ଓଡ଼ିଶା

ଭିଜିଲାନ୍ସ ଜାଲରେ ଏସସିବି ଡାକ୍ତର

କଟକ : ଭିଜିଲାନ୍ସ ଜାଲରେ ଏସସିବି ଡାକ୍ତର । ୨ ଲକ୍ଷ ୬୩ ହଜାର ଟଙ୍କା ସହିତ ଧରିଲା ଭିଜିଲାନ୍ସ । ଡାକ୍ତର ହେଲେ ହେପାଟୋଲୋଜି ଆସୋସିଏଟ ପ୍ରଫେସର ଡାକ୍ତର ସନାତନ ବେହେରା । ଏହି ଟଙ୍କା ବେନିୟମରେ ଆଦାୟ କରିଥିଲେ ଡାକ୍ତର ସନାତନ ବେହେରା । ଏ ନେଇ ଖବର ପାଇ ଭିଜିଲାନ୍ସ ଟିମ ପ୍ରସ୍ତୁତ ଥିଲା । ହୋଣ୍ଡା ଆକ୍ଟିଭା ସ୍କୁଟରରେ ଟଙ୍କା ନେଇ ଯାଉଥିବା ବେଳେ ଧରିଲା ଭିଜିଲାନ୍ସ ଟିମ ।  ଟ୍ରାପ ସହିତ […]

ଓଡ଼ିଶା

ଉତ୍ତର ଘୁମୁସର ବନଖଣ୍ଡରେ କୃଷ୍ଣସାର ମୃଗ ଗଣନା

ଭଂଜନଗର : ଗଂଜାମ ଜିଲ୍ଲା ଭଂଜନଗର – ଉତ୍ତର ଘୁମୁସର ବନଖଣ୍ଡରେ ବିଶ୍ବ ବିରଳ ବନ୍ୟପ୍ରାଣୀ କୃଷ୍ଣସାର ମୃଗ ଗଣନା ଆରମ୍ଭ ହୋଇଛି । ବିଭାଗୀୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ବନଖଣ୍ଡର ମୁଜାଗଡ, ତାରାସିଙ୍ଗି, ଜଗନ୍ନାଥପ୍ରସାଦ ଏବଂ କେନ୍ଦ୍ରୀୟ ବନାଞ୍ଚଳରେ ୧୮ଟି ଟିମକୁ ନେଇ ଗଣନା ଆରମ୍ଭ ହୋଇଛି । ବିଭାଗୀୟ କର୍ମଚାରୀଙ୍କଠୁ ଆରମ୍ଭ କରି ସ୍ବେଛାସେବୀ ଏବଂ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ, ଗଣନା କାର୍ଯ୍ୟରେ ସାମିଲ୍ ହୋଇଛନ୍ତି ।

ଓଡ଼ିଶା

ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ

ବ୍ରହ୍ମପୁର : ଏକ ଗଣଦୁଷ୍କର୍ମ ମାମଲାର ବିଚାର କରି ବ୍ରହ୍ମପୁର ପୋକ୍ସୋ ସ୍ୱତନ୍ତ୍ର ଜଜ୍ ପ୍ରଣତି ପଟନାୟକ ୬ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ।  ଅଭିଯୁକ୍ତମାନେ ହେଲେ ରୁତୁନ୍ କୁମାର ଦାସ, ରୁଦ୍ର ଜେନା, ଅଭିଳାଶ ପଲେଇ, ଜୁମନ୍ ଗୌଡ଼, ଆକାଶ ନାୟକ ଓ ଓଁମକାର ଜେନା । ଅଭିଯୋଗ ଅନୁଯାୟୀ, ବ୍ରହ୍ମପୁର ବିଏନପୁର ଥାନା ଅଧୀନ ଏକ ଅଂଚଳରେ ରହୁଥିବା ନାବାଳିକା  ଗତ ୨୦୨୪ ମେ ୩ ତାରିଖ ଦିନ ଟ୍ୟୁସନ୍ ସାରି […]

ଓଡ଼ିଶା

ବିଚ୍ ରାସ୍ତାରେ ଯୁବକଙ୍କ ଆତଙ୍କରାଜ, ଖଣ୍ଡା ଧରି ମାଗୁଛନ୍ତି ଟଙ୍କା

ବ୍ରହ୍ମପୁର: ବିଚ୍ ରାସ୍ତାରେ ଖଣ୍ଡା ଧରି ଯୁବକଙ୍କ ଆତଙ୍କରାଜ । ଟଙ୍କା ମାଗୁଛନ୍ତି ନହେଲେ ହାଣିବେ ବୋଲି ଧମକ ଦେଉଛନ୍ତି । ବ୍ରହ୍ମପୁର ସୁବାରାଓ ଛକ ନିକଟରେ ଏପରି ଏକ ଘଟଣାର ଭିଡ଼ିଓ ସିସିଟିଭିରେ କଏଦ ହୋଇଛି । ଯେଉଁଥିରେ ଦେଖିବାକୁ ମିଳିଛି ଏକ ଲଜ ସମ୍ମୁଖର ୩ଜଣ ଦୁର୍ବୁତ୍ତ ଗୋଟିଏ ସ୍କୁଟିରେ ଖଣ୍ଡା ଧରି ଆସୁଛନ୍ତି । ଆଉ ସେହି ରାସ୍ତା ଦେଇ ଯାଉଥିବା ଦୁଇ ଯୁବକକୁ ଅଟକାଇ ଟଙ୍କା ମାଗୁଛନ୍ତି । ଧମକ ଦେଉଛନ୍ତି ଯାହା […]

ଓଡ଼ିଶା

ଡାହାଣୀ ସନ୍ଦେହରେ ମା’କୁ ହତ୍ୟା କଲା ପୁଅ

ମୟୂରଭଞ୍ଜ: ଅନ୍ଧ ବିଶ୍ୱାସର କରୁଣ ପରିଣତି । ଡାହାଣୀ ସନ୍ଦେହରେ ଜନ୍ମକଲା ମା’କୁ କଟୁରୀରେ ହାଣି ହତ୍ୟା କଲା ଜହ୍ଲାଦ ପୁଅ । ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଭଳିଆଡ଼ିହା ପଞ୍ଚାୟତ କଲରାଫୁଲିଆ ଗାଁରେ ଏହି ଘଟଣା ଘଟିଛି । ଅଭିଯୁକ୍ତ ପୁଅ ତପନ ସିଂ ଗିରଫ । ମୃତ ମାଆ ହେଲେ ରାଇମଣି ସିଂ । ଗତ କିଛି ମାସ ପୂର୍ବେ ତପନଙ୍କ ସ୍ତ୍ରୀଙ୍କ ଗର୍ଭରେ ହିଁ ତାଙ୍କ ଶିଶୁର ମୃତ୍ୟୁ ହୋଇଥିଲା । ନିଜ ଜନ୍ମ […]

ଓଡ଼ିଶା

ଆସିବେ ରାଷ୍ଟ୍ରପତି, ୪ରୁ ୬ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ

ଭୁବନେଶ୍ବର: ରାଷ୍ଟ୍ରପତି ଗସ୍ତକୁ ଆଖିଆଗରେ ରଖି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିମିଳିପାଳ ଆସିବାକୁ ଥିବାରୁ ଦୁଇ ଦିନ ଏହା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ତେବେ ଆସନ୍ତା ଫେବୃଆରୀ ୪ରୁ ୬ ତାରିଖ ପର୍ଯ୍ୟନ୍ତ ଶିମିଳିପାଳ ବନ୍ଦ ରହିବ। କାଳିକାପ୍ରସାଦ ଗେଟ୍‌ ଓ ଗୁଡ଼ଗୁଡ଼ିଆ ଜୋନ୍‌ ୪ରୁ ୬ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଗୁଡ଼ଗୁଡ଼ିଆ ସଫାରୀ ୫ ତାରିଖ ଅପରାହ୍ନ ଓ ୬ ତାରିଖ ସକାଳେ ବନ୍ଦ […]

ଜାତୀୟ

କମିବାର ନାଁ ନେଉନି ସୁନା ଓ ରୁପା ଦର, ରୂପା ୪ଲକ୍ଷ, ସୁନା ୧.୭ଲକ୍ଷ ଟପିଲା

ନୂଆଦିଲ୍ଲୀ: ଦେଶରେ ସୁନା ଓ ରୁପା ଦାମ୍ କମିବାର ନାଁ ନେଉନି । ଗତ ୨୭ ତାରିଖ ଅପେକ୍ଷା ଆଜି ଦେଶରେ ସୁନା ଦାମ୍ ଗ୍ରାମ ପିଛା ୫୧୪ ଟଙ୍କା ବୃଦ୍ଧି ପାଇ ୧.୬ଲକ୍ଷ ପାର୍ କରିଛି । ରୂପା ଦାମ୍ ମଧ୍ୟ ୧୦ ଗ୍ରାମ ପିଛା ୧୦୧ଟଙ୍କା ବୃଦ୍ଧି ହୋଇଛି । ଆଜିର ସୁନା ଓ ରୂପା ଦର ଅନୁସାରେ ସୁନା ପ୍ରଥମ ଥର ୧.୬ ଲକ୍ଷ ପାର୍ କରି ୧,୬୭,୦୯୦ଟଙ୍କା ପ୍ରତି ୧୦ ଗ୍ରାମ […]

ଓଡ଼ିଶା

୩​‌ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ସମୀକ୍ଷା କଲେ କ୍ରାଇମବ୍ରାଞ୍ଚ ଡିଜି

ଭୁବନେଶ୍ବର: ଆସନ୍ତା ମାସ ୩ତାରିଖ​ରେ ବା​‌ଲେଶ୍ଵର ଗସ୍ତ କରିବେ ରାଷ୍ଟ୍ରପତି। ଏହା ପୂର୍ବରୁ ଜିଲା ଏସିପି କାର୍ଯ୍ୟାଳୟରେ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି କ୍ରାଇମବ୍ରାଞ୍ଚ ଡିଜି।ଏହି ବୈଠକରେ ପୂର୍ବାଞ୍ଚଳ ଡିଆଇଜି, ଏସିପିଙ୍କ ସହ ଜିଲାର ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ଅପରାହ୍ଣରେ ବାଲେଶ୍ୱର ଗସ୍ତ କରି ଫକୀର ମୋହନ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  । ଫେବୃଆରୀ ୨ରୁ ୬ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। […]

ଓଡ଼ିଶା

ବେଆଇନ LPG ଗ୍ୟାସ ସିଲିଣ୍ଡର କାରଖାନା ଉପରେ ଚଢ଼ାଉ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଶୁଆଶୁନିରେ ଥିବା ବେଆଇନ ଏଲପିଜି ଗ୍ୟାସ ଟାଙ୍କି କାରଖାନା ଠାବ ହୋଇଛି। ଏହି ବେଆଇନ କାରଖାନା ଉପରେ ଯୋଗାଣ ବିଭାଗ ରେଡ୍ କରିଛି। ରେଡ୍ ବେଳେ କାରଖାନାରୁ ୫୦୦ରୁ ଅଧିକ ଚୋରା ଗ୍ୟାସ୍ ଟାଙ୍କି ଜବତ ହୋଇଛି। ଗୋଦାମରୁ ଏକ ଗ୍ୟାସ କନଭର୍ଟର ମେସିନ ମଧ୍ୟ ଜବତ ହୋଇଛି । କାରାଖାନାରେ ଘରୋଇ ଗ୍ୟାସକୁ କମର୍ସିଆଲ ଗ୍ଯାସରେ କନଭର୍ଟ କରି ପଶ୍ଚିମବଙ୍ଗକୁ ଚୋରାଚାଲାଣ କରାଯାଉଥିବା ସୂଚନା ମିଳିଛି । ଖବର […]

ଓଡ଼ିଶା

ଆସନ୍ତା ୨ଦିନରେ ୨ରୁ ୩ ଡିଗ୍ରୀ ଆହୁରି ବଢ଼ିବ ତାପମାତ୍ରା, କୁହୁଡି ପାଇଁ ୬ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଆହୁରି ବଢ଼ିବ ରାତି ତାପମାତ୍ରା ଏବଂ କମିଯିବ ଶୀତ। ଆସନ୍ତା ୨ଦିନରେ ୨ରୁ ୩ ଡିଗ୍ରୀ ତାପମାତ୍ରା ଆହୁରି ବଢ଼ିବ। ଫେବ୍ରୁଆରୀ ୧ ଯାଏ ରାଜ୍ୟର ଅନେକ ସ୍ଥାନରେ କୁହୁଡ଼ି ରହିବା ସହ କାକର ପଡ଼ିବ। ଆଜି ୬ ଜିଲ୍ଲାରେ ଘନ କୁହୁଡ଼ି ପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଭୁବନେଶ୍ୱରରେ ରାତିର ତାପମାତ୍ରା ଆସନ୍ତା ୨୪ ଘଣ୍ଟାରେ ୧୭ ଡିଗ୍ରୀ ରହିବ। ଏପରି ଆକଳନ କରିଛି ପାଣିପାଗ ବିଭାଗ। ଗୁରୁବାର ଜଗତ୍ସିଂହପୁର, ପୁରୀ, […]

LOKA SAMACHAR @2026. All Rights Reserved || Developed By CBSPL