ଓଡ଼ିଶା

ପୁଲିସ ଡାକି ଧାନ ଦଲାଲକୁ ଧରାଇଲେ ବିଧାୟକ

ଟିଟିଲାଗଡ଼: ବଲାଙ୍ଗୀର ଜିଲା ପ୍ରଶାସନ ଡିସେମ୍ବର ୫ରୁ ଧାନ ମଣ୍ଡି ଖୋଲି ଚାଷୀଙ୍କ ଧାନ କ୍ରୟ କରିବ ବୋଲି ଘୋଷଣା କରିଥିଲା। ହେଲେ ଡିସେମ୍ବର ୨୦ ତାରିଖରେ ମଣ୍ଡି ଖୋଲିଲା। ଯାହାକୁ ନେଇ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଅନେକ ଚାଷୀ ଦଲାଲର ଶିକାର ମଧ୍ୟ ହୋଇଛନ୍ତି। ଦଲାଲମାନେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ୩୧୬୯ ଟଙ୍କା ବଦଳରେ ୨୫୦୦ ଟଙ୍କା ମଧ୍ୟରେ ଧାନ କ୍ରୟ କରୁଛନ୍ତି । ଏଭଳି କ୍ଷେତ୍ରରେ ଗତ ୫ ତାରିଖରୁ […]

ଓଡ଼ିଶା

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ ମହାସ୍ନାନ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ ମହାସ୍ନାନ କରାଯାଇଛି। ବୁଧବାର ଶ୍ରୀମନ୍ଦିର ଭିତର କାଠ ନିକଟରେ ବାନ୍ତି ପଡ଼ିଥିବାରୁ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ଭିତର କାଠ ନିକଟରେ ବାନ୍ତି ପଡ଼ିଥିବା ନେଇ ସେବାୟତ ଦେଖିଥିଲେ । ଏହାପରେ ଗାରଦଙ୍କୁ ସୂଚନା ଦିଆଯାଇଥିଲା । ଏହାପରେ ମହାପ୍ରଭୁଙ୍କ ସକାଳ ଧୂପ ପରେ ମହାସ୍ନାନ କରାଯାଇଛି । ଏହି କାରଣରୁ ପ୍ରାୟ ୧ ଘଣ୍ଟା ଧରି ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଛି । ସେପଟେ ଆଜି […]

ଓଡ଼ିଶା

ଉଜବେକିସ୍ତାନରେ ଫସିଛନ୍ତି ଶତାଧିକ ଓଡ଼ିଆ, ୪ ମାସ ହେଲା କମ୍ପାନୀ ଦେଉନି ଦରମା

ବ୍ରହ୍ମପୁର: ଉଜବେକିସ୍ତାନରେ ଫସିଛନ୍ତି ଶତାଧିକ ଓଡ଼ିଆ ।  ପ୍ରାୟ ୧୫୦ରୁ ଅଧିକ ଓଡ଼ିଆ ଫସି ସେଠାରେ ଫସି ରହିଛନ୍ତି ।  ସେଥିରୁ ଗଞ୍ଜାମର କେବଳ ୧୦ଜଣ ଇଞ୍ଜିନିୟର ଥିବା ଅନୁମାନ କରାଯାଉଛି ।  ଆଙ୍ଗିୟୁଲରେ ଏଣ୍ଟର ଇଂଜିନିୟର କମ୍ପାନୀ ସାମ୍ନାରେ ୫ଦିନରୁ ଅଧିକ ହେଲା ଆନ୍ଦୋଳନ କରୁଛନ୍ତି । ଦୀର୍ଘ ୪ ମାସ ହେଲା କମ୍ପାନୀ ଦରମା ଦେଉନଥିବାବେଳେ ଖାଇବାକୁ ମଧ୍ୟ ଦେଉନାହିଁ । ଏଣ୍ଟର ଇଂଜିନିୟର କମ୍ପାନୀରେ ୧୫ ଶହରୁ ଅଧିକ ଭାରତୀୟ କାମ କରୁଛନ୍ତି ।  […]

ଓଡ଼ିଶା

ରାଜ୍ୟରେ ହେବ ୧୧୮ ଟି ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ, ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ । ପ୍ରଥମ ପର୍ଯ୍ୟାୟରେ ୧୧୮ ଟି ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର । ବାଣପୁରର ବିଶେଷ କାର୍ଯ୍ୟକ୍ରମରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ବାର ହଜାର କୋଟିର ବ୍ୟୟବରାଦ କରାଯାଇଛି । ଭିତ୍ତିପ୍ରସ୍ତର ସ୍ଥାପିତ ପ୍ରତି ସ୍କୁଲ ପାଇଁ ୫ ରୁ ୭ କୋଟି ବ୍ୟୟ ହେବ । ପଞ୍ଚାୟତ ଅଫିସ ପାଖରେ ୫ ଏକର ଗ୍ରୀନ ଫିଲଡରେ ନିର୍ମାଣ ହେବ […]

ଓଡ଼ିଶା

ଚିଲିକାର ସୁରକ୍ଷା ଓ ବିକାଶ ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କଲା IIT ମାଡ୍ରାସ

ଚିଲିକା : ବଦଳିବ ଚିଲିକାର ରୂପ । ମୁହାଣ ଖୋଲିବ, ବଢ଼ିବ ମାଛ ସଂଖ୍ୟା । ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କଲା IIT ମାଡ୍ରାସ । ଓଡ଼ିଶାର ଗର୍ବ ଚିଲିକା ହ୍ରଦର ସୁରକ୍ଷା ଓ ବିକାଶ ପାଇଁ ଏକ ବଡ଼ ଯୋଜନା ପ୍ରସ୍ତୁତ ହୋଇଛି । IIT ମାଡ୍ରାସ ସହାୟତାରେ ଏହି ନୂଆ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଯାହାର ମୂଲ୍ୟ ପ୍ରାୟ ୧୫୦୦ ରୁ ୨ ହଜାର କୋଟି ଟଙ୍କା ବୋଲି ଆକଳନ କରାଯାଉଛି । […]

ଓଡ଼ିଶା

ଦୁଇ ଦିନ ପରେ ମିଳିଲା ନିଖୋଜ ମହିଳାଙ୍କ ମୃତଦେହ

ଅନୁଗୁଳ : ପାଲଲହଡ଼ାରେ ନିର୍ମମ ହତ୍ୟା । ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର । ଅନୁଗୁଳ ପାଲଲହଡା ସୁସଭନାଳୀ ଗାଁ ରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । କେହି ଦୁର୍ବୃତ୍ତ ପଥରରେ ଛେଚିବା ପରେ ମାରାଣାସ୍ତ୍ରରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ଜନ ମୁଣ୍ଡା । ଦୁଇ ଦିନ ହେବ ସେ ନିଖୋଜ ଥିବା ପରିବାରଲୋକ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି । କିଏ […]

ଓଡ଼ିଶା

୨ ଘଣ୍ଟା ଓପିଡି ବନ୍ଦ କରି ଆନ୍ଦୋଳନ ଜାରି ରଖିଛି ଡାକ୍ତର ସଂଘ, ରୋଗୀ ସେବା ପ୍ରଭାବିତ

ଭୁବନେଶ୍ବର: ଓଡ଼ିଶା ଅତ୍ୟାବଶ୍ୟକ ସେବା (ରକ୍ଷଣାବେକ୍ଷଣ) ଆଇନ, ୧୯୮୮ (ଏସମା) ଅନୁଯାୟୀ ଡାକ୍ତରଙ୍କ ଧର୍ମଘଟକୁ ନିଷେଧ କରାଯିବା ପରେ ମଧ୍ୟ ଜିଦରେ ଅଟଳ ଡାକ୍ତର ସଂଘ। ସରକାରୀ ଡାକ୍ତରମାନେ ବୁଧବାର ଦୁଇ ଘଣ୍ଟା ପାଇଁ ଓପିଡି ସେବାକୁ ସ୍ଥଗିତ ରଖି ସେମାନଙ୍କର ଆନ୍ଦୋଳନ ଜାରି ରଖିଛନ୍ତି। ଯାହା ଫଳରେ ରାଜ୍ୟବ୍ୟାପୀ ରୋଗୀ ସେବା ପ୍ରଭାବିତ ହୋଇଛି। ଏସମା ଲାଗୁ ହେବା ସତ୍ତ୍ୱେ ଓଡ଼ିଶା ଡାକ୍ତରୀ ସେବା ସଂଘ (OMSA)ର ସଦସ୍ୟମାନେ ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ […]

ଓଡ଼ିଶା

କୁମ୍ଭୀର ଗଣନା ପାଇଁ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭିତରକନିକା ମନା

ପଟ୍ଟାମୁଣ୍ଡାଇ: ଆସନ୍ତାକାଲିଠୁ ପର୍ଯ୍ୟଟକଙ୍କ ପାଇଁ ୩ ଦିନ ଭିତରକନିକା ମନା। କୁମ୍ଭୀର ଗଣନା ପାଇଁ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଭିତରକନିକା ବନ୍ଦ ରହିବ। ଭିତରକନିକା ସଂଲଗ୍ନ ନଦୀ ନାଳରେ ହେବ ଗଣନା। ଏନେଇ ସୂଚନା ଦେଇଛନ୍ତି ରାଜନଗର DFO। କୁମ୍ଭୀର ଗଣନା ସମୟରେ ନଦୀରେ ବୋଟ ଚଳାଚଳ କଲେ କୁମ୍ଭୀର ଗଣନାରେ ବାଧା ସୃଷ୍ଟି ଯୋଗୁଁ ପର୍ଯ୍ୟଟକ ମାନଙ୍କ ପାଇଁ ଭିତରକନିକା ବନ୍ଦ ରହିଥାଏ । ଏହି ସମୟରେ ପର୍ଯ୍ୟଟକ ମାନଙ୍କୁ ଭିତରକନିକା […]

ଓଡ଼ିଶା

ପ୍ରଦୂଷଣ କଟକଣା ନ ମାନିଲେ ୫ ହଜାର ଜରିମାନା

ଭୁବନେଶ୍ବର: ଚାରିଆଡ଼େ ବଢିଚାଲିଛି ବାୟୁ ପ୍ରଦୁଷଣ । ଯାହାର ମୁକାବିଲା କରିବା ପାଇଁ ସବୁ ରାଜ୍ୟର ସରକାର ସଜାଗ ହୋଇଯାଇଛନ୍ତି । ଏବେ ଓଡ଼ିଶାର  ରାଜଧାନୀ ଭୁବନେଶ୍ୱର ଏବଂ କଟକ ପାଇଁ ବାୟୁ ପ୍ରଦୂଷଣ ପାଇଁ କଟକଣା ଜାରି କରାଯାଇଛି । ଏବଠୁ ସ୍ଥିତି ନିୟନ୍ତ୍ରଣରେ ରଖିଲେ କିଛି ସୁଧାର ଆସିପାରିବ ଭାବି ସରକାର କିଛି ପଦକ୍ଷେପ ନେଇଛନ୍ତି ଜାଣନ୍ତୁ…. ଆସନ୍ତା ୭ ଦନି ପାଇଁ ନିର୍ମାଣ କାର୍ଯ୍ୟ ଉପରେ ରୋକ ଲାଗିବ । ଏହା ସହ ସଫେଇ […]

ଜାତୀୟ

ଡେଟିଂ ଆପ୍‌ ମାଧ୍ୟମରେ କୋଟି କୋଟି ଟଙ୍କା ଠକେଇ

ନୂଆଦିଲ୍ଲୀ: ଯଦି ଆପଣ ମୋବାଇଲ୍ ଡେଟିଂ ଆପ୍ ମାଧ୍ୟମରେ ନୂତନ ସମ୍ପର୍କ ଖୋଜୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଏକ ସତର୍କବାଣୀ। ଡିଜିଟାଲ୍ ବନ୍ଧୁତା, ବିଶ୍ୱାସ ଏବଂ ଭାବନାର ଆଳ ଦେଖାଇ, ଏକ ସଂଗଠିତ ସାଇବର ଠକେଇ ରାକେଟ ସାରା ଦେଶରେ କାର୍ଯ୍ୟ କରୁଥିଲା, ଯାହା ଶହ ଶହ ଲୋକଙ୍କୁ ସେମାନଙ୍କ ଜୀବନର ସଞ୍ଚୟ ହରାଇବାକୁ ବାଧ୍ୟ କରୁଥିଲା। ଏକ ବଡ଼ ଏବଂ ସୁଚିନ୍ତିତ ଅଭିଯାନରେ, ମହାରାଷ୍ଟ୍ର ପୁଲିସ ମୁମ୍ବାଇ ସଂଲଗ୍ନ ମୀରା ରୋଡ୍ ଅଞ୍ଚଳରେ […]

LOKA SAMACHAR @2026. All Rights Reserved || Developed By CBSPL