ଓଡ଼ିଶା

ଭାରସାମ୍ୟ ହରାଇ ଓଲଟିଲା ବସ୍, ୩୦ରୁ ଅଧିକ ଯାତ୍ରୀ ଆହତ

ରାଜନଗର: ଓଲଟିଲା ବସ । ୩୦ରୁ ଅଧିକ ଯାତ୍ରୀ ଆହତ । କଟକରୁ ରାଜନଗର ରଙ୍ଗଣୀ ଯାଉଥିବା ବେଳେ ଭାରସାମ୍ୟ ହରାଇ କଖାରୁଣୀ ଛକ ନିକଟରେ ବସ ଦୁର୍ଘଟଣା । ରାସ୍ତା ତଳକୁ ଘରୋଇ ବସ ଓଲଟିପଡ଼ିଛି । ଦୁର୍ଘଟଣାରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ପଟ୍ଟାମୁଣ୍ଡାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଏକ ଘରୋଇ ବସ୍ କଟକରୁ ଯାତ୍ରୀମାନଙ୍କୁ ନେଇ ରାଜନଗର ରଙ୍ଗଣୀ ଅଭିମୁଖେ ଯାଉଥିଲା। ତେବେ କଖାରୁଣୀ ଛକ […]

ଓଡ଼ିଶା

ଭତ୍ତା ପାଇଁ ବର୍ଷାରେ ଭିଜି ରାସ୍ତାରେ ବିକ୍ଷୋଭ କଲେ ହିତାଧିକାରୀ

ଉଦଳା: ବର୍ଷାରେ ଭିଜି ଭିଜି ଚାଲିଛି ରାସ୍ତାରୋକ । ଭତ୍ତା ପାଇଁ ବିକ୍ଷୋଭ କରୁଛନ୍ତି ବୃଦ୍ଧ ବୃଦ୍ଧା । ମୟୂରଭଞ୍ଜ ଜିଲ୍ଲା ଶରତ ଛକରେ ରାସ୍ତାରୋକ । ୭ ଘଣ୍ଟାରୁ ଅଧିକ ହେବ ବୃଦ୍ଧ ବୃଦ୍ଧା ମାନେ ବିକ୍ଷୋଭରେ ବସିଛନ୍ତି । ଲଗାଣ ବର୍ଷାରେ ଭିଜି ଭିଜି ନିଜର ହକ୍ ମାଗୁଛନ୍ତି ବିକ୍ଷୋଭ କାରୀ । ଭତ୍ତା ପାଇଁ ବର୍ଷାରେ ଭିଜି ଭିଜି ରାସ୍ତାରୋକ। ନିଜର ହକ୍ ଓ ଅଧିକାର ପାଇଁ ଲଗାଣ ବର୍ଷାକୁ ଖାତିର ନକରି ରାସ୍ତା […]

ଓଡ଼ିଶା

ଚାକିରି କରାଇ ଦେବା ଆଳରେ କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ଠକେଇ, ଅଭିଯୁକ୍ତ ଗିରଫ

ଭଦ୍ରକ: ଚାକିରି କରାଇଦେବା ନାଁରେ ଏକ କୋଟି ଟଙ୍କା ଠକେଇ। ଠକକୁ ଦୀଘାରୁ ବାନ୍ଧିଲା ଭଦ୍ରକ ପୁଲିସ । ସରକାରୀ ଚାକିରୀ କରାଇ ଦେବା ନାଁରେ ଠକୁଥିବା ଜଣେ ଠକକୁ ଦୀଘାରୁ ବାନ୍ଧିଛି ଭଦ୍ରକ ଟାଉନ ପୋଲିସ । ଅଭିଯୁକ୍ତ ଯୁବକ ଜଣକ ହେଲେ ଧାମନଗର ଥାନା ଚୁଡ଼ାକୁଟି ଅଞ୍ଚଳର ଜଗନ୍ନାଥ ବାହାଳିଆ । ସେ ଭଦ୍ରକ ଟାଉନ ଥାନା ଅଧିନ ଜଗନ୍ନାଥପୁର ଅଞ୍ଚଳରେ ରହି ଏଭଳି ଠକାମୀ ଚଳାଇଥିଲା । ବଡ଼ ବଡ଼ ଲୋକଙ୍କ ସହ ସଂପର୍କ […]

ଓଡ଼ିଶା

୫ ଦିନ ଠପ୍ ହେବ ବ୍ୟାଙ୍କ କାରବାର, ୧୧ରେ ଧର୍ମଘଟ ପରେ ସାପ୍ତାହିକ ଓ ପାର୍ବଣ ଛୁଟି

ଭୁବନେଶ୍ୱର : ଆସନ୍ତ ୧୧ରୁ ଲଗାତାର ୫ ଦିନ ବନ୍ଦ ରହିବ ବ୍ୟାଙ୍କ । ​ ଧର୍ମଘଟ ସହ ସାପ୍ତାହିକ ଓ ପର୍ବପର୍ବାଣି ଛୁଟି । ଠପ୍ ହେବ କାରବାର । ବ୍ୟାଙ୍କ କର୍ମଚାରୀ ସଂଘର ଧର୍ମଘଟ ଡାକରା ସାଙ୍ଗକୁ ଦ୍ୱିତୀୟ ଶନିବାର, ରବିବାର ଏବଂ ପର୍ବପର୍ବାଣି ଛୁଟି ପଡ଼ୁଥିବାରୁ ଆସନ୍ତା ସପ୍ତାହରେ ବ୍ୟାଙ୍କିଂ କାରବାର ସମ୍ପୂର୍ଣ୍ଣ ପ୍ରଭାବିତ ହେବାକୁ ଯାଉଛି । ପାର୍ବଣ ଋତୁ ଆରମ୍ଭରେ ଏଭଳି ଦୀର୍ଘ ଦିନର ବନ୍ଦ ଯୋଗୁଁ ସାଧାରଣ ଗ୍ରାହକଙ୍କଠାରୁ ଆରମ୍ଭ […]

ଓଡ଼ିଶା

ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଳ ଟ୍ରାକ୍‌କୁ ମଞ୍ଜୁରୀ, ରାଜ୍ୟରେ ଆହୁରି ସୁଦୃଢ଼ ହେବ ରେଳ ଭିତ୍ତିଭୂମି

ଭୁବନେଶ୍ବର: ଓଡ଼ିଶା ସମେତ ୫ଟି ରାଜ୍ୟର ରେଳ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଳ ଟ୍ରାକ୍‌ ସମ୍ପ୍ରସାରଣ ପ୍ରକଳ୍ପକୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟି ପକ୍ଷରୁ ଅନୁମୋଦନ ମିଳିଛି। ଏହା ସହ ଆଉ ଦୁଇଟି ପ୍ରମୁଖ ରେଳ ସମ୍ପ୍ରସାରଣ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରୀ ମିଳିଛି। ମଞ୍ଜୁର ହୋଇଥିବା ୩ଟି ପ୍ରମୁଖ ରେଳ ପ୍ରକଳ୍ପ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଓ ଛତିଶଗଡ଼କୁ ସଂଯୋଗ […]

ଓଡ଼ିଶା

ସ୍କ୍ରବଟାଇଫସ୍ ନିୟନ୍ତ୍ରଣ ପାଇଁ ପ୍ରତିଷେଧମୂଳକ ବ୍ୟବସ୍ଥାକୁ ଗୁରୁତ୍ବ, ଆତଙ୍କିତ ନହେବାକୁ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ଵର: ସ୍କ୍ରବ୍ ଟାଇଫସ୍‌କୁ ନେଇ ତତ୍ପର ହୋଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଯେଉଁ ଅଞ୍ଚଳରେ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ ହେବେ, ସେଠାକୁ ଡାକ୍ତରୀ ଟିମ୍ ପଠାଯିବ। ରୋଗ ଯେପରି ଅନ୍ୟ ଅଞ୍ଚଳକୁ ନ ବ୍ୟାପେ, ସେଥିପାଇଁ ସଚେତନତା ସହ ନିୟନ୍ତ୍ରଣମୂଳକ ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ଏହାକୁ ନିୟନ୍ତ୍ରଣ ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା ବେଳେ, ରାଜ୍ୟରେ ଚିହ୍ନଟ ହୋଇଥିବା ସନ୍ଦିଗ୍ଧ ସ୍କ୍ରବ୍ ଟାଇଫସ୍ କ୍ଲଷ୍ଟରକୁ ନେଇ ଆତଙ୍କିତ ନହେବା […]

ଓଡ଼ିଶା

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା, ମୋବାଇଲ ଟର୍ଚ୍ଚରେ ଚାଲିଛି ରୋଗୀ ସେବା

ପିପିଲି: ମୋବାଇଲ ଟର୍ଚ୍ଚରେ ରୋଗୀସେବା । ଜାତୀୟ ରାଜପଥ ୩୧୬ ପାର୍ଶ୍ବରେ ଥିବା ପୁରୀର ସାକ୍ଷୀଗୋପାଳ ଡାକ୍ତରଖାନାରୁ ଆସିଛି ଏଭଳି ଅଭିଯୋଗ। ସନ୍ଧ୍ୟାରେ ବିଦ୍ୟୁତ ସରବରାହ ବନ୍ଦ ହୋଇଯିବାରୁ ଡ୍ରେସିଂ ରୁମ, ମେଲ୍ ୱାର୍ଡ ଓ ଡାଇରିଆ ୱାର୍ଡ ପ୍ରାୟ ଏକ ଘଣ୍ଟା ଧରି ଅନ୍ଧାରରେ ରହିଥିଲା । ଫଳରେ ଡାକ୍ତରମାନେ ମୋବାଇଲ ଟର୍ଚ୍ଚରେ ରୋଗୀଙ୍କୁ ଚିକିତ୍ସା କରିଥିଲେ । ଏଭଳି ଅବ୍ୟବସ୍ଥାକୁ ନେଇ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । […]

ଓଡ଼ିଶା

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ୫ ଦିନିଆ ଦୁବାଇ ଗସ୍ତ, ସୁଦୃଢ଼ ହେବ ୟୁଏଇ ସହିତ ଓଡ଼ିଶାର ଆର୍ଥିକ ସମ୍ପର୍କ

ଭୁବନେଶ୍ବର: ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆବୁଧାବିରେ ପହଞ୍ଚିଛନ୍ତି। ଏହାସହ ସଂଯୁକ୍ତ ଅରବ ଏମିରେଟ୍ସ (ୟୁଏଇ)ରେ ଓଡ଼ିଶାର ଉଚ୍ଚସ୍ତରୀୟ ନିବେଶ ଅଭିଯାନର ଶୁଭାରମ୍ଭ ହୋଇଛି। ସେପ୍ଟେମ୍ବର ୯ ରୁ ୧୧ ପର୍ଯ୍ୟନ୍ତ ପ୍ରମୁଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ସେପ୍ଟେମ୍ବର ୧୨ରେ ସେ ଭାରତ ଫେରିବାର କାର୍ଯ୍ୟକ୍ରମ ରହିଛି। ୟୁଏଇ ସହିତ ଓଡ଼ିଶାର ଆର୍ଥିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ନିବେଶ, ମାନୁଫ୍ୟାକଚରିଂ, ଭିତ୍ତିଭୂମି, ଶକ୍ତି ଓ ଏମର୍ଜିଂ ଇଣ୍ଡଷ୍ଟ୍ରି କ୍ଷେତ୍ରରେ ଭାଗିଦାରୀ […]

ଜାତୀୟ

ଦିଲ୍ଲୀ ବିଧାନସଭାକୁ ବୋମାରେ ଉଡ଼ାଇବାକୁ ଧମକ, ଖଲିସ୍ତାନୀ ସଂଗଠନ ପଠାଇଥିବା ଆଶଙ୍କା

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭାକୁ ବୋମାରେ ଉଡ଼ାଇବାକୁ ଧମକ । ଧମକ ମିଳିବା ପରେ ଆତଙ୍କ ଖେଳିଯାଇଛି । ସକାଳ ୮.୩୯ରେ ଦିଲ୍ଲୀ ବିଧାନସଭା ସ୍ପିକରଙ୍କ ଅଫିସିଆଲ ୱେବସାଇଟକୁ ଧମକପୂର୍ଣ୍ଣ ଇମେଲ ଆସିଥିଲା । ଦିଲ୍ଲୀ ବିଧାନସଭା ପରିସରକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଥିଲା । ଇମେଲ ମିଳିବା ପରେ ପୋଲିସ ସର୍ଚ୍ଚ ଅପରେସନ ଜାରି ରଖିଛି । ଖବର ମୁତାବକ, ଦିଲ୍ଲୀ ବିଧାନସଭାକୁ ସକାଳ ୮.୩୯ ସମୟରେ ବାଚସ୍ପତିଙ୍କ ଅଫିସିଆଲ ୱେବସାଇଟକୁ ଧମକପୂର୍ଣ୍ଣ ଇମେଲ ଆସିଥିଲା । […]

ଜାତୀୟ

ବୋଲେରୋ-ଟ୍ରକ ମୁହାଁମୁହିଁ ଧକ୍କା, ୬ ମୃତ, ୭ ଗୁରୁତର

ମହାରାଷ୍ଟ୍ର : ଗୋଣ୍ଡିଆ-ବାଲାଘାଟ ରାଜ୍ୟ ରାଜପଥରେ ସୋମବାର ବିଳମ୍ବିତ ରାତିରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ନାଗରା ଗାଁ ନିକଟରେ ଏକ ଦ୍ରୁତଗାମୀ ଟ୍ରକ୍ ଶ୍ରମିକଙ୍କୁ ନେଇ ଯାଉଥିବା ବୋଲେରୋକୁ ସାମ୍ନାପଟୁ ଜୋରଦାର ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ୩ ବର୍ଷର ଶିଶୁ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ପୋଲିସ ସୂଚନା ମୁତାବକ, ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲାର କିରଣାପୁର ଓ ଲାଞ୍ଜି ତହସିଲ ଅଞ୍ଚଳର ବିଭିନ୍ନ […]

LOKA SAMACHAR @2026. All Rights Reserved || Developed By CBSPL