ଓଡ଼ିଶା

ନୂଆ ଦଳ ପାଇଁ ୧୨ ତାରିଖରେ ପଡିବ ମୂଳଦୁଆ: ମହମ୍ମଦ ମୋକିମ

ଭୁବନେଶ୍ୱର: ନୂଆ ଦଳ ଗଠନ ନେଇ ବଡ ସୂଚନା ଦେଲେ ମହମ୍ମଦ ମୋକିମ । ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ଆସନ୍ତା ୧୨ ତାରିଖ ଅର୍ଥାତ୍ ଜାତୀୟ ଯୁବ ଦିବସରେ ନୂଆ ଦଳ ପାଇଁ ମୂଳଦୁଆ ପଡ଼ିବ । ମାର୍ଚ୍ଚ ଶେଷ ସପ୍ତାହରେ ନୂଆ ଦଳ ଗଠିତ ହେବ । ମୋକିମ କହିଛନ୍ତି ଯେ, ଉପକୂଳ ଜିଲ୍ଲାର ଯୁବ ନେତୃତ୍ୱ ଏକାଠି ହେବେ । ଦଳରେ ଯୁବକଙ୍କୁ ପ୍ରାଧାନ୍ୟ ଦିଆଯିବ । ଦଳର […]

ଓଡ଼ିଶା

ବାଲେଶ୍ବରରେ ବାୟୁ ପ୍ରଦୂଷଣ କଟକଣା, ସନ୍ଧ୍ୟା ୬ ରୁ ସକାଳ ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ ନିର୍ମାଣ କାର୍ଯ୍ୟ

ବାଲେଶ୍ବର : ବାଲେଶ୍ବରରେ ଲାଗିଲା ବାୟୁ ପ୍ରଦୂଷଣ କଟକଣା ।  ବାଲେଶ୍ବର ପୌରପାଳିକା ଓ ଅନ୍ୟ ଏନଏନସି ପାଇଁ କଟକଣା ଜାରି କଲେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ। ବାୟୂପ୍ରଦୂଷଣ ମାତ୍ରା ଅତ୍ୟଧିକ ବୃଦ୍ଧି ପାଇବା ପରେ କଟକଣା ଜାରି କରିଛି ବାଲେଶ୍ବର ଜିଲ୍ଲା ପ୍ରଶାସନ ।  ସନ୍ଧ୍ୟା ୬ ରୁ ସକାଳ ୧୦ଟା ପର୍ଯ୍ୟନ୍ତ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଯାଇଛି । ସହରର ମୁଖ୍ୟ ରାସ୍ତା, ଜାତୀୟ ରାଜପଥ ଆଦି ସ୍ଥାନରେ ୩ […]

ଜାତୀୟ

ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରେ ଗ୍ୟାସ୍ ଲିକ୍, ଅନେକ ସ୍ଥାନରେ ଲାଗିଲା ନିଆଁ

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶ ଆମ୍ବେଦକର କୋନାସୀମା ଜିଲ୍ଲାରେ ଗ୍ୟାସ୍ ଲିକ୍ । ରାଜୋଲୁ ଟାଉନରେ ଇରୁସୁମାଣ୍ଡା ଏବଂ ମଲିକପୁରମ ମଣ୍ଡଳରେ ଓଏନଜିସି ଗ୍ୟାସ ଲିକ୍ ଯୋଗୁଁ ଆତଙ୍କ ଖେଳିଯାଇଛି । ଗ୍ୟାସ୍ ଲିକ୍ ଯୋଗୁଁ ବିଭିନ୍ନ ସ୍ଥାନରେ ନିଆଁ ଲାଗିଥିବା ଜଣାପଡିଛି । ସ୍ଥାନୀୟ ଲୋକ ଗ୍ୟାସ୍ ଲିକ୍ ନେଇ ଓଏନଜିସି ଅଧିକାରୀଙ୍କୁ ସୂଚନା ଦେଇଥିଲେ । ଏହା ଜଣାପଡିବା ସ୍ଥାନୀୟ ଅଞ୍ଚଳକୁ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଗ୍ନିଶମ ଟିମର ଜଣେ ଅଧିକାରୀଙ୍କ କହିବା ମୁତାବକ, […]

ଜାତୀୟ

ବିହାରରେ ପହଞ୍ଚିଲା ବିଶ୍ବର ସବୁଠୁ ବଡ଼ ଶିବଲିଙ୍ଗ, ୧୭ ତାରିଖରେ ରାମାୟଣ ମନ୍ଦିରରେ ହେବ ସ୍ଥାପିତ

ବିହାର : ତାମିଲନାଡୁ ମହାବଳୀପୁରମରୁ ବିହାର ଗୋପାଳଗଞ୍ଜରେ ପହଞ୍ଚିଲା ବିଶ୍ବର ସବୁଠୁ ବଡ଼ ଶିବଲିଙ୍ଗ । ଏହି ଶିବଲିଙ୍ଗର ଲମ୍ବା ୩୩ ଫୁଟ ରହିଥିବା ବେଳେ ଓଜନ ୨୧୦ ମେଟ୍ରିନ ଟନ୍ ରହିଛି । ଏହି ବିଶାଳ ଶିବଲିଙ୍ଗର ସ୍ଥାପନା ୧୭ ଜାନୁଆରୀରେ କେସରିୟାର ପ୍ରଖଣ୍ଡ ସ୍ଥିତ ବିରାଟ ରାମାୟଣ ମନ୍ଦିରରେ ବିଧିବିଧାନରେ ସ୍ଥାପିତ ହେବ । ତାମିଲନାଡୁର ମହାବଳୀପୁରମରୁ ୨୧ ନଭେମ୍ବରରେ ବାହାରିଥିଲା ଶିବଲିଙ୍ଗ । ପାଖାପାଖି ୪୫ ଦିନ ଯାତ୍ରା କରି ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, […]

ଜାତୀୟ

ମମତା ବାନାର୍ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ନିଜର ୭୧ ତମ ଜନ୍ମଦିନ ପାଳନ କରୁଛନ୍ତି । ବିଭିନ୍ନ ରାଜନୈତିକ ପାର୍ଟି ତରଫରୁ ତାଙ୍କୁ ଶୁଭେଚ୍ଛା ଜଣାଯାଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମମତା ବାନାର୍ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହିତ ସୁସ୍ଥ ସ୍ବାସ୍ଥ୍ୟ ଏବଂ ଦୀର୍ଘାୟୁ କାମନା କରିଛନ୍ତି । ମୋଦି ଏକ୍ସରେ ଲେଖିଛନ୍ତି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ […]

ଜାତୀୟ

ଦିଲ୍ଲୀ ବିସ୍ଫୋରଣ: ଉମର ଓ ଇମାମଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗା ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ସୁପ୍ରିମକୋର୍ଟ ଉମର ଖାଲିଦ ଏବଂ ଶରଜିଲ ଇମାମଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି । ଘଟଣାରେ ଜଡିତ ଅନ୍ୟ ୫ ଅଭିଯୁକ୍ତଙ୍କୁ ଜାମିନ ମିଳିଛି । ଜଷ୍ଟିସ ଅରବିନ୍ଦ କୁମାର ଏବଂ ଜଷ୍ଟିସ ଏନବି ଅଞ୍ଜାରିଆ ମାମଲାକୁ ଶୁଣାଣି କରୁଥିଲେ । ଉଭୟ ବିଚାରପତିଙ୍କୁ ନେଇ ଏକ ଖଣ୍ଡପୀଠ ଗଠିତ ହୋଇଥିଲା । ଖଣ୍ଡପୀଠ କହିଛନ୍ତି ଯେ, ଉମର ଖାଲିଦଙ୍କୁ ବେଲ୍ ମିଳିବ ନାହିଁ । ଏହାସହ […]

ଜାତୀୟ

ଆମେରିକା ଉପରାଷ୍ଟ୍ରପତିଙ୍କ ଘର ଉପରେ ଆକ୍ରମଣ

ଆମେରିକା : ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଘର ଉପରେ ଆକ୍ରମଣ । ଘଟଣାରେ ସୁରକ୍ଷାକର୍ମୀ ଜଣେ ସନ୍ଦିଗ୍ଧକୁ ଗିରଫ କରିଛନ୍ତି । ଆକ୍ରମଣ ଫଳରେ ଉପରାଷ୍ଟ୍ରପତିଙ୍କ ଘରର ଝରକା ସବୁ ଭାଙ୍ଗିଯାଇଥିବା ଭିଡିଓରେ ନଜର ଆସିଛି । ଆକ୍ରମଣ ପରେ ୟୁଏସ୍ ସିକ୍ରେଟ ସର୍ଭିସ ଏଜେଣ୍ଟ ଇଷ୍ଟ ୱାଲନଟ ହିଲ୍ସ ସ୍ଥିତ ତାଙ୍କ ବାସଭବନରେ ପହଞ୍ଚି ଜଣେ ସନ୍ଦିଗ୍ଧକୁ ଗିରଫ କରିଛନ୍ତି । ତେବେ ଏନେଇ କୌଣସି ଅଫିସିଆଲ ସୂଚନା ମିଳିନାହିଁ । ଖବର ମୁତାବକ, ପ୍ରାରମ୍ଭିକ […]

ଜାତୀୟ

ଆଜିଠୁ ଦିଲ୍ଲୀ ବିଧାନସଭାର ଶୀତକାଳୀନ ଅଧିବେଶନ; ପ୍ରଦୂଷଣକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ

ନୂଆଦିଲ୍ଲୀ: ଆଜିଠୁ ଦିଲ୍ଲୀ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଏହି ଅଧିବେଶନର ପ୍ରଥମ ଦିନରେ ବିରୋଧୀ ଦଳ ପ୍ରଦୂଷଣକୁ ନେଇ ସରକାରଙ୍କୁ ଘେରିବା ସହ ଗୃହରେ ପ୍ରବଳ ହଙ୍ଗାମା କରିଥିଲେ। ହଙ୍ଗାମା ଏତେ ତୀବ୍ର ହୋଇଥିଲା ଯେ ବାଚସ୍ପତିଙ୍କୁ ଆପର ବିଧାୟକଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ନେଇଛନ୍ତି । ବାଚସ୍ପତି ଚାରି ଜଣ ଆପ୍‌ ବିଧାୟକଙ୍କୁ ତିନି ଦିନ ପାଇଁ ନିଲମ୍ବିତ କରିଛନ୍ତି। ବିଧାନସଭାକୁ ମଧ୍ୟ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଉଲ୍ଲେଖନୀୟ ଯେ ଦିଲ୍ଲୀରେ ପ୍ରଦୂଷଣ […]

ଜାତୀୟ

ଭାରତକୁ ପୁଣି ଟାରିଫ୍ ଭୟ ଦେଖାଇଲେ ଟ୍ରମ୍ପ

ନୂଆଦିଲ୍ଲୀ : ପୁଣି ଭାରତକୁ ଟାରିଫ୍ ଭୟ ଦେଖାଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଭାରତ ସମ୍ପର୍କରେ ଏକ କଡ଼ା ବୟାନ ଦେଇଛନ୍ତି। ସେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଥିଲେ କିନ୍ତୁ ଚେତାବନୀ ମଧ୍ୟ ଦେଇଥିଲେ ଯେ ଯଦି ଭାରତ ରୁଷରୁ ତେଲ କିଣିବା ଜାରି ରଖେ, ତେବେ ଆମେରିକା ଭାରତ ଉପରେ ଶୁଳ୍କ ବୃଦ୍ଧି କରିପାରେ। “ଯଦି ଭାରତ ତୈଳ ପ୍ରସଙ୍ଗରେ ରୁଷକୁ ସହଯୋଗ ନ […]

ଓଡ଼ିଶା

ଏଣିକି ସଫେଇ ପାଇଁ ଉପଭୋକ୍ତାଙ୍କଠାରୁ ଦେୟ ଆଦାୟ କରିବ ବିଏମସି

ଭୁବନେଶ୍ବର: ଏଣିକି ଉପଭୋକ୍ତା ମାନଙ୍କ ପାଖରୁ ଅଳିଆ ସଫେଇ ପାଇଁ ଦେୟ ଆଦାୟ କରିବ ଭୁବନେଶ୍ୱର ମହାନଗର ନିଗମ । ଏନେଇ ନୂଆ ତାଲିକା ମଧ୍ୟ ଜାରି କରିଛି ବିଏମସି । ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ଘର,ସପିଂ ମଲ,ହାଟ,ହୋଟେଲ,କ୍ୟାଫେ ଆଦିରୁ ସଫେଇ ପାଇଁ ଦେୟ ଆଦାୟ କରିବ ବିଏମସି । ପ୍ରତି ଜାଗାରୁ ଅକିଆ ସଫେଇ ବାବଦରେ ଏହି ଦେୟ ଆଦାୟ କରିବ ବିଏମସି । ୨୦୧୮ର ବାଇ ଲ’ ଅନୁସାରେ ଏହି ଦେୟ ଆଦାୟ […]

LOKA SAMACHAR @2026. All Rights Reserved || Developed By CBSPL