ରେଙ୍ଗାଲିବ୍ଲକର ୫ ଶିଳ୍ପାନୁଷ୍ଠାନ ରୁ ନିର୍ଗତ ହେଉଛି ବାର୍ଷିକ ୩୧ଲକ୍ଷ ୨୬ହଜାର ୭ଶହ୫୪ ଟନ୍ ଫ୍ଲାଇ ଆଶ୍
ସମ୍ବଲପୁରରୁ ହରିହର ନାଥଙ୍କ ରିପୋର୍ଟ ସମ୍ବଲପୁର ଜିଲ୍ଲାର ରେଙ୍ଗାଲିବ୍ଲକ ଅଞ୍ଚଳ ରେ ଥିବା ୫ଟି ବିଭିନ୍ନ କଳ କାରଖାନା ରୁ ବାର୍ଷିକ ୩୧ଲକ୍ଷ ୨୬ହଜାର ୭ଶହ ୫୪ ଟନ୍ ଫ୍ଲାଇ ଆଶ୍ ( ଉଡନ୍ତା ପାଉଁଶ) ନିର୍ଗତ ହେଉଥିବା ସଂଗୃହୀତ ତଥ୍ଯ ରୁ ଜଣା ପଡିଛି। ଅନେକ ଶିଳ୍ପାନୁଷ୍ଠାନ ଗାଇଡ୍ ଲାଇନ୍ ଅନୁସାରେ ଫ୍ଲାଇ ଆଶ୍ ପରିଚାଳନା କରୁନଥିବାରୁ ପ୍ରଦୁଷଣ ସମସ୍ୟା ଦେଖାଦେଇ ପରିବେଶ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡୁଥିବା ପରିବେଶବିତ୍ ତଥା ସଚେତନ ନାଗରିକ […]














