ଓଡ଼ିଶା

୩୦ରେ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ଼

କୋଣାର୍କ: ପୁରୀ ଜିଲ୍ଲାର ସୂର୍ଯ୍ୟ ମନ୍ଦିରକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଡିସେମ୍ବର ୩୦ ତାରିଖ ଅର୍ଥାତ୍ ଆସନ୍ତାକାଲି କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ କରାଯାଇଥିବା ସୂଚନା ରହିଛି । ବିଶ୍ବକୁ ରୋଗମୁକ୍ତ ଓ ବିଶ୍ବର କଲ୍ୟାଣ ପାଇଁ ଚଳିତବର୍ଷ ମଧ୍ୟ କୋଣାର୍କ ସୁରକ୍ଷା ସମିତି ଓ ବିଶ୍ବ ହିନ୍ଦୁ ପରିଷଦର ମିଳିତ ଆନୁକୁଲ୍ୟରେ ତ୍ରିଦିବସୀୟ ବିଶ୍ବ କଲ୍ୟାଣ ସୌର ମହାଯଜ୍ଞ ପାଇଁ ଘଟ ସ୍ଥାପନ ଓ କଳସ ଶୋଭାଯାତ୍ରା […]

ଓଡ଼ିଶା

ବାଂଲାଦେଶୀ ସନ୍ଦେହରେ ଭୁବନେଶ୍ୱର ବିମାନବନ୍ଦରରେ ୨ ଅଟକ

ଭୁବନେଶ୍ୱର:  ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବାଂଲାଦେଶୀ ନାଗରିକ ସନ୍ଦେହରେ ଦୁଇଜଣ ଯୁବକଙ୍କୁ ଅଟକ ରଖାଯାଇଛି। ସୂଚନା ଅନୁଯାୟୀ, ଏହି ବ୍ୟକ୍ତିମାନେ ଏକ କ୍ୟାବ୍ ଭଡ଼ାରେ ନେଇଥିଲେ କିନ୍ତୁ ସେମାନଙ୍କ ପରିଚୟ ଏବଂ ଗନ୍ତବ୍ୟସ୍ଥଳ ବିଷୟରେ ସଠିକ୍ ବିବରଣୀ ପ୍ରଦାନ କରିପାରିନଥିଲେ। ଯାହାକୁ ନେଇ ସନ୍ଦେହ ସୃଷ୍ଟି ହେବାରୁ ଡ୍ରାଇଭର ଜଣକ ତୁରନ୍ତ ସ୍ଥାନୀୟ ବାସିନ୍ଦାଙ୍କୁ ଜଣାଇଥିଲେ। ପରେ ସେମାନେ ଏହି ଦୁଇ ଜଣଙ୍କୁ ପଚରାଉଚରା କରିବା ବେଳେ ଜଣାପଡ଼ିଥିଲା ଯେ ସେମାନଙ୍କ ପାଖରେ ଭାରତୀୟ ନାଗରିକତା […]

ଜାତୀୟ

ହାଦିଙ୍କ ହତ୍ୟାରେ ସମ୍ପୃକ୍ତ ୨ ଅଭିଯୁକ୍ତ ଭାରତ ଫେରାର’: ବାଂଲାଦେଶ ପୋଲିସ

ଢାକା : ବାଂଲାଦେଶ ଢାକାରେ ଛାତ୍ରନେତା ଶରିଫ ଉସ୍ମାନ ହାଦିଙ୍କ ହତ୍ୟାରେ ସାମିଲ ଥିବା ଦୁଇ ମୁଖ୍ୟ ଅଭିଯୁକ୍ତ ଭାରତ ଖସି ଆସିଥିବା ଢାକା ମେଟ୍ରୋପଲିଟନ ପୋଲିସ ଦାବି କରିଛି । ପୋଲିସ କହିଛି କି, ଅଭିଯୁକ୍ତକୁ ସାହାଯ୍ୟ କରିଥିବା ଦୁଇ ଜଣଙ୍କୁ ଭାରତୀୟ ଅଧିକାରୀ ଗିରଫ କରିନେଇଛନ୍ତି । ବାଂଲାଦେଶ ସରକାର ଭାରତରୁ ଅଭିଯୁକ୍ତଙ୍କୁ ଗିରଫ ଏବଂ ପ୍ରତ୍ୟାର୍ପଣ ପାଇଁ କଥାବାର୍ତ୍ତା କରୁଛନ୍ତି । ଖବର ମୁତାବକ, ଡିଏମପି ମିଡିଆ ସେଣ୍ଟରରେ ଏକ ପ୍ରେସ ବ୍ରିଫିଂକୁ ସମ୍ବୋଧିକ […]

ଜାତୀୟ

‘ପାର୍ବତୀ ଗିରି’ଙ୍କୁ ପ୍ରେରଣାର ଉତ୍ସ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ କି ବାତ୍ କାର୍ଯ୍ୟକ୍ରମ। ଆଜି ଚଳିତବର୍ଷର ଶେଷ ମନ କି ବାତ୍ କାର୍ଯ୍ୟକ୍ରମରେ ‘ପାର୍ବତୀ ଗିରି’ଙ୍କ କଥା କହିଛନ୍ତି ମୋଦୀ। ପାର୍ବତୀ ଗିରିଙ୍କୁ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। ସ୍ୱାଧୀନତା ସଂଗ୍ରାମରେ ପାର୍ବତୀ ଗିରିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ମହାନ୍ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ ହେଉଛନ୍ତି ପାର୍ବତୀ ଗିରି’। ୧୬ ବର୍ଷରେ ପାର୍ବତୀ ଗିରି ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ। ଦେଶ ପାଇଁ ପାର୍ବତୀ ଗିରି ହେଉଛନ୍ତି ପ୍ରେରଣାର ଉତ୍ସ। […]

ଜାତୀୟ

ଟାରିଫ ଲାଗୁ କରି ନିଜ ଦେଶ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି ଟ୍ରମ୍ପ; ଆମେରିକାର ୭୧୭ କମ୍ପାନୀ ଦେବାଳିଆ

ଆମେରିକା: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ବିଭିନ୍ନ ରାଷ୍ଟ୍ର ଉପରେ ଟାରିଫ ଲାଗୁ କରି ନିଜ ଦେଶ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି। ଟାରିଫ ଲାଗୁ କରି ସେ ଠିକ୍ କରିଛନ୍ତି ବୋଲି ଦାବି କରିଆସୁଛନ୍ତି। ଏହାଦ୍ବାରା ଆମେରିକାକୁ ବହୁ ମାତ୍ରାରେ ରାଜସ୍ବ ମିଳୁଛି ବୋଲି ଟ୍ରମ୍ପ କହୁଛନ୍ତି। କିନ୍ତୁ ପରିସ୍ଥିତି ସମ୍ପୂର୍ଣ୍ଣ ଓଲଟା ହୋଇଗଲାଣି। ରିପୋର୍ଟ ଅନୁସାରେ, ଆମେରିକାର କମ୍ପାନୀଗୁଡ଼ିକ ଏବେ ଦେବାଳିଆ ସ୍ଥିତିକୁ ଚାଲିଆସିଲେଣି। ୨୦୨୫ରେ ଦେଶର ୭୧୭ କମ୍ପାନୀ […]

ଜାତୀୟ

ଲାଇନଚ୍ୟୁତ ହୋଇ ନଦୀକୁ ଖସିଲା ମାଲଗାଡ଼ି ଟ୍ରେନର ଅନେକ ବଗି

ନୂଆଦିଲ୍ଲୀ: ବିହାରର ଜମୁଇ ଜିଲ୍ଲାରେ ବଡ଼ଧରଣର ଟ୍ରେନ ଦୁର୍ଘଟଣା ଘଟିଛି । ଟେଲୱା ବଜାର ରେଲଓ୍ବେ ହଲ୍ଟ ନିକଟରେ ଆସନସୋଲରୁ ସିମେଣ୍ଟ ନେଇ ଆସୁଥିବା ଏକ ମାଲଗାଡ଼ି ଓଲଟିପଡିଛି । ଦୁର୍ଘଟଣାରେ ଅନେକ ବଗି ଲାଇନଚ୍ୟୁତ ହୋଇଥିବାବେଳେ କିଛି ନଦୀ ତଳକୁ ଖସିଯାଇଛି । ମାଲଗାଡ଼ି ଲାଇନଚ୍ୟୁତ ହେବାରୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ଜଣାପଡିନାହିଁ । ଖବର ପାଇବା ପରେ ରେଲୱେର ବରିଷ୍ଠ ଅଧିକାରୀ, ଇଂଜିନିୟରିଂ ବିଭାଗ ଏବଂ […]

ଜାତୀୟ

ସବମରିନ ବାଘସୀରରେ ଯାତ୍ରା କରି ନୂଆ ଇତିହାସ ରଚିଲେ ମହାମହିମ

ନୂଆଦିଲ୍ଲୀ: ରାଷ୍ଟ୍ରପତି ତଥା ତିନି ସେନାର ସର୍ବୋଚ୍ଚ କମାଣ୍ଡର ଦ୍ରୌପଦୀ ମୁର୍ମୁ କର୍ଣ୍ଣାଟକର କରୱାର ନୌସେନା ବେସ୍ ଠାରେ ସବମରିନ ବାଘସୀରରେ ଯାତ୍ରା କରି ନୂଆ ଇତିହାସ ରଚିଛନ୍ତି । ଭାରତୀୟ ନୌସେନାର କାଲଭାରୀ ଶ୍ରେଣୀର ବୁଡ଼ା ଜାହାଜ ‘ଆଇଏନଏସ୍ ବାଘସୀରରେ ପ୍ରାୟ ତିନି ଘଣ୍ଟା ସମୟ ବିତାଇଥିଲେ ମହାମହିମ । ଏହା ଭାରତୀୟ ନୌସେନାର ସାମରିକ ଦକ୍ଷତା ଏବଂ ‘ଆତ୍ମନିର୍ଭର ଭାରତ’ ଅଭିଯାନର ଏକ ବଡ଼ ସଫଳତା । ଯାତ୍ରା ସମୟରେ ବୁଡ଼ା ଜାହାଜଟି ସମୁଦ୍ର […]

ଜାତୀୟ

ଅପରେସନ ସିନ୍ଦୁର ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ପ୍ରତୀକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୨୯ ତମ ‘ମନ୍‍ କି ବାତ୍‍’ କାର୍ଯ୍ୟକ୍ରମ। ଏହା ଚଳିତ ବର୍ଷର ମନ କି ବାତର ଶେଷ ଏପିସୋଡ୍। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରି ୨୦୨୫ ମସିହାରେ ଭାରତର ଗର୍ବର ମୁହୂର୍ତ୍ତଗୁଡ଼ିକୁ ମନେ ପକାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଅପରେସନ ସିନ୍ଦୂର ସମୟରେ ଭାରତ ଏକ ଦୃଢ଼ ଛାପ ଛାଡ଼ିଥିଲା। ଯାହା ଦେଶର ସୁରକ୍ଷା ପ୍ରତି ପ୍ରତିବଦ୍ଧତାର ପ୍ରଦର୍ଶନ ଥିଲା। ପାକିସ୍ତାନର ଦୁଃସାହସିକତା ବିରୁଦ୍ଧରେ ଅପରେସନ ବିଶ୍ୱକୁ ଏକ ବାର୍ତ୍ତା […]

ଜାତୀୟ

ଅବଧି ଶେଷ ହୋଇଥିଲେ ଡ୍ରାଇଭିଂ ଲାଇସେନ୍ସକୁ ବୈଧ ବିବେଚନା କରାଯିବନି

ନୂଆଦିଲ୍ଲୀ: ଅବଧି ଶେଷ ହୋଇସାରିଥିବା ଡ୍ରାଇଭିଂ ଲାଇସେନ୍ସକୁ କୌଣସି ପରିସ୍ଥିତିରେ ବୈଧ ବିବେଚନା କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ କହିଛନ୍ତି। ଜଷ୍ଟିସ ଏହସାନୁଦ୍ଦିନ ଅମନୁଲ୍ଲା ଓ ଜଷ୍ଟିସ ଏସ.ଭି.ଏନ.ଭଟ୍ଟିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂକ୍ରାନ୍ତରେ ଆଗତ ପିଟିସନ୍‌ର ଶୁଣାଣି କରି କହିଛନ୍ତି ଯେ ମୋଟର ଯାନ (ସଂଶୋଧନ) ଆଇନ, ୨୦୧୯ ଅନୁଯାୟୀ ଯଦି ନବୀକରଣ (ରିନୁଆଲ) ହୋଇନଥାଏ, ତେବେ ଡ୍ରାଇଭିଂ ଲାଇସେନ୍ସ ଅବଧି ଶେଷ ହେବା ପରଦିନଠାରୁ ସଂପୃକ୍ତ ବ୍ୟକ୍ତି ଗାଡି […]

ଜାତୀୟ

ଇଣ୍ଡିଗୋରେ ପରିଚାଳନାଗତ ବିଭ୍ରାଟ ମାମଲା: ଡିଜିସିଏଙ୍କୁ ତଦନ୍ତ ରିପୋର୍ଟ ଦାଖଲ

ନୂଆଦିଲ୍ଲୀ: ଚଳିତମାସ ପ୍ରାରମ୍ଭରେ ଘରୋଇ ଏୟାରଲାଇନ୍ସ ଇଣ୍ଡିଗୋରେ ଯେଉଁ ପରିଚାଳନାଗତ ବିଭ୍ରାଟ ସୃଷ୍ଟି ହୋଇଥିଲା ସେଥିଯୋଗୁଁ ବିଭିନ୍ନ ବିମାନବନ୍ଦରରେ ସହସ୍ରାଧିକ ଯାତ୍ରୀଙ୍କୁ ଅକଥନୀୟ ଦୁର୍ଦଶା ଭୋଗିବାକୁ ପଡିଥିଲା। ଏହି ପରିପ୍ରେକ୍ଷୀରେ ଡିସେମ୍ବର ୫ରେ ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ (ଡିଜିସିଏ) ପକ୍ଷରୁ ଚାରିଜଣିଆ ତଦନ୍ତ କମିଟି ଗଠନ କରାଯାଇଥିଲା। ଶୁକ୍ରବାର ସନ୍ଧ୍ୟାରେ ତଦନ୍ତ କମିଟି ପକ୍ଷରୁ ଡିଜିସିଏ ନିକଟରେ ରିପୋର୍ଟ ଦାଖଲ କରାଯାଇଛି। ରିପୋର୍ଟର ଏକକିତା ନକଲ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ଓ […]

LOKA SAMACHAR @2026. All Rights Reserved || Developed By CBSPL