ଜାତୀୟ

ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁନେତ୍ରା ପାୱାର

ମୁମ୍ବାଇ : ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ହେଲେ ସୁନେତ୍ରା ପାୱାର । ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା । ଅଜତି ପାୱାରଙ୍କ ବିମାନ ଦୁର୍ଘଟଣାରେ ଜୀବନ ଯିବା ପରେ ଏହି ପଦ ପାଇଁ ସୁନେତ୍ରାଙ୍କୁ ଚୟନ କରାଯାଇଥିଲା । NCP ବିଧାୟକ ଦଳର ବୈଠକରେ ସୁନେତ୍ରା ପାୱାରଙ୍କୁ ବିଧାୟକ ଦଳର ନେତା ଭାବେ ଆନୁଷ୍ଠାନିକ ଭାବେ ଚୟନ କରାଯାଇଥିଲା । ସୁନେତ୍ରା ପାୱାର ପୂର୍ବରୁ ଅଜିତ ପାୱାରଙ୍କ ପାଖରେ […]

ଜାତୀୟ

ଖଣିରେ ଭୂସ୍ଖଳନ, ଚାଲିଗଲା ୨୦୦ରୁ ଅଧିକ ଜୀବନ

କଙ୍ଗୋ : କଙ୍ଗୋର ପୂର୍ବ ଭାଗରେ ଥିବା ରୁବାୟା କୋଲଟାନ୍ ଖଣିରେ ଏକ ବଡ଼ ଧରଣର ଭୂସ୍ଖଳନ । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ଶ୍ରମିକ ଓ ମହିଳା ମଧ୍ୟ ରହିଛନ୍ତି । ପ୍ରବଳ ବର୍ଷା ଯୋଗୁ ଖଣିର ମାଟି ଧସିଯାଇଥିଲା । ଯାହା ଫଳରେ ସେଠାରେ କାମ କରୁଥିବା ଲୋକେ ମାଟି ତଳେ ପୋତି ହୋଇଯାଇଥିଲେ। ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଲଗାତାର […]

ଜାତୀୟ

ପୁଅ ଜନ୍ମ ନ ହେବାରୁ ସ୍ତ୍ରୀକୁ ମାରି ନଦୀରେ ଫିଙ୍ଗିଲା ସ୍ବାମୀ

ବିହାର : ପୁଅ ପାଇଁ ପତ୍ନୀଙ୍କୁ ହତ୍ୟା କଲା ସ୍ବାମୀ । ବିହାରର ମୁଜାଫରପୁର ଜିଲ୍ଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସିକନ୍ଦରପୁର ଥାନା ଅଞ୍ଚଳର ୧୭ ନମ୍ବର ୱାର୍ଡର ବାଲୁଘାଟ ଗଳି ନମ୍ବର ୩ରେ ପୁଅ ନ ଥିବାରୁ ରାଗରେ ସ୍ୱାମୀ ତାଙ୍କ ଭାଇମାନଙ୍କ ସହିତ ମିଶି ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଛି । ମୃତକଙ୍କ ନାମ ଫୁଲୋ ଦେବୀ । ହତ୍ୟା ପରେ ମୃତଦେହକୁ ଏକ ବସ୍ତାରେ ଭର୍ତ୍ତି କରି ଆଶ୍ରମ […]

ଜାତୀୟ

ମଧ୍ୟାହ୍ନଭୋଜନ ଖାଇ ୪୫ ଛାତ୍ରଛାତ୍ରୀ ଅସୁସ୍ଥ, ୧୦ ଗୁରୁତର

ତେଲଙ୍ଗାନା : ତେଲଙ୍ଗାନାର କୋନିଜେରଲା ମଣ୍ଡଳରେ ବୋଡିୟାଥାଣ୍ଡା ସରକାରୀ ପ୍ରାଇମେରୀ ସ୍କୁଲରେ ୩୮ ଜଣ ଖାଦ୍ୟ ବିଷାକ୍ତ ହେବାରୁ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଏମାନଙ୍କ ଭିତରେ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଘଟଣା ସଙ୍ଗାରେଡ୍ଡୀ ଜିଲ୍ଲାର ସରକାରୀ ପ୍ରାଇମେରୀ ସ୍କୁଲରେ ମିଡ-ଡେ ମିଲ୍ ଖାଇବା ପରେ ୪୫ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଥିଲେ । ଛାତ୍ରମାନେ ବାନ୍ତି, ଝାଡା ଓ ପେଟ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଖବର ଜଣାପଡିବା ପରେ ମାତା ପିତା […]

ଜାତୀୟ

ଆସନ୍ତାକାଲି କେନ୍ଦ୍ର ବଜେଟ, ସଂସଦରେ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ

ଭୁବନେଶ୍ୱର : ଆସନ୍ତାକାଲି କେନ୍ଦ୍ର ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତାକାଲି ସଂସଦରେ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ବଜେଟ ଉପସ୍ଥାପନ କରିବେ । ନିର୍ମଳା କ୍ରମାଗତ ନବମ ଥର ପାଇଁ ବଜେଟ ଆଗତ କରିବେ । ଅର୍ଥନୀତିରେ ସଂସ୍କାର ଆଣିବା ପାଇଁ କେନ୍ଦ୍ରୀୟ ବଜେଟରେ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଅନେକ କିଛି ଘୋଷଣା କରିବେ ବୋଲି ଅନୁମାନ କରାଯାଉଛି । ବିଶେଷକରି ବେତନଭୋଗୀଙ୍କ ପାଇଁ ଆୟକରରେ ରିହାତି ମିଳିବ ବୋଲି ଆଶା ରହିଛି । […]

ଓଡ଼ିଶା

୧୧୨ ଡାଏଲ୍ କଲେ ଗୋଟିଏ ମିନିଟରେ ସ୍ପଟରେ ପହଞ୍ଚିବ ଓଡ଼ିଶା ଫାୟାର ସର୍ଭିସ

ଭୁବନେଶ୍ୱର : ଗୋଟିଏ ମିନିଟରେ ଏମର୍ଜେନ୍ସି ସ୍ପଟରେ ପହଚିବ ଓଡ଼ିଶା ଫାୟାର ସର୍ଭିସ ।  ରାଜ୍ୟରେ ୩୪୬ଟି ଫାୟାର ଷ୍ଟେସନକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ ।  ଡାଏଲ୍ ୧୧୨ ଏମର୍ଜେନ୍ସି କଲରେ ତୁରନ୍ତ ପହଂଚି ଉଦ୍ଧାର କରିବାକୁ ଗୁରୁତ୍ବ ଦିଆଯାଇଛି । ଗୋଲ୍ଡେନ ଆଓ୍ବାର ଭିତରେ ଘଟଣାସ୍ଥଳରେ ପହଞ୍ଚି ରେସ୍କ୍ୟୁ ପାଇଁ ଗୁରୁତ୍ବ ଦିଆଯାଇଛି ।  ଉଦ୍ଧାର ଲୋକକୁ ଡାକ୍ତରଖାନାକୁ ମୃତ ଆକାରରେ ନୁହେଁ ଜୀବିତ ଅବସ୍ଥାରେ ପହଂଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । ଟଣା ଭିଡ଼ା […]

ଓଡ଼ିଶା

ନଳିନୀ ବିଦ୍ୟାମନ୍ଦିରରେ ଝାଡ଼ାବାନ୍ତି ଆତଙ୍କ : ଜଣେ ଛାତ୍ରୀ ମୃତ, ୪୦ରୁ ଅଧିକ ଆକ୍ରାନ୍ତ

ରାୟଗଡା : ଝାଡ଼ାବାନ୍ତି ଆତଙ୍କ ।  ଜଣେ ଛାତ୍ରୀ ମୃତ, ୪୦ରୁ ଅଧିକ ଆକ୍ରାନ୍ତ ।  ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ନଳିନୀ ବିଦ୍ୟାମନ୍ଦିରରେ ଝାଡ଼ାବାନ୍ତି ଆତଙ୍କ ।  ୪୦ରୁ ଅଧିକ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି ।  ସମସ୍ତଙ୍କୁ ବିଷମକଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।  ଘଟଣାସ୍ଥଳକୁ ଯାଇଛନ୍ତି ମେଡିକାଲ ଟିମ୍ ।  ଗତକାଲି ରାତିରେ ୪ଜଣଙ୍କୁ ଝାଡ଼ାବାନ୍ତି ହୋଇଥିଲା ।  ପରେ ୪୦ ଜଣ ଆକ୍ରାନ୍ତ ହୋଇଛନ୍ତି ।  ଏଥିରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ର […]

ଓଡ଼ିଶା

ପୁରୀ ସମୁଦ୍ରରେ ଅଘଟଣ, ଗାଧୋଇବା ବେଳେ ଚାଲିଗଲା ମା’ ପୁଅଙ୍କ ଜୀବନ

ପୁରୀ : ପୁଣି ପୁରୀ ସମୁଦ୍ରରେ ଅଘଟଣ ।  ସମୁଦ୍ରରେ ସ୍ନାନ କରୁଥିବା ବେଳେ ରିପ୍ କରେଣ୍ଟ ନେଇଗଲା ମା’ ପୁଅଙ୍କ ଜୀବନ ।  ମୃତ ମା’ ପୁଅ ହେଉଛନ୍ତି ଝାଡ଼ଖଣ୍ଡ ରାଞ୍ଚି ଅଞ୍ଚଳର କୁସୁମ ଓ ଅଙ୍କିତ ଗୁପ୍ତା ।  ମା’ ପୁଅଙ୍କ ମୃତ୍ୟୁକୁ ନେଇ ପୁରୀ ହସ୍ପିଟାଲରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।  ତେବେ ଆଜି ସକାଳେ କୁସୁମ ଓ ଅଙ୍କିତ ପରିବାର ଲୋକଙ୍କ ସହ ପୁରୀ ଚକ୍ରତୀର୍ଥ ରୋଡ ପିଙ୍କ ହାଉସ ନିକଟ […]

ଓଡ଼ିଶା

ନବମ ଶ୍ରେଣୀ ଛାତ୍ରକୁ ଖଣ୍ଡାରେ ହାଣିଲା ଦଶମ ଶ୍ରେଣୀ ଛାତ୍ର

ବାଲେଶ୍ୱର : ନବମ ଶ୍ରେଣୀ ଛାତ୍ରକୁ ହାଣିଲା ଦଶମ ଶ୍ରେଣୀ ଛାତ୍ର । ବାଲେଶ୍ଵର ରେମୁଣା ଥାନା ଅନ୍ତର୍ଗତ ରେମୁଣା ଉଚ୍ଚ ବିଦ୍ୟାଳୟରେ ଘଟିଛି ଏହି ଅଘଟଣ । ଆଜି ସ୍କୁଲ୍ ରେ ବାର୍ଷିକ ଉତ୍ସବ ଚାଲିଥିବା ବେଳେ ଘଟିଛି ଏହି ଅଘଟଣ । କୌଣସି ବିବାଦକୁ ନେଇ ଦଶମ ଶ୍ରେଣୀ ଛାତ୍ର ନବମ ଶ୍ରେଣୀ ଛାତ୍ରଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଛି । ଆହତ ଛାତ୍ରକୁ ନେଇ ଫକିର ମୋହନ ମେଡ଼ିକାଲ କଲେଜ୍ ରେ ଭର୍ତ୍ତି କରାଯାଇଛି […]

ଓଡ଼ିଶା

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଶୁସମ୍ପଦ କର୍ମଚାରୀ

କଟକ : ୩୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବଡ଼ଚଣା ବ୍ଲକ ପଶୁସମ୍ପଦ କାର୍ଯ୍ୟାଳୟ କର୍ମଚାରୀ ।  କୁକୁଡ଼ା ଚାଷ ସ୍କିମ ସବସିଡ଼ି ପାଇଁ ନେଉଥିଲେ ଲାଞ୍ଚ ।  ବ୍ଲକ ଭେଟେନାରୀ ଅଫିସ କାର୍ଯ୍ୟକ୍ରମ ସହାୟକ ଶୁଭାଶିଷ ସାମଲ।  କୁକୁଡ଼ା ଚାଷ ସ୍କିମ ପ୍ରଥମ ପର୍ଯ୍ୟାୟ ସବସିଡ଼ି ୨ ଲକ୍ଷ ୧୬ ହଜାର ରିଲିଜ ପାଇଁ ନେଉଥିଲେ ଏହି ଲାଞ୍ଚ ।  ଏହାପରେ ଦ୍ୱିତୀୟ ପର୍ଯ୍ୟାୟ ସବସିଡ଼ି ପାଇଥାନ୍ତେ ହିତାଧିକାରୀ ।  ଲାଞ୍ଚ ଟଙ୍କା ଜବତ […]

LOKA SAMACHAR @2026. All Rights Reserved || Developed By CBSPL