ଦୁର୍ନୀତି ଏବଂ ଦାଦାବଟି ଆଦାୟ ଅଭିଯୋଗରେ ଏସଓଜି ଟିମକୁ ନିଲମ୍ବନ କଲେ ଏସପି
ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ସମ୍ଭଲ ଜିଲ୍ଲାରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । ଯେଉଁଠାରେ ସମ୍ପୂର୍ଣ୍ଣ ସ୍ପେଶାଲ୍ ଅପରେସନ୍ସ ଗ୍ରୁପ୍ (ଏସଓଜି) ଦଳକୁ ନିଲମ୍ବିତ କରାଯାଇଛି। ସମ୍ଭଲ ଜିଲ୍ଲା ପୁଲିସ ଆରକ୍ଷୀ ଅଧିକ୍ଷକ କୃଷ୍ଣ କୁମାର ବିଷ୍ଣୋଇ ଦୁର୍ନୀତି ଏବଂ ଦାଦାବଟି ଆଦାୟର ଗୁରୁତର ଅଭିଯୋଗରେ ଏସଓଜି ଦଳ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସେ ତୁରନ୍ତ ଏସଓଜି ପ୍ରଭାରୀ ମୋହିତ କୁମାରଙ୍କ ସମେତ ମୋଟ ଆଠ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ […]













