ଜାତୀୟ

ସୁରକ୍ଷା କଥା ଉଠାଇ ଗ୍ରୀନଲାଣ୍ଡ ଉପରେ ଅଧିକାର ଜାହିର କଲେ ଟ୍ରମ୍ପ

ନୂଆଦିଲ୍ଲୀ  : ପୁଣି ଗ୍ରୀନଲାଣ୍ଡ ଦାବି ଦୋହରାଇଲେ ଟ୍ରମ୍ପ । ସୁରକ୍ଷା କଥା ଉଠାଇ ଗ୍ରୀନଲାଣ୍ଡ ଉପରେ ଅଧିକାର ଜାହିର କରିଛନ୍ତି ଟ୍ରମ୍ପ । ଆମେରିକା କେବଳ ଗ୍ରୀନଲାଣ୍ଡକୁ ସୁରକ୍ଷା ଦେଇପାରିବ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସ୍ୱିଜରଲାଣ୍ଡର ଡାଭୋସରେ ଆୟୋଜିକ ବିଶ୍ୱ ଆର୍ଥିକ ଫୋରମ ସମ୍ମିଳନୀରେ ଯୋଗ ଦେଇ ପୁଣି ଗ୍ରୀନଲାଣ୍ଡ ଉପରେ ଅଧିକାର ସାବ୍ୟସ୍ତ କରିଛନ୍ତି ଟ୍ରମ୍ପ । ଆମେରିକା ଗ୍ରୀନଲାଣ୍ଡ ଅକ୍ତିଆର କଲେ ୟୁରୋପ ମଧ୍ୟ ସୁରକ୍ଷିତ ରହିବ । […]

ଓଡ଼ିଶା

ସରଣ୍ଡା ଜଙ୍ଗଲରେ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୧୨ ଦୁର୍ଦ୍ଦାନ୍ତ ମାଓବାଦୀ ମୃତ

ମାଲକାନଗିରି : ଲାଲବାହିନୀକୁ ବଡ଼ ଧକ୍କା ।  ଝାଡ଼ଖଣ୍ଡର ସରଣ୍ଡା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ପତିରାମ ମାଝୀ ସମେତ ୧୨ ମୃତ । ସେଣ୍ଟ୍ରାଲ କ୍ୟାଡର ଶୀର୍ଷ ମାଓ ମାଓ ନେତା ପତିରାମ ମାଝୀ । ତା ମୁଣ୍ଡ ଉପରେ ଥିଲା ଏକ କୋଟି ଟଙ୍କା ପୁରସ୍କାର । ଝାଡ଼ଖଣ୍ଡର ସବୁଠାରୁ ଦୁର୍ଦ୍ଦାନ୍ତ ମାଓବାଦୀ ଥିଲା ଘାସିରାମ। ଝାଡ଼ଖଣ୍ଡ ଅନ୍ତର୍ଗତ ଚାଇବାସାର ସରଣ୍ଡା ଜଙ୍ଗଲରେ ମାଓବାଦୀ ଏବଂ ସୁରକ୍ଷାକର୍ମୀ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ […]

ଓଡ଼ିଶା

ରାଜ୍ୟରେ ବନ୍ଦ ହେଲା ତମାଖୁ ଏବଂ ନିକୋଟିନ୍‌ର ବ୍ୟବହାର, ଅମାନିଆ ହେଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ  ।  ରାଜ୍ୟରେ ବନ୍ଦ ହେବ ଗୁଟଖା ବ୍ୟବସାୟ ।  ନା ହେବ ଉତ୍ପାଦନ, ନା ହେବ ବିକ୍ରି ।  ଚଳିତବର୍ଷ ଜାନୁୟାରୀ ୨୧ ତାରିଖରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଛି ଏନେଇ ବିଧିବଦ୍ଧ ବିଜ୍ଞପ୍ତି । ରାଜ୍ୟପାଳଙ୍କ ନିର୍ଦ୍ଦେଶରେ ଏହି ନିୟମ ଜାନୁଆରୀ ୨୧ ତାରିଖରୁ ଲାଗୁ ହୋଇଛି ।  ବିକ୍ରି କରୁଥିଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ  । ନଜର ପକାନ୍ତୁ ନିଷେଧାଦେଶର ମୁଖ୍ୟ […]

ଓଡ଼ିଶା

ଆସନ୍ତାକାଲି ଓଡ଼ିଶା ଆସିବେ ଉପରାଷ୍ଟ୍ରପତି, ପରାକ୍ରମ ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗଦେବେ

ଭୁବନେଶ୍ୱର: ସଜେଇ ହେଲାଣି ନେତାଜୀଙ୍କ ଜନ୍ମସ୍ଥାନ । ଆସନ୍ତାକାଲି ଜନ୍ମ ଦିବସକୁ ପରାକ୍ରମ ଦିବସ ଭାବେ ପାଳନ କରିବେ ସରକାର। କାଲି ଆସୁଛନ୍ତି ଉପ ରାଷ୍ଟ୍ରପତି । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୯ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିବେ ଉପରାଷ୍ଟ୍ରପତି ସି.ପି ରାଧାକ୍ରିଷ୍ଣନ୍ । ଏହି ସମୟରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ। ପାଖାପାଖି ୩ ଘଣ୍ଟାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ସର୍ବସାଧାରଣଙ୍କ ପାଇଁ ନେତାଜୀଙ୍କ ଜନ୍ମସ୍ଥାନକୁ ସକାଳ […]

ଓଡ଼ିଶା

ନିଖୋଜ ୪ ନାବାଳକ ସ୍କୁଲରୁ ଉଦ୍ଧାର, କ୍ରିକେଟ ଦେଖିବାକୁ ଯାଇ ଘରପୁ ଫେରି ନଥିଲେ

ଦେବଗଡ଼ : ନିଖୋଜ ୪ ନାବାଳକ ସ୍କୁଲରୁ ଉଦ୍ଧାର । କ୍ରିକେଟ ଦେଖିବାକୁ ଯାଇ ଛାତ୍ରମାନେ ନିଖୋଜ ହୋଇଥିଲେ । ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଟିଂକବୀର ଗାଁରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦେଖିବାକୁ ଯାଇ ୪ ଜଣ ନାବାଳକ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ନିରାଶ ହୋଇଥିଲେ । ଖବର ମୁତାବକ, ଛାତ୍ରମାନେ ୨ଟି ସାଇକେଲରେ ଯାଉଥିବା ଗାଁର ଏକ ଦୋକାନରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିଲା । […]

ଓଡ଼ିଶା

ଭିନ୍ନ ଭିନ୍ନ ଅଭିଯୋଗକୁ ନେଇ ବିଜେଡ଼ିକୁ ଖୋଲା ଆହ୍ୱାନ ଦେଲେ ଅରବିନ୍ଦ ମହାପାତ୍ର

ଭୁବନେଶ୍ବର: ନିଲମ୍ବନ ପରେ ଦଳର ଅଭିଯୋଗକୁ ଖୋଲା ଆହ୍ୱାନ ଦେଲେ ବିଧାୟକ ଅରବିନ୍ଦ ମହାପାତ୍ର । ଭିନ୍ନ ଭିନ୍ନ ଅଭିଯୋଗକୁ ନେଇ କଲେ ଖୋଲା ଆହ୍ୱାନ କରିବା ସହ ଅତନୁ ସବ୍ୟସାଚୀଙ୍କୁ ନିଶାଣ କଲେ । ଅରବିନ୍ଦ କହିଛନ୍ତି , ମୁଁ ଆଶ୍ଚର୍ଯ୍ୟ ଯେ ଜାନୁଆରୀ ୧୫ ସନ୍ଧ୍ୟାରେ ଦଳରୁ ନିଳମ୍ବନ ହେଲି । କାରଣ ଦର୍ଶାଗଲା ଯେ, ମୋତେ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରାଯାଇଛି । ତାପରେ ଭିନ୍ନ ଭିନ୍ନ କାରଣ କୁହାଗଲା […]

ଓଡ଼ିଶା

ଜମାକାରୀଙ୍କ ଟଙ୍କା ଆତ୍ମସାତ ଅଭିଯୋଗ: ଗ୍ରାହକସେବା କେନ୍ଦ୍ର ପରିଚାଳକଙ୍କୁ ମାଡ଼

ବାଲିଆପାଳ : ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ଆତ୍ମସାତ ଅଭିଯୋଗରେ ଭାରତୀୟ ଷ୍ଟେଟବ୍ୟାଙ୍କର ଗ୍ରାହକ ସେବା କେନ୍ଦ୍ର ଦାୟିତ୍ୱରେ ଥିବା ପରିଚାଳକ ରଞ୍ଜନ ରଣାଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ ପିଟିଛନ୍ତି ଉତ୍ୟକ୍ତ ଜମାକାରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଦେଉଳା ପଞ୍ଚାୟତ ଭାରତୀୟ ଷ୍ଟେଟବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ରରେ । ଘଟଣା ଅନୁସାରେ, ଗ୍ରାହକ ସେବା କେନ୍ଦ୍ରର ପରିଚାଳକ ଜମାକାରୀଙ୍କୁ ସେମାନଙ୍କ ଟଙ୍କା ଦୀର୍ଘଦିନ ଧରି ଫେରାଉ ନଥିଲେ […]

ଓଡ଼ିଶା

ଶ୍ରୀମନ୍ଦିରକୁ ବୋମାରେ ଉଡ଼ାଇ ଦେବା ଧମକ ମାମଲାରେ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ

ପୁରୀ : ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦେବା ଘଟଣାରେ ପୁଲିସକୁ ମିଳିଛି ବଡ଼ ସଫଳତା। ସୋସିଆଲ ମିଡିଆ ମାଧ୍ୟମରେ ଧମକ ଦେଇଥିବା ଅଭିଯୋଗରେ ଅଭିଯୁକ୍ତ ପ୍ରତୀକ୍ ମିଶ୍ରଙ୍କୁ ପୁରୀ ସିଂହଦ୍ୱାର ଥାନା ପୁଲିସ ଗିରଫ କରିଛି। ଏହି ଘଟଣା ପରେ ଶ୍ରୀମନ୍ଦିର ଚାରିପାଖରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି। ସୂଚନା ଅନୁଯାୟୀ, ଗତ କିଛି ଦିନ ତଳେ ଅଭିଯୁକ୍ତ ପ୍ରତୀକ୍ ମିଶ୍ର ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଶ୍ରୀମନ୍ଦିରକୁ ବୋମାରେ ଉଡ଼ାଇ […]

ଓଡ଼ିଶା

ସୁରକ୍ଷାକର୍ମୀଙ୍କ ଗୁଳିରେ ମୋଷ୍ଟ ୱାଣ୍ଟେଡ୍ ମାଓବାଦୀ ‘ଅନଲ’ ନିହତ

ରାଉରକେଲା: ପଶ୍ଚିମ ସିଂହଭୂମ ଜିଲ୍ଲା ସରଣ୍ଡା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଗୁଳିବିନିମୟରେ ସୁରକ୍ଷାବଳକୁ ଏକ ବଡ଼ ସଫଳତା ମିଳିଛି। ଏହି ଅପରେସନରେ ଏକ କୋଟି ଟଙ୍କାର ମୋଷ୍ଟ ୱାଣ୍ଟେଡ୍ ତଥା କୁଖ୍ୟାତ ମାଓବାଦୀ ନେତା ‘ଅନଲ’ ନିହତ ହୋଇଛି। ଅନଲ ସିପିଆଇ (ମାଓବାଦୀ) ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ଥିଲା ଏବଂ ଦୀର୍ଘ ସମୟ ଧରି ପୁଲିସର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ରହିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଛୋଟାନଗରା ଥାନା ଅନ୍ତର୍ଗତ ଜଙ୍ଗଲୀ […]

ଓଡ଼ିଶା

ବଢ଼ିଲା ଗ୍ରାମରକ୍ଷୀଙ୍କ ମାସିକ ଭତ୍ତା; ଏଣିକି ମିଳିବ ୨,୫୦୦ ଟଙ୍କା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଗ୍ରାମାଞ୍ଚଳରେ କାର୍ଯ୍ୟରତ ଗ୍ରାମରକ୍ଷୀ ମାନଙ୍କ ପାଇଁ ପୂର୍ବରୁ ପ୍ରଚଳିତ ଥିବା ମାସିକ ଭତ୍ତାକୁ ବୃଦ୍ଧି କରିଛନ୍ତି। ଏଣିକି ଗ୍ରାମରକ୍ଷୀ ମାନେ ୧,୮୦୦ ଟଙ୍କା ବଦଳରେ ୨,୫୦୦ ଟଙ୍କା ମାସିକ ଭତ୍ତା ପାଇବେ। ଏଥି ସହିତ ସପ୍ତାହକୁ ଥରେ ସେମାନେ ଯେଉଁ ଥାନା ଅଧୀନରେ କାମ କରୁଥିବେ ସେଠାକୁ ଯାଇ ସେମାନଙ୍କ ଉପସ୍ଥାନ ଦେବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଚନାଯୋଗ୍ୟ ଯେ, ଗ୍ରାମାଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା ଏବଂ ଅପରାଧୀ […]

LOKA SAMACHAR @2026. All Rights Reserved || Developed By CBSPL