ଜାତୀୟ

ପାକିସ୍ତାନରେ ଆଇଇଡି ବିସ୍ଫୋରଣ, ଏସଏଚଓ ସମେତ ୬ ପୋଲିସକର୍ମୀ ମୃତ

ପାକିସ୍ତାନ : ପାକିସ୍ତାନରେ ଆଇଇଡି ବ୍ଲାଷ୍ଟରେ ଜଣେ ଏସଏଚଓ ସମତେ ୬ ପୋଲିସକର୍ମୀ ମୃତ୍ୟୁ ହୋଇଥିବା ଜଣାପଡିଛି । ପାକିସ୍ତାନର ଖୈବର ପଖତୁନଖ୍ବା ଅଞ୍ଚଳରେ ହୋଇଛି । ପଖତୁନଖ୍ବାର ଟୋଙ୍କ ଜିଲ୍ଲାରେ ଆଇଇଡି ବିସ୍ଫୋରଣ ଯୋଗୁଁ ଗୋମଲ ପୋଲିସ ଷ୍ଟେସନର ଏସଏଚ୍ଓଙ୍କ ଜୀବନ ଚାଲିଯାଇଛି । ବିସ୍ଫୋରଣ ଟୋକଙ୍କର କୋଟ ଅଞ୍ଚଳରେ ପାଖାପାଖି ୨୫ କିମି ଦୂରରେ ହୋଇଛି । ଆଇଇଡି ବିସ୍ଫୋରଣରେ ଗାଡ଼ି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଘଟଣଶ ପରେ ସ୍ଥାନୀୟ ଅଞ୍ଚଳରେ ପୋଲିସ ଯାଞ୍ଚ […]

ଜାତୀୟ

ପଶ୍ଚିମବଙ୍ଗରେ ନିପା ଭାଇରସ ସଂକ୍ରମଣ, ସରକାର ଜାରି କଲେ ହେଲପଲାଇନ୍ ନମ୍ବର

କୋଲକାତା : ପଶ୍ଚିମବଙ୍ଗରେ ନିପା ଭାଇରସର ଦୁଇଟି ମାମଲା ସାମ୍ନାକୁ ଆସିଛି । ଏହି ସଂକ୍ରମଣ ବ୍ୟାପିବା ଯୋଗୁଁ ସ୍ବାସ୍ଥ୍ୟ ବିଭାଗକୁ ସତର୍କ କରାଯାଇଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ମମତା ବାନାର୍ଜୀଙ୍କ ସହ କଥା ହୋଇଛନ୍ତି । ସରକାର ବର୍ତ୍ତମାନ ହେଲପଲାଇନ୍ ନମ୍ବର ଜାରି କରିଛନ୍ତି । ସୂଚନାନୁଯାୟୀ, ଉତ୍ତର ୨୪ ପରଗନା ଜିଲ୍ଲାର ଏକ ହସ୍ପିଟାଲର ଦୁଇ ଜଣ ନର୍ସଙ୍କୁ ନିପା ଭାଇରସରେ ସଂକ୍ରମଣ ହୋଇଥିବା ଜଣାପଡିଛି । ଏଥିରେ ଜଣେ ମହିଳା […]

ଜାତୀୟ

ମକର ସଂକ୍ରାନ୍ତିରେ ନୂଆ ଅଫିସକୁ ସ୍ଥାନାନ୍ତର ହେବ PMO

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ଅଫିସ୍ ପ୍ରସ୍ତୁତ । ପବିତ୍ର ମକର ସଂକ୍ରାନ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସାଉଥ ବ୍ଳକରୁ ଏହି ନୂଆ ଅଫିସକୁ ସ୍ଥାନାନ୍ତର ହେବ ବୋଲି କୁହାଯାଉଛି । ଦେଶ ସ୍ବାଧୀନତା ଲାଭକରିବା ପରଠାରୁ ଅର୍ଥାତ ୧୯୪୭ ମସିହାରୁ ପିଏମ୍ଓ ସାଉଥ୍ ବ୍ଳକରେ କାର୍ଯ୍ୟକ୍ଷମ ହୋଇଆସୁଥିଲା । ନୂଆ ଅଫିସର ଠିକଣା ସେବାତୀର୍ଥ ରଖାଯାଇଛି । ସେଣ୍ଟ୍ରାଲ ଭିଷ୍ଟା ରିଡେଭେଲପମେଣ୍ଟ ପ୍ରୋଜେକ୍ଟ ଅଧୀନରେ ଏହାର ନିର୍ମାଣ କରାଯାଇଛି । ଏହି କମ୍ପ୍ଲେକ୍ସରେ ପ୍ରଧାନମନ୍ତ୍ରୀଙ୍କ […]

ଓଡ଼ିଶା

ଗୁଡ଼ି ମାଞ୍ଜା ସୂତା ଲାଗି ଯୁବକ ଗୁରୁତର

ଭୁବନେଶ୍ବର: ମକର ସଂକ୍ରାନ୍ତି ପୂର୍ବରୁ ସାମ୍ନାକୁ ଆସିଲା ଗୁଡ଼ି ଉଡ଼ା ଜନିତ ଅଘଟଣ । ରାଜଧାନୀରେ ଗୁଡ଼ି ମାଞ୍ଜା ସୂତା ଲାଗି ଯୁବକ ଗୁରୁତର । ରାଜଧାନୀରେ ସାମ୍ନାକୁ ଆସିଲା ଗୁଡ଼ି ଉଡ଼ା ଜନିତ ଅଘଟଣ । ଗୁଡ଼ି ମାଞ୍ଜା ସୂତା ଲାଗି ଗୁରୁତର ଆହତ ହେଲେ ଯୁବକ । ଯୁବକଙ୍କ ଗୋଡ଼ ଓ ହାତରେ ଗଭୀର ଆଘାତ ଲାଗିଛି । ଫଳରେ ଯୁବକଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ରାଜଧାନୀ ଭୁବନେଶ୍ୱର ସହରର […]

ଓଡ଼ିଶା

ଯାତ୍ରାରେ ଅଶ୍ଳୀଳ ନୃତ୍ୟ ହେଲେ କାର୍ଯ୍ୟାନୁଷ୍ଠାନ: ଆଇନ ମନ୍ତ୍ରୀ

ଭୁବନେଶ୍ବର: ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ବୟାନ ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ । ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରସଙ୍ଗରେ ବଡ ବୟାନ ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଛତିଶଗଡ ପରି ଓଡ଼ିଶାରେ ମଧ୍ୟ କାର୍ଯ୍ୟନୁଷ୍ଠାନ ହୋଇପାରେ ବୋଲି ମନ୍ତ୍ରୀ କହିଛନ୍ତି । ଆଇନ ମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ଅଶ୍ଳୀଳ ନୃତ୍ୟ ବିରୁଦ୍ଧରେ ଜନମତ ବି ସ୍ପଷ୍ଟ ଅଛି, ଯାତ୍ରାରେ […]

ଓଡ଼ିଶା

ପରିବହନ ବେଳେ ବାଲି ଗାଡ଼ିକୁ ଘୋଡ଼ାଇବା ବାଧ୍ୟତାମୂଳକ; ନିୟମ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ବାଲି ବୋଝେଇ ଗାଡ଼ିରେ ବାଲିକୁ ଘୋଡ଼ାଇ ରଖିବା ବାଧ୍ୟତାମୂଳକ କରାଯାଇଛି । ଜାତୀୟ ରାଜପଥରେ ବାଲି ଖସି ଦୁର୍ଘଟଣା ଘଟୁଥିବାରୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପରିବହନ କମିଶନର । ବାଲି ଘାଟରୁ ଗାଡ଼ି ବାହାରିବା ପୂର୍ବରୁ ବାଲି ଗାଡିକୁ ଭଲଭାବରେ ଘୋଡାଇ ନେବା ବାଧ୍ୟତାମୂଳକ । ଯଦି ଘୋଡା ଯାଇନଥିବ ତେବେ ତାକୁ ଅନୁମତି ମିଳିବ ନାହିଁ। ବାଲିଗୁଡିକୁ ଟାର୍ପୋଲିନ କିମ୍ବା ମୋଟା ପଲିଥିନରେ ଘୋଡ଼ାଇବାକୁ ପଡିବ । ଗାଡ଼ି ବାହାରିବା ପୂର୍ବରୁ ଘାଟରେ […]

ଓଡ଼ିଶା

ଚାଷୀକୁଳକୁ ପ୍ରତାରଣା କରିଛନ୍ତି ରାଜ୍ୟ ସରକାର: ବିଜେଡି

ଭୁବନେଶ୍ୱର: ରାଜ୍ୟରେ ଧାନ କିଣାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ, ଚାଷ ଉପରେ ନିର୍ଭର କରୁଥିବା ପ୍ରାୟ ୭୦ ପ୍ରତିଶତ ଲୋକ ଆଜି ରାଜ୍ୟ ସରକାରଙ୍କ ପ୍ରତାରଣାର ଶିକାର ହୋଇଛନ୍ତି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି । ଶଙ୍ଖ ଭବନରେ ମଙ୍ଗଳବାର ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ଉପସଭାପତି ଶ୍ରୀ ସଞ୍ଜୟ ଦାସବର୍ମା, ଗଣମାଧ୍ୟମ ସଂଯୋଜକ ତଥା ଦଳର ମୁଖପାତ୍ର ଡ. ଲେନିନ ମହାନ୍ତି ଓ ଗଣମାଧ୍ୟମ ସଂଯୋଜକ ଡ. ପ୍ରିୟବ୍ରତ […]

ଓଡ଼ିଶା

ନେପାଳରୁ କନ୍ଧମାଳକୁ ମଦ ଚାଲାଣ: ବନ୍ଧା ହେଲେ ୫ ୱେବ ସାମ୍ବାଦିକ

ବାଲିଗୁଡା : ନେପାଳରୁ କନ୍ଧମାଳ ଜିଲ୍ଲାକୁ କାରରେ ବେଆଇନ ମଦ ଚାଲାଣ କରୁଥିବା ବେଳେ ପାଞ୍ଚ ୱେବ ସାମ୍ବାଦିକ ଗିରଫ  l  ମଦ ଚାଲାଣ କରୁଥିବା ବେଳେ କାରକୁ ଜବତ କରିବା ସହ ପାଞ୍ଚ ୱେବ ସାମ୍ବାଦିକକୁ ଗିରଫ କରିଛି ବିହାର ରାଜ୍ୟର କିଷାନଗଞ୍ଜ ଅବକାରୀ ବିଭାଗ  l  କିଷାନଗଞ୍ଜ ଥାନା ଫାରିଗଲା ଉତ୍ପାଦ ଯାଞ୍ଚ ପୋଷ୍ଟ ନିକଟରେ ଅବକାରୀ ଅଧିକ୍ଷକ ଦେବେନ୍ଦ୍ର ପ୍ରସାଦଙ୍କ ନେତୃତ୍ୱରେ ଅବକାରୀ ଟିମ ଚଢ଼ାଉ କରି ପାଞ୍ଚ ଜଣ ୱେବ ସାମ୍ବାଦିକକୁ ଗିରଫ […]

ଓଡ଼ିଶା

ମ୍ୟୁଜିୟମ ଭାବେ ବ୍ୟବହାର କରାଯିବ ବର୍ତ୍ତମାନର ବିଧାନସଭା: ପୂର୍ତ୍ତମନ୍ତ୍ରୀ

ଭୁବନେଶ୍ୱର : ଭଙ୍ଗା ଯିବନି ବର୍ତ୍ତମାନର ବିଧାନସଭା ।  ସନ୍ତକ ହିସାବରେ ବିଧାନସଭାକୁ ରଖାଯିବ ।  ମ୍ୟୁଜିୟମ ଭାବେ ବ୍ୟବହାର କରାଯିବ ।  ଭବିଷ୍ୟତରେ ଯଦି ବିଧାନ ପରିଷଦ ଗଠନ ହୁଏ ଏହାକୁ ବ୍ୟବହାର କରାଯିବ ।  ଲୋକସେବା ଭବନ ଓ ବିଧାନସଭା ମଝିରେ ଥିବା ଖାଲି ସ୍ଥାନରେ ନିର୍ମାଣ ହେବ ୩୦୦ ଆସନ ବିଶିଷ୍ଟ ନୂତନ ବିଧାନସଭା  । ସେପଟେ ନ’ତାଲା, ସେଚ ସଦନ ଓ ରାଜୀବ ଭବନ ଭଙ୍ଗାଯିବ ।  ଏସବୁ କୋଠାଗୁଡିକ ବିପଦ ସଂକୁଳ […]

ଓଡ଼ିଶା

ଏକ ମାସର ଝିଅକୁ ବିକି ଦେଲେ ବାପା-ମାଆ, ଥାନାର ଦ୍ବାରସ୍ଥ ହେଲେ ଜେଜେମାଆ

ଭଦ୍ରକ  : ନାତୁଣୀକୁ ବିକିଦେଲେ ପୁଅ ବୋହୂ । ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ବୟାବନାପୁର ଗାଁର ସାବିତ୍ରୀ ଦାସ ।  ତାଙ୍କର ଏକ ମାସର ନାତୁଣୀକୁ ପୁଅ ସିପୁ ଦାସ ଓ ବୋହୂ ମିଳିମିଶି ଗତକାଲି କାଳେ କେଉଁ ଆଡକୁ ନେଇ ଯାଇଥିଲେ  ।  ନାତୁଣୀକୁ ନ ନେଇ ଫେରିବାରୁ ସନ୍ଦେହ କରିଥିଲେ ସାବିତ୍ରୀ ।  ନାତୁଣୀକୁ କୁଆଡ଼ା ଗଲା ନେଇ ପଚାରିବାରୁ ପୁଅ ବୋହୂ ଝଗଡ଼ା କରିଥିଲେ ।  ତେବେ […]

LOKA SAMACHAR @2026. All Rights Reserved || Developed By CBSPL