ଜାତୀୟ

ଏଥର ବଜେଟରେ କଣ ସବୁ ହେଲା ଶସ୍ତା ଓ ମହଙ୍ଗା

ଶସ୍ତା ହେଲା : କର୍କଟ ଏବଂ ମଧୁମେହ ଔଷଧ କ୍ରୀଡା ସାମଗ୍ରୀ ସୋଲାର ସାମଗ୍ରୀ ମୋବାଇଲ ବ୍ୟାଟେରୀ ମାଇକ୍ରୋଓଭନ ଚମଡା ବିଦେଶ ଯାତ୍ରା ବାୟୋ ସିଏନଜି କପଡା ମହଙ୍ଗା ହୋଇଛି : ମଦ ଖଣିଜ ପଦାର୍ଥ ସ୍କ୍ରାପ୍ ସିଗାରେଟ୍ ପାନ ମସଲା ସୌଖୀନ ପୋଷାକ ତମାଖୁ ସାମଗ୍ରୀ ଆମଦାନୀ ଘଣ୍ଟା ବଜେଟରେ କର୍କଟ ଔଷଧ ଉପରେ ଆମଦାନୀ ଶୁଳ୍କ ହ୍ରାସ କରାଯାଇଛି। ୭ଟି ଗମ୍ଭୀର ରୋଗର ଔଷଧ ଶସ୍ତା ହୋଇଛି। ଏଥିରେ କର୍କଟ ଏବଂ ମଧୁମେହ ଅନ୍ତର୍ଭୁକ୍ତ। […]

ଜାତୀୟ

୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌

ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପିତ ଲଗାତାର ୯ମ ଥର ପାଇଁ ବଜେଟ୍‌ ଆଗତ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଗତ ୧୧ ବର୍ଷର ଆର୍ଥିକ ଅଭିବୃଦ୍ଧି ନେଇ ରଖିଲେ ତଥ୍ୟ ଅର୍ଥମନ୍ତ୍ରୀ ବିକଶିତ ଭାରତ ଲକ୍ଷ୍ୟ ନେଇ ଦେଶ ଆଗକୁ ବଢ଼ୁଛି ଚଳିତ ବଜେଟ୍ ଯୁବ ଶକ୍ତି ବଜେଟ୍ ହେବାକୁ ଯାଉଛି, କର୍ତ୍ତବ୍ୟ ଭବନରେ ଏହା ଆମର ପ୍ରଥମ ବଜେଟ୍ ଆମର ପ୍ରଥମ କର୍ତ୍ତବ୍ୟ ହେଉଛି ସବ୍‌କା ସାଥ୍ ସବ୍‌କା ବିକାଶ, ଆମ […]

ଓଡ଼ିଶା

୨୦୨୬-୨୭ ପୂର୍ଣ୍ଣାଙ୍ଗ ବଜେଟରେ ଓଡିଶା ପାଇଁ ବଡ ଘୋଷଣା

ଭୁବନେଶ୍ବର: ୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟରେ ନିର୍ମଳା ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଓଡ଼ିଶା ସମେତ ୫ଟି ରାଜ୍ୟରେ ବିରଳ ଖଣିଜ କରିଡର ନେଇ ଘୋଷଣା କରିଛନ୍ତି । କେରଳ, ଓଡ଼ିଶା, ତାମିଲନାଡୁ, ଛତିଶଗଡ ଓ ଝାଡଖଣ୍ଡରେ ଏହି କରିଡର ନିର୍ମାଣ ହେବ । ନିର୍ମଳା କହିଛନ୍ତି ଆମ ସରକାର ନିଯୁକ୍ତି ଓ ଉତ୍ପାଦନକୁ ଗୁରୁତ୍ୱ ଦେଇଛନ୍ତି । କେନ୍ଦ୍ର ପକ୍ଷରୁ ଓଡ଼ିଶାରେ […]

ଓଡ଼ିଶା

୧୬୭ ହିତାଧିକାରୀଙ୍କୁ ପକ୍କା ଘର ଦେବ ବିଏମ୍‌ସି

ଭୁବନେଶ୍ବର : ବିଏମ୍‌ସି ପକ୍ଷରୁ ୧୬୭ଜଣ ହିତାଧିକାରୀଙ୍କୁ ଲଟେରି ଜରିଆରେ ପକ୍କା ଘର ଆବଣ୍ଟନ କରାଯାଇଛି। ଚନ୍ଦ୍ରଶେଖରପୁର ବୁଦ୍ଧବିହାର ହାଉସିଂ ପ୍ରକଳ୍ପରେ ସାଲିଆସାହି, ସୁଭାଷ ବୋଷ ନଗର ବସ୍ତି, ମହାବୀର ବସ୍ତି, ମାଛ ମାର୍କେଟ ବସ୍ତି, ଜଗନ୍ନାଥବିହାର ଗୋପାଳ ବସ୍ତି, ସହିଦ ଲକ୍ଷ୍ମଣ ବସ୍ତି, ପଳାଶୁଣୀର ମୁଣ୍ଡାସାହି, ମା’ ଭଗବତୀ ବସ୍ତି, ମଙ୍ଗଳା ବସ୍ତି ଆଦି ୧୦ରୁ ଅଧିକ ବସ୍ତିର ଏହି ୧୬୭ଜଣ ହିତାଧିକାରୀଙ୍କୁ ପକ୍କାଘର ଦିଆଯାଇଛି। ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର […]

ଓଡ଼ିଶା

ନାବାଳିକାଙ୍କୁ ଗଣଦୁଷ୍କର୍ମ, ଥାନାରେ ଏତଲା

ସୋର: ବାଲେଶ୍ବର ସୋରରେ ଲଜ୍ଜା । ଟିଉସନରୁ ଫେରିବା ସମୟରେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ । ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ । ସୋର ଥାନା ଅଞ୍ଚଳରେ ଘଟିଛି ଘଟଣା । ଗତକାଲି ରାତିରେ ନାବାଳିକା ଜଣଙ୍କ ଟ୍ୟୁସନ୍ ସାରି ଫେରୁଥିବା ବେଳେ ଗାଁ ଛକ ନିକଟରେ ଦୁଇଜଣ ଯୁବକ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲେ । ନାବାଳିକା ଜଣଙ୍କ ପାଟି କରିବାରୁ ଦୁଇ ଯୁବକ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ସ୍ଥାନୀୟ ଲୋକଙ୍କ ଠାରୁ […]

ଓଡ଼ିଶା

୨୮ ଫେବୃଆରୀ ସୁଦ୍ଧା ପଞ୍ଜୀକରଣ ନକଲେ ସିଏମ୍ କିଷାନ ଯୋଜନାରୁ ବାଦ୍ ପଡ଼ିବେ ହିତାଧିକାରୀ

ଭୁବନେଶ୍ବର: ସିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ବଡ଼ ସୂଚନା । ସିଏମ୍ କିଷାନ ଯୋଜନାର ବାଧ୍ୟତାମୂଳକ ଆବଶ୍ୟକତା ଗୁଡ଼ିକ ପୂରଣ କରିନଥିବା ହିତାଧିକାରୀମାନଙ୍କ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କଲେ ରାଜ୍ୟ ସରକାର । ୨୮ ଫେବୃଆରୀ ମଧ୍ୟରେ ପଞ୍ଜୀକରଣ କରିନଥିବା ହିତାଧିକାରୀମାନେ ଯୋଜନାରୁ ବାଦ୍ ପଡ଼ି ପାରନ୍ତି । ପଞ୍ଜୀକରଣ ପାଇଁ ବାଧ୍ୟତାମୂଳକ ଆବଶ୍ୟକତା ଯେମିତି କି ବ୍ୟାଙ୍କ୍ ଖାତା ସହ ଆଧାର ସଂଯୋଗୀକରଣ, କୃଷକ ଓଡ଼ିଶା ପୋର୍ଟାଲ୍ରେ ପଞ୍ଜୀକରଣ ଭଳି ଆବଶ୍ୟକତା ଗୁଡ଼ିକ ପୂରଣ […]

ଓଡ଼ିଶା

ବଡ଼ବିଲରେ ବ୍ୟାଙ୍କ ଡକାୟତକୁ ଏନକାଉଣ୍ଟର

କେନ୍ଦୁଝର: ବ୍ୟାଙ୍କ ଡକାୟତକୁ ଏନକାଉଣ୍ଟର। କେନ୍ଦୁଝର ଜିଲ୍ଲା ବଡ଼ବିଲରେ କୁଖ୍ୟାତ ଅପରାଧୀ ସିପୁ କୁମାରକୁ ଗୁଳି । ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଡକାୟତିରେ ସମ୍ପୃକ୍ତ ଥିବା ସିପୁ କୁମାରକୁ ଏନକାଉଣ୍ଟର ହୋଇଛି । ଟାଙ୍କୁରା ନିକଟ ଏକ ଜଙ୍ଗଲରେ ପ୍ରଥମେ ପୋଲିସ ଉପରକୁ ଗୁଳି ଚଲାଇଥିଲା। ପୋଲିସର ପାଲଟା ଗୁଳିମାଡରେ ସିପୁ କୁମାର ଆହତ ହୋଇଛି। ଗୁରୁତର ଅବସ୍ଥାରେ ବଡ଼ବିଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତ କିଛି ଦିନ ତଳେ କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅଞ୍ଚଳରେ […]

ଜାତୀୟ

ମସ୍କୋ ଯିବେନି ଜେଲେନ୍‌ସ୍କି

କିଏଭ୍‌: ଯୁଦ୍ଧ ବିରତି ପ୍ରସଙ୍ଗରେ ଆଲୋଚନା କରିବାକୁ ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ତରଫରୁ ଯେଉଁ ଆମନ୍ତ୍ରଣ କରାଯାଇଥିଲା, ତାହାକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲଡୋମିର ଜେଲେନ୍‌ସ୍କି ପ୍ରତ୍ୟାଖ୍ୟାନ କରିଥିବା ଜଣାପଡିଛି। ଗୁରୁବାର ସାମ୍ବାଦିକଙ୍କ ସହ ଆଲୋଚନା ସମୟରେ ଜେଲେନ୍‌ସ୍କି କହିଛନ୍ତି ଯେ ଆଲୋଚନା ପାଇଁ ମସ୍କୋ ଗଲେ, ତାଙ୍କ ଜୀବନ ପ୍ରତି ବିପଦ ରହିଛି। ଯୁଦ୍ଧ ବନ୍ଦ ପ୍ରସଙ୍ଗରେ ପୁଟିନ କିମ୍ବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲୋଚନା କରିବାକୁ ସେ ପ୍ରସ୍ତୁତ ଅଛନ୍ତି, ତେବେ […]

ଜାତୀୟ

ମୋମୋ ଗୋଦାମ ଅଗ୍ନିକାଣ୍ଡ ଘଟଣାରେ ମମତା ସରକାରଙ୍କୁ କଡ଼ା ସମାଲୋଚନା କଲେ ଶାହ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ବିଜେପି ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିଶାଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ । କୋଲକତା ମୋମୋ ଗୋଦାମ ଅଗ୍ନିକାଣ୍ଡ ଘଟଣାରେ ମମତା ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଶାହ । ଶାହ ଶନିବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ବଡ଼ ଅଭିଯୋଗ କରିଛନ୍ତି ଯେ ତାଙ୍କ ସରକାର ରାଜ୍ୟରେ ମହିଳା,ଜମି ଏବଂ ଲୋକଙ୍କୁ (ମା,ମାଟି,ମାନୁଷ) ସୁରକ୍ଷା ଦେବାରେ ବିଫଳ ହୋଇଛି । କିନ୍ତୁ ନିର୍ବାଚନୀ ଲାଭ ପାଇଁ ଦୁର୍ନୀତି ଏବଂ ଅନୁପ୍ରବେଶକୁ […]

ଜାତୀୟ

ବେଲୁଚିସ୍ତାନର ୧୦ ସହର ଉପରେ କବଜା କଲା BLA, ୧୦ ପାକ୍ ଜବାନ ମୃତ

ବେଲୁଚିସ୍ତାନ: ବେଲୁଚିସ୍ତାନର ରାଜଧାନୀ କ୍ୱେଟାରେ ବେଲୁଚିସ୍ତାନ ଲିବରେସନ ଆର୍ମି (BLA) ଲଢ଼ୁଆମାନେ ଅନେକ ବଜାରକୁ ନିୟନ୍ତ୍ରଣ କରିଛନ୍ତି । ‘ଦି ବେଲୁଚିସ୍ତାନ ପୋଷ୍ଟ’, X ରେ ପୋଷ୍ଟ କରିଛି ଯେ BLA ଲଢ଼ୁଆମାନେ, ବଜାରଗୁଡ଼ିକୁ କବଜା କରୁଛନ୍ତି । ଏପର୍ଯ୍ୟନ୍ତ, ସେମାନେ ବେଲୁଚିସ୍ତାନର ପ୍ରାୟ ୧୦ଟି ସହରକୁ କବଜା କରିଛନ୍ତି । ଏଥିରେ ଅନେକ ବଜାର ଏବଂ ପୋଲିସ ପୋଷ୍ଟ ସାମିଲ୍ । ଭିଡିଓରେ, ଲଢ଼ୁଆମାନେ ବଜାରରେ ବୁଲୁଥିବାର ଦେଖାଯାଉଛି । ଏହି ସମୟରେ, ପାକିସ୍ତାନୀ ସୈନିକ ପୋଷ୍ଟ […]

LOKA SAMACHAR @2026. All Rights Reserved || Developed By CBSPL