ଓଡ଼ିଶା

ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଦେଖିଲେ ମୁଖ୍ୟମନ୍ତ୍ରୀ, ପେସେନ୍ସ ରଖି ପାଠ ପଢିବାକୁ ଦେଲେ ପରାମର୍ଶ

ଭୁବନେଶ୍ବର: ପ୍ରତି ବର୍ଷ ଫେବୃଆରୀ, ମାର୍ଚ୍ଚ ମାସ ଆସିଲେ, ଆସିଯାଏ ସ୍କୁଲ୍ କଲେଜ୍‌ରେ ପରୀକ୍ଷାର ସମୟ। ଛାତ୍ରଛାତ୍ରୀଙ୍କର ମନୋବଳ ଦୃଢ କରିବା ପାଇଁ କେବଳ ପିତାମାତା, ଶିକ୍ଷକ ଶିକ୍ଷୟିତ୍ରୀ ନୁହନ୍ତି, ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଛନ୍ତି ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ। ଆଜି ଏହି ପରିପ୍ରେକ୍ଷୀରେ ପରୀକ୍ଷା ପେ ଚର୍ଚ୍ଚାର ନବମ ସଂସ୍କରଣ ୨୦୨୬ ଶିକ୍ଷା ବର୍ଷର ପରୀକ୍ଷାର୍ଥୀ ମାନଙ୍କ ସହ ଭୁବନେଶ୍ବର ୟୁନିଟ୍ ୧ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ […]

ଓଡ଼ିଶା

ବିଜେଡିର ୧୨ ଟି ସାଂଗଠନିକ ଜିଲ୍ଲାର ନୂଆ କମିଟି ଗଠିତ

ଭୁବନେଶ୍ୱର : ୧୨ ଟି ସାଂଗଠନିକ ଜିଲ୍ଲାର ନୂଆ କମିଟି ଗଠନ କଲା ବିଜେଡି ।  ପୂର୍ବରୁ ୧୧ଟି ଜିଲ୍ଲାର କମିଟି ଗଠିତ ହୋଇଥିଲା ।  ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଆଜି ୧୨ ଜିଲ୍ଲା ଯଥା ବରଗଡ,ରାୟଗଡା, କୋରାପୁଟ, ନୂଆପଡା, ଢେଙ୍କାନାଳ, ଜଗତସିଂହପୁର, ନବରଙ୍ଗପୁର,ବଲାଙ୍ଗୀର,କଟକ , ମୟୁରଭଞ୍ଜ ୧,ମୟୁରଭଞ୍ଜ ୨ ଓ ଯାଜପୁର ପାଇଁ ନୂଆ କମିଟି ଗଠନ କରାଯାଇଛି ।  ପୂର୍ବରୁ ଗତ ଡ଼ିସେମ୍ବର ୨୭ ତାରିଖରେ  କଳାହାଣ୍ଡି,ଝାରସୁଗୁଡା,ସୁନ୍ଦରଗଡ଼, ମାଲକାନଗିରି, […]

ଓଡ଼ିଶା

ଆତ୍ମସମର୍ପଣ କଲେ ୧୫ ମାଓବାଦୀ, ମାଓମୁକ୍ତ ହେଲା ବୌଦ୍ଧ ଜିଲ୍ଲା

କନ୍ଧମାଳ :  ଟପ ମାଓ ନେତା ନିଖିଲ ଓ ଇନ୍ଦୁଙ୍କ ସମେତ ୧୫  ଜଣ ମାଓବାଦୀ ରାୟଗଡ଼ା ଏସପିଙ୍କ ନିକଟରେ  ଆତ୍ମସମର୍ପଣ  କରିଛନ୍ତି  I  ଓଡିଶା ରାଜ୍ୟ କମିଟି ସଦସ୍ୟ ସି. ପି. ଆଇ (ମାଓବାଦୀ) ନିଖିଲ (ନିରଞ୍ଜନ ରାଉତ ), ଇନ୍ଦୁ (ଅଙ୍କିତା, ରଶ୍ମିତା ଲେଙ୍କା ) ଙ୍କ ସମେତ ଅନ୍ୟାନ୍ୟ ମାଓ କ୍ୟାଡ଼ର  ସଶସ୍ତ୍ର ଆତ୍ମ ସମର୍ପଣ କରିଛନ୍ତି।  କ୍ରାନ୍ତି ରାସ୍ତା ତ୍ୟାଗ କରି ଭାରତୀୟ ସମ୍ବିଧାନ ଅନୁସାରେ ଗଣତାନ୍ତିକ ପଦ୍ଧତିରେ କାର୍ଯ୍ୟ କରିବା […]

ଓଡ଼ିଶା

ସହରାଞ୍ଚଳରେ ଗରିବଙ୍କୁ ଭଡ଼ାରେ ଘର ଦେବେ ସରକାର

ଭୁବନେଶ୍ୱର : ସହରାଞ୍ଚଳରେ ରହୁଥିବା ଗରିବଙ୍କୁ ଭଡ଼ାରେ ଘର ଦେବେ ସରକାର ା ସହରାଂଚଳରେ ବସବାସ କରୁଥିବା ସ୍ବଳ୍ପଆୟକାରୀ ବର୍ଗର ଲୋକଙ୍କୁ ଘର ଭଡ଼ା ଦେବେ ସରକାର । ଅବ୍ୟବହୃତ ସରକାରୀ ଘରକୁ ଭଡ଼ା ସୂତ୍ରରେ ଦିଆଯିବ । ସରକାରୀ ଘର ଚିହ୍ନଟ ପାଇଁ ଗୃହ ଏବଂ ନଗର ଉନ୍ନୟନ ବିଭାଗର ଚିଠି। ଏନେଇ ବିଭିନ୍ନ ବିଭାଗକୁ ଚିଠି ଲେଖାଯାଇଛି। ଓଡ଼ିଶାରେ ଗରିବ ଓ କର୍ମଜୀବୀ ଲୋକଙ୍କ ପାଇଁ ଶସ୍ତା ଭଡ଼ା ଘର ବ୍ୟବସ୍ଥା କରିବେ ରାଜ୍ୟ ସରକାର […]

ଓଡ଼ିଶା

ବିଶ୍ୱସ୍ତରୀୟ ଇକୋ ଟୁରିଜମ୍ ହବ୍ ପାଲଟିବ ସାତକୋଶିଆ ଆଭୟାରଣ୍ୟ

ଅନୁଗୋଳ: ବଦଳିବ ଅନୁଗୋଳ ଜିଲ୍ଲାରେ ଥିବା ସାତକୋଶିଆ ଅଭୟାରଣ୍ୟର କଳେବର । ବିଶ୍ୱସ୍ତରୀୟ ଇକୋ ଟୁରିଜମ୍ ହବ୍ ପାଲଟିବ ସାତକୋଶିଆ ଆଭୟାରଣ୍ୟ । ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟରେ ତିଆରି ହେବ ଅତ୍ୟାଧୁନିକ ଭିତ୍ତିଭୂମି । ଏନେଇ ସୂଚନା ଦେଇଛନ୍ତି ସାତକୋଶିଆ ବନ୍ୟ ପ୍ରାଣୀ ଅଭୟାରଣ୍ୟର DFO । ସାତକୋଶିଆ DFO ଗଦାଧର ପାତ୍ର ଏହି ସୂଚନା ଦେବା ସହିତ କହିଛନ୍ତି ୯୯ କୋଟି ୭୫ ଲକ୍ଷର ସବିଶେଷ ପ୍ରକଳ୍ପ ରିପୋର୍ଟ ଡିପିଆରକୁ ରାଜ୍ୟ ସରକାର ଅନୁମୋଦନ […]

ଓଡ଼ିଶା

ଛାତ୍ରୀନିବାସରୁ ଦୁଇ ଅନ୍ତେବାସୀ ନିଖୋଜ

ମୟୂରଭଞ୍ଜ: ହଷ୍ଟେଲରୁ ଗାଏବ ଦୁଇ ଅନ୍ତେବାସିନୀ । ୧୪ ଘଣ୍ଟା ପରେବି ମିଳୁନି ପତ୍ତା । ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ରାଢୋ କେଜିବିଭି ବିଦ୍ୟାଳୟର ଘଟଣା । ଷଷ୍ଠରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ୧୫୮ ଜଣ ଛାତ୍ରୀ ହଷ୍ଟେଲରେ ରୁହନ୍ତି । ସେଥି ମଧ୍ୟରୁ ୨ ଷଷ୍ଠ ଶ୍ରେଣୀ ଛାତ୍ରୀ ଗତକାଲି ରାତିରୁ ଗାଏବ ଅଛନ୍ତି । ଅନେକ ଖୋଜାଖୋଜି ପରେ ମଧ୍ୟ ଏପର୍ଯ୍ୟନ୍ତ ନିଖୋଜ ଛାତ୍ରୀଙ୍କ ପତ୍ତା ମିଳିନାହିଁ । ପିଲାଙ୍କୁ ନପାଇ ଚିନ୍ତାରେ ଅଭିଭାବକ […]

ଓଡ଼ିଶା

ନାବାଳିକାକୁ ଅସଦାଚରଣ ପରେ ହତ୍ୟା

ରାଉରକେଲା : ରାଉରକେଲା ସହରର ପୁଣି ଲଜ୍ଜ୍ୟା । ନାବାଳିକାକୁ ଅସଦାଚରଣ ପରେ ହତ୍ୟା । ରାଉରକେଲା ବିଶ୍ରା ଥାନା ଅଞ୍ଚଳର ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ହତ୍ୟା ଅଭିଯୋଗ ହୋଇଛି । ଗତକାଲି ସ୍କୁଲକୁ ଯାଇ ଆଉ ଫେରିନଥିଲେ ଛାତ୍ରୀ ଜଣକ। ବହୁ ଖୋଜାଖୋଜି ପରେ ନିକଟସ୍ଥ ଜଙ୍ଗଲରୁ ମୁର୍ମୁଷୁ ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରିଥିଲେ । ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ନାବାଳିକାଙ୍କୁ ମୃତ ଘୋଷଣା […]

ଓଡ଼ିଶା

ଗୋଷ୍ଠୀ ସଂଘର୍ଷ: ଜଣେ ମୃତ, ୩ ଗୁରୁତର

ବରଗଡ଼: ବରଗଡ଼ ହାଟପଦା ସାଇ ମନ୍ଦିର ନିକଟରେ ଗୋଷ୍ଠୀ ସଂଘର୍ଷ । ଜଣେ ମୃତ, ୩ ଜଣ ଗୁରୁତର । ଗୋଷ୍ଠୀ ସଂଘର୍ଷର କାରଣ ଅସ୍ପଷ୍ଟ ରହିଛି। ଗତକାଲି୨ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ଓ ପରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଭୁଜାଲି ଆକ୍ରମଣରେ ଜଣେ ଗୁରୁତର ଦୁଇ ଆହତ ହୋଇଥିଲେ। ମୃତକ କଲେଜ ରୋଡ଼ ଅଞ୍ଚଳର ଦେବାଶିଷ ଲୁହା। ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସମସ୍ତଙ୍କୁ ବରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି […]

ଓଡ଼ିଶା

ଡ୍ରାଗନ ଦୋଳି ଛିଡ଼ି ୪ ଗୁରୁତର

ପୋଲସରା: ଛିଡ଼ିଲା ମୀନାବଜାରର ଡ୍ରାଗନ ଦୋଳି। ଦୁର୍ଘଟଣାରେ ଚାରିରୁ ଉର୍ଦ୍ଧ୍ବ ଗୁରୁତର।  ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଦେଓଗାଁରେ ଚାଲିଥିବା ନାମଯଜ୍ଞରେ ଅଘଟଣ ।  ଯାତ୍ରାରେ ଲାଗିଥିବା ମୀନାବଜାର ଡ୍ରାଗନ ଟ୍ରେନ ଦୋଳିର ଗୋଟିଏ ବଗି ଛିଣ୍ଡିଯାଇ ୭ଜଣ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଚାରି ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ପ୍ରଥମେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।  ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।  ଖବରପାଇ କବିସୂର୍ଯ୍ୟନଗର ପୋଲିସ ପହଞ୍ଚି ତଦନ୍ତ […]

ଓଡ଼ିଶା

ପୋଲିସ ଗୁଳିରେ ଟଳିଲା କୁଖ୍ୟାତ ମାଓବାଦୀ

ମାଲକାନଗିରି: ପୋଲିସ ଗୁଳିରେ କୁଖ୍ୟାତ ମାଓବାଦୀ ନିହତ ।  ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ତରେମ ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା ।  ପୋଲିସ ଏନକାଉଣ୍ଟରରେ ଦକ୍ଷିଣ ବସ୍ତର ମାଓ ସଂଗଠନର DVCM କ୍ୟାଡର କୁଖ୍ୟାତ ମାଓବାଦୀ ଉଦ୍ଧମ ସିଂ ନିହତ । ଘଟଣାସ୍ଥଳରୁ ଗୋଟିଏ ଅଟମେଟିକ ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ସୁରକ୍ଷାକର୍ମୀ ।  ମୃତ ମାଓବାଦୀ ଉପରେ ୮ଲକ୍ଷ ଟଙ୍କା ପୁରସ୍କାର ରହିଥିଲା […]

LOKA SAMACHAR @2026. All Rights Reserved || Developed By CBSPL