ଓଡ଼ିଶା

ନବୀନ ନିବାସ ଆଗରେ ଅରବିନ୍ଦଙ୍କ ସମର୍ଥକଙ୍କ ଭିଡ଼, ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବି

ଭୁବନେଶ୍ବର: ନବୀନ ନିବାସ ଆଗରେ ଭିଡ଼ ଲଗାଇଛନ୍ତି ବିଜେଡିରୁ ନିଲମ୍ବିତ ହୋଇଥିବା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ସମର୍ଥକ । କାହିଁକି ଅରବିନ୍ଦଙ୍କୁ ଦଳରୁ ନିଲମ୍ବିତ କରାଗଲା ତାହାକୁ ନେଇ ଜବାବ ଜାଣିବାକୁ ଆସିଛନ୍ତି ସମର୍ଥକ । ପାଟକୁରାକୁ ନ୍ୟାୟ ଦିଅ ବୋଲି ସମର୍ଥକ ମାନେ କହିଛନ୍ତି । ଅରବିନ୍ଦଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ସମର୍ଥକ । ବିରାଟ ପଟୁଆରରେ ପାଟକୁରାରୁ ଶହ ଶହ ସମର୍ଥକ ଆସି ଭିଡ ଲଗାଇଛନ୍ତି । ନବୀନଙ୍କୁ ଭେଟିବାକୁ […]

ଓଡ଼ିଶା

ମହାନଦୀ ସମସ୍ୟା ପାଇଁ ବିଜେଡିକୁ ଦାୟୀ କଲେ ମନ୍ତ୍ରୀ ସୁରେଶ ପୂଜାରୀ

ଭୁବନେଶ୍ବର: ଲୋକସଭା ଭବନରେ ମହାନଦୀ ଟ୍ରିବ୍ୟୁନାଲ ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଛି । ମହାନଦୀ ସମସ୍ୟା ନେଇ ସର୍ବଦଳୀୟ ବୈଠକ ବାତିଲ ହେବା ପରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓଙ୍କ ଅଧ୍ୟକ୍ଷତାରେ ଜୁରୁରୀ ବୈଠକରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସହ ମୁଖ୍ୟ ଶାସନ ସଚିବ ଯୋଗ ଦେଇଥିଲେ । ବୈଠକ ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ମହାନଦୀ ଟ୍ରିବ୍ୟୁନାଲରେ ବିଳମ୍ବ ବିଜେଡି ସରକାରରେ ହୋଇଥିଲା । […]

ଓଡ଼ିଶା

କଟକ ମହାନଦୀ ରିଭର ଫ୍ରଣ୍ଟ ପ୍ରକଳ୍ପରେ ନଦୀକୂଳ ପାଇବ ନୂଆ ରୂପ, ନେତାଜୀ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ବର: କଟକ ମହାନଦୀ ରିଭର ଫ୍ରଣ୍ଟ ପ୍ରକଳ୍ପରେ ନଦୀକୂଳ ନୂଆ ରୂପ ପାଇବ । ଆଜି ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାକୁ ସାଂସ୍କୃତିକ ଓ ମନୋରଞ୍ଜନ ସ୍ଥଳରେ ପରିଣତ କରାଯିବ, ଏହା ଦ୍ୱାରା ପର୍ଯ୍ୟଟନକୁ ପ୍ରୋତ୍ସାହନ ମିଳିବ । ସାମଗ୍ରିକ ସହରୀ ପରିବେଶରେ ଉନ୍ନତି ଆସିବ । ଏହି ପ୍ରକଳ୍ପ କାମକୁ ତ୍ୱରିତ କରିବାକୁ ଆଜି ନେତାଜୀଙ୍କ ଜୟନ୍ତୀରେ ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିପାଇଁ […]

ଓଡ଼ିଶା

ବସ ଧର୍ମଘଟ ପ୍ରତ୍ୟାହୃତ, ଆଲୋଚନା ପରେ ନିଷ୍ପତ୍ତି ବଦଳାଇଲା ଘରୋଇ ବସ ମାଲିକ ସଙ୍ଘ

କଟକ : ଘରୋଇ ବସ ମାଲିକ ସଙ୍ଘ ପକ୍ଷରୁ ଧର୍ମଘଟ ପତ୍ୟାହାର ।  ସରକାରଙ୍କ ସହ ସକାରାତ୍ମକ ଆଲୋଚନା ପରେ ସଂଘ ଏହି ନିଷ୍ପତ୍ତି ନେଇଛି । ସରକାର ଆମ ଦାବୀ ମାନି ନେଇଛନ୍ତି ବୋଲି କହିଛି ସଂଘ । ରାଜ୍ୟ ଘରୋଇ ବସ ମାଲିକ ସଙ୍ଘର ବସ ଧର୍ମଘଟ ନିଷ୍ପତ୍ତିରୁ ଓ଼ହାରିଲା ସଙ୍ଘ । ଗତକାଲି ସରକାରଙ୍କ ସହିତ ଆଲୋଚନା ସଫଳ ହୋଇଥିଲା। ଆଜି ସନ୍ଧ୍ୟାରେ ଘରୋଇ ବସ ମାଲିକ ସଙ୍ଘର ବୈଠକ ବସିଥିଲା । ମୁଖ୍ୟମନ୍ତ୍ରୀ […]

ଓଡ଼ିଶା

ଆତ୍ମସମର୍ପଣ କଲେ ୯ ହାର୍ଡକୋର ମାଓବାଦୀ

ମାଲକାନଗିରି : ଶେଷ ନିଶ୍ୱାସ ନେଉଛି ମାଓ ସଙ୍ଗଠନ ।  ମାଓ ସଙ୍ଗଠନର ଅନ୍ତିମ ସଦସ୍ୟ ଏବେ ପୋଲିସ ନିକଟରେ ଅସ୍ତ୍ର ବିରତି ଅଭିଯାନରେ ସାମିଲ ହେଲେଣି ।  ଆଜି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ଧମତେରୀ ଜିଲ୍ଲା ପୋଲିସକୁ ମିଳିଛି ବଡ଼ ସଫଳତା ।  ୯ ହାର୍ଡକୋର ମାଓବାଦୀ  ବନ୍ଧୁକ ସହ ଆତ୍ମସମର୍ପଣ କରିଛନ୍ତି  ।  ଏମାନଙ୍କ ମୁଣ୍ଡ ଉପରେ ଥିଲା ୪୭ ଲକ୍ଷ ଟଙ୍କାର ପୁରସ୍କାର ।  ରାୟପୁର IG ଏବଂ  ଧମତେରୀ  SP […]

ଓଡ଼ିଶା

ନୟାଗଡ଼ରେ ଗୋଟିଏ ଦିନରେ ୨ ନାବାଳିକାଙ୍କୁ ଦୁଷ୍କର୍ମ

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଗୋଟିଏ ଦିନରେ ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ରଣପୁର ଥାନା ଅଞ୍ଚଳରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବାବେଳେ ଶରଣକୂଳ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଜଣେ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ରଣପୁର ଥାନା ଅଞ୍ଚଳର ଜଣେ ୧୦ବର୍ଷର ନାବାଳିକା ଘର ବାହାରେ ଖେଳୁଥିବାବେଳେ ଦୁଇ ଜଣ ଯୁବକ ତାଙ୍କୁ ଅନ୍ୟ ସ୍ଥାନକୁ ଟେକି ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସେହିପରି ଶରଣକୂଳ ଥାନା ଅଞ୍ଚଳରେ […]

ଓଡ଼ିଶା

ଦୁଇ ଦିନ ପରେ ମାଘ ବୁଡ଼, ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ଭାସୁଛନ୍ତି କୁଢ କୁଢ ମଲା ମାଛ

କୋଣାର୍କ : ଦୁଇ ଦିନ ପରେ ମାଘ ବୁଡ଼ । ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ମରି ଭାସୁଛନ୍ତି କୁଢ କୁଢ ମୀନ ମାଛ । ପାଣିକୁ ବିଶୋଧିତ କରିବାକୁ ଚୂନ ବଦଳରେ ବ୍ଲିଚିଂ ପକାଯାଇଥିବାରୁ ଏଭଳି ଅବସ୍ଥା ଅଭିଯୋଗ ହୋଇଛି । ମାଘ ବୁଡ଼ ପାଇଁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀର ଖନନ କାର୍ଯ୍ୟ ସହ ପାଣିକୁ ବିଶୋଧିତ କରିବାକୁ କୋଣାର୍କ ବିଜ୍ଞପିତ ଅଞ୍ଚଳ ପରିଷଦକୁ ଦାୟିତ୍ୱ ଦିଆଯାଇଥିଲା । ଖନନ କାର୍ଯ୍ୟ ଶେଷ ହୋଇଥିଲା । ପରେ ତରବରିଆ […]

ଓଡ଼ିଶା

ଝିଅ ଜନ୍ମ ହେବାରୁ ବୋହୂକୁ ପୋଡି ମାରି ଦେବାକୁ ଉଦ୍ୟମ

ପଟ୍ଟାମୁଣ୍ଡାଇ: ଅଭାବନୀୟ, ଅମାନବୀୟ । ଝିଅ ହେବାରୁ ବୋହୂକୁ ମାରିଦେବାକୁ ଉଦ୍ୟମ ଅଭିଯୋଗ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଡାମରପୁର ଗାଁରେ ଅଭାବନୀୟ ଘଟଣା ।  ଝିଅ ହେବାରୁ ବୋହୂକୁ ପୋଡି ମାରିଦେବାକୁ ଉଦ୍ୟମ କରିଥିଲେ ଶ୍ବଶୁର ଘର ଲୋକ। ଗତ କାଲି ବିଳମ୍ବିତ ରାତିରେ ଶୋଇଥିବାବେଳେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ।  ତେବେ ଅଳ୍ପକେ ବର୍ତ୍ତିଯାଇଥିଲେ ବୋହୂ ଓ ନାତୁଣୀ । ଘର ଭିତରର ସମସ୍ତ ଆସବାବପତ୍ର ପୋଡି ଯାଇଛି । ୮ ବର୍ଷ […]

ଓଡ଼ିଶା

ମାଟି ଅତଡ଼ା ଧସି ପୋତି ହୋଇଗଲେ ୨ଶ୍ରମିକ, ଉଦ୍ଧାର ପରେ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ମାଟି ତଳୁ ଉଦ୍ଧାର ହେଲେ ୨ଶ୍ରମିକ ।  ସମ୍ବଲପୁର ଧନୁପାଲି ଥାନା ଭତରା ଶଙ୍କର ମଠ ରାସ୍ତାରେ ଅଘଟଣ ।  ସ୍ଵରେଜ ବୋର୍ଡ ଦ୍ୱାରା କାମ ଚାଲିଥିବା ବେଳେ ମାଟି ଅତଡ଼ା ଧସି ପୋତି ହୋଇଗଲେ ୨ ଜଣ ଶ୍ରମିକ ।  ସ୍ଥାନୀୟ ବାସିନ୍ଦା ଓ ଅଗ୍ନିଶମ ବାହିନୀର ମିଳିତ ଉଦ୍ୟମରେ ଉଭୟ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଆହତ ଶ୍ରମିକମାନେ ରାଜସ୍ଥାନରେ ବୋଲି ଜଣାପଡ଼ିଛି ।  ଆହତ ଶ୍ରମିକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି […]

ଓଡ଼ିଶା

ରାଜ୍ୟ ସଭା ନିର୍ବାଚନରେ ପ୍ରାର୍ଥୀ ଦେବ କଂଗ୍ରେସ: ଭକ୍ତ ଦାସ

ଭୁବନେଶ୍ବର: ଆସନ୍ତା ଏପ୍ରିଲରେ ଖାଲି ହେଉଛି ୧୦ ରାଜ୍ୟର ୩୭ ଆସନ । ସେଥିମଧ୍ୟରୁ ଓଡ଼ିଶାର ୪ଟି ଆସନ ଖାଲି ହେବାକୁ ଯାଉଛି । ରାଜ୍ୟ ସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦେବ । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ଭକ୍ତ କହିଛନ୍ତି, ହାର୍‌ ଜିତ୍‌କୁ ଭୟ ନାହିଁ, ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ଦେବୁ । ଦଳ ବାହାରୁ ହେଉ କି ଭିତର, ଆମେ ପ୍ରାର୍ଥୀ ଦେବୁ । ଆବଶ୍ୟକ […]

LOKA SAMACHAR @2026. All Rights Reserved || Developed By CBSPL