଟାଲର ଡାକ୍ତରମାନେ ଆନ୍ଦୋଳନରେ ସାମିଲ ହୋଇଥିଲେ । ୧ ଘଣ୍ଟା ଓପିଡି ବନ୍ଦ ରହିବା ଫଳରେ ରୋଗୀ ସେବା ବାଧପ୍ରାପ୍ତ ହୋଇଥିଲା ।  ଏହି ସମୟରେ କୌଣସି ରୋଗୀଙ୍କୁ ଚିକିତ୍ସା କରିନଥିଲେ […]

ଓଡ଼ିଶା

ମିଠେଇ ଖାଇବାକୁ ଦେଇ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଶିକ୍ଷକ ଗିରଫ

ବାଙ୍ଗିରିପୋଷି: ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଶିକ୍ଷକ ଗିରଫ ।  ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଞ୍ଚଳର ଜଣେ ୧୧ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ।  ଘର ପାଖ ଦୋକାନକୁ ଯାଇଥିବା ବେଳେ ଜଣେ ଶିକ୍ଷକ ମିଠେଇ ଖାଇବାକୁ ଦେଇ ଦୁଷ୍କର୍ମ ଉଦ୍ୟମ କରିଥିବା ପୀଡ଼ିତାଙ୍କ ମା’ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ଶିକ୍ଷକ ମନୋରଞ୍ଜନ ମାଝୀଙ୍କୁ ଗିରଫ କରିଛି ।  ଡାକ୍ତରୀ […]

ଓଡ଼ିଶା

ରତ୍ନ ଅଳଙ୍କାର ଗଣତିମଣତି ନେଇ ଉଚ୍ଚସ୍ତରୀୟ ବୈଠକ, ମାର୍ଗଦର୍ଶିକା ଅନୁସାରେ କରାଯିବ ସମସ୍ତ କାର୍ଯ୍ୟ

ପୁରୀ  : ରତ୍ନ ଅଳଙ୍କାର ଗଣତିମଣତି ନେଇ ଉଚ୍ଚସ୍ତରୀୟ ବୈଠକ ।  ରତ୍ନଭଣ୍ଡାରରେ ଥିବା ସୁବର୍ଣ୍ଣ ଅଳଙ୍କାରର କରାଯିବ ମେଳକ ଓ ତା ସହ ହେବ ଗଣତମଣତି ।  ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ବୈଠକ ।  ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ କରାଯାଇଛି ଆଲୋଚନା ।  ତେବେ ଆଗକୁ ଇଂରାଜୀ ନବବର୍ଷ ଥିବାରୁ ଶ୍ରୀମନ୍ଦିରକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ ।  ତେଣୁ ଉକ୍ତ ସମୟରେ ରତ୍ନଭଣ୍ଡାର ଖୋଲିବା ସମ୍ଭବ ହୋଇନପାରେ । […]

ଓଡ଼ିଶା

ABVPର ୫୦ ତମ ସମାବେଶରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରାଉରକେଲା : ରାଉରକେଲାରେ ଆୟୋଜିତ ୫୦ ତମ ABVP ର ରାଜ୍ୟ ସମାବେଶରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ହଜାର ହଜାର ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କଲେ କେନ୍ଦ୍ରମନ୍ତ୍ରୀ ।  ରାଉରକେଲା ସେକ୍ଟର ୬ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଏହି ୫୦ ତମ ସମାବେଶ ଆୟୋଜିତ ହୋଇଯାଇଛି ।  ଦେଶରେ ଯୁବ ଏବଂ ଛାତ୍ରଛାତ୍ରୀଙ୍କ ଯୋଗଦାନ ଏବଂ ଦେଶ ସହ ଉତ୍କୃଷ୍ଟ ଭାରତ ଗଠନରେ ଦେଶର ଯୁବ ପିଢ଼ିର ଦାୟିତ୍ବକୁ ସ୍ୱାଗତ କରିଥିଲେ ।  ବର୍ତ୍ତମାନ ଯୁବ […]

ଓଡ଼ିଶା

ଶାଶୁକୁ ଟାଙ୍ଗିଆରେ ହାଣି ହତ୍ୟା କଲା ଜ୍ୱାଇଁ

ବାଲିଗୁଡା : ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶାଶୁ ମୃତ ।  ପାରିବାରିକ କଳହକୁ ନେଇ ଶାଶୁର ମୁଣ୍ଡରେ ଟାଙ୍ଗିଆରେ ଆକ୍ରମଣ କରିଥିଲା ଜ୍ୱାଇଁ ।  କ.ନୂଆଗାଁ ଥାନା ସିର୍ତିଗୁଡା ପଞ୍ଚାୟତର କୁଡୁପାକିଆ ଗାଁରେ ଘଟିଛି ଅଭାବନୀୟ ଘଟଣା ।  ଗୁରୁତର ଅବସ୍ଥାରେ ପରିବାର ଲୋକ ବାଲିଗୁଡା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ ।  ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ପରେ ସେଠାରେ ଶାଶୁ ପେଟି ମଳିକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ କୁଡୁପାକିଆ […]

ଓଡ଼ିଶା

ଅନଲାଇନ୍ ଓ ଅଫଲାଇନରେ ପୈଠ କରିହେବ ଇ-ଚାଲାଣ, ଲୋକଙ୍କ ସୁବିଧା ପାଇଁ ନଗଦ ଅର୍ଥ ଗ୍ରହଣ କରିବାକୁ RTOଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର : ଏଣିକି ଅନଲାଇନ୍ ସହ ଅଫଲାଇନରେ ପୈଠ କରିହେବ ଇ- ଚାଲାଣ । ଜନସାଧାରଣଙ୍କ ସୁବିଧା ପାଇଁ ନଗଦ ଅର୍ଥ ଗ୍ରହଣ କରିବାକୁ RTOଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସ୍ଵତନ୍ତ୍ର ଭାବେ ଅଧିକାରୀଙ୍କୁ ଦିଆଯିବ ଦାୟିତ୍ଵ। ମୋବାଇଲ ନମ୍ବର ଅପଡେଟ ରଖି ନ ଥିବାରୁ ବେଳେ ବେଳେ ଗାଡି ମାଲିକଙ୍କୁ OTP ଠିକ ଭାବେ ଯାଇ ନଥାଏ। ଆଉ କେଉଁଠି ଦୁର୍ବଳ ଇଣ୍ଟରନେଟ ପାଇଁ ମଧ୍ୟ ଗାଡ଼ି ମାଲିକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି […]

LOKA SAMACHAR @2026. All Rights Reserved || Developed By CBSPL