ଜାତୀୟ

ଦେଶର ୧୧ ଏମ୍ସରେ ଖାଲି ପଡ଼ିଛି ୧୬୦୦ ଶିକ୍ଷକ ପଦ, ଡାକ୍ତରୀ ଶିକ୍ଷାଦାନ ପ୍ରଭାବିତ

ନୂଆଦିଲ୍ଲୀ: ଦେଶର ୧୧ଟି ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ)ରେ ୧୬୦୦ ଶିକ୍ଷକ ପଦ ଖାଲି ପଡିଛି। ଏହି ସବୁ ଏମ୍ସରେ ମୋଟ ୪୦୯୯ଟି ଅନୁମୋଦିତ ଶିକ୍ଷକ ପଦ ରହିଛି। ସୂଚନା ଅଧିକାର (ଆରଟିଆଇ) ତଥ୍ୟ ଅନୁଯାୟୀ ୧୧ଟି ଏମ୍ସର ଅନୁମୋଦିତ ଶିକ୍ଷକ ପଦ ମଧ୍ୟରୁ ପ୍ରତିଟି ୧୦ଟିରେ ୪ଟି ଖାଲି ପଡିଛି। ଏମ୍ସ ଭଳି ଦେଶର ପ୍ରମୁଖ ସ୍ବାସ୍ଥ୍ୟସେବା ପ୍ରତିଷ୍ଠାନରେ ଏତେ ସଂଖ୍ୟକ ଶିକ୍ଷକ ପଦ ଖାଲି ରହିବା ଉଦ୍‌ବେଗର ବିଷୟ। ଏହାଦ୍ବାରା […]

ଜାତୀୟ

ଆଜିଠାରୁ ‘ମାଘ ମେଳା, ସଙ୍ଗମ ସ୍ଥଳରେ ବୁଡ଼ ପକାଇବା ପାଇଁ ପ୍ରୟାଗରାଜରେ ଭକ୍ତଙ୍କ ଭିଡ଼,

ଉତ୍ତରପ୍ରଦେଶ : ପ୍ରୟାଗରାଜର ପବିତ୍ର ତ୍ରିବେଣୀ ସଙ୍ଗମ କୂଳରେ ଆଜିଠାରୁ ବିଶ୍ୱପ୍ରସିଦ୍ଧ ‘ମାଘ ମେଳା ୨୦୨୬’ ଆରମ୍ଭ ହୋଇଛି । ମାଘ ମେଳା ପୂର୍ବରୁ ସ୍ନାନ ପର୍ବ ପୌଷ ପୂର୍ଣ୍ଣିମାର ପର୍ବ ଗଙ୍ଗା, ଯମୁନା ଏବଂ ସରସ୍ବତୀ ନଦୀର ତ୍ରିବେଣୀରେ ଆସ୍ଥାର ବୁଡ଼ ପକାଇବା ପାଇଁ ଭିଡ଼ ଜମିଛି । ପୌଷ ପୂର୍ଣ୍ଣିମାରେ ସଙ୍ଗମ ତ୍ରିବେଣୀରେ ସ୍ନାନ ଏବଂ ଦାନର ବିଶେଷ ମହତ୍ତ୍ବ ରହିଥାଏ । ମାଘ ମାସରେ ପ୍ରୟାଗରାଜରେ ସ୍ନାନ ଏବଂ କଳ୍ପବାସ କରିବା ଦ୍ୱାରା ମନୁଷ୍ୟକୁ […]

ଅନ୍ତର୍ଜାତୀୟ

ୟେମେନରେ ସାଉଦିଆରବର ଭୟଙ୍କର ଏୟାର ଷ୍ଟ୍ରାଇକ, ୨୦ ମୃତ

ୟେମେନ: ୟେମେନରେ ଭୟଙ୍କର ଏୟାର ଷ୍ଟ୍ରାଇକ ।  ସାଉଦିଆରବର ଆକ୍ରମଣରେ ୨୦ ମୃତ ।  ଦୁଇ ଦେଶ ମଧ୍ୟରେ ବଢ଼ିଲା ଯୁଦ୍ଧ ଆଶଙ୍କା ।  ୟେମେନରେସାଉଦି ଆରବ ନେତୃତ୍ୱାଧୀନ ମିଳିତ ବାହିନୀ ପକ୍ଷରୁ ବଡ଼ ଧରଣର ବିମାନ ଆକ୍ରମଣ କରାଯାଇଛି ।  ଏହି ଆକ୍ରମଣରେ ପ୍ରାୟ ୨୦ ଜଣ ବିଦ୍ରୋହୀ ସୈନ୍ୟ ପ୍ରାଣ ହରାଇଥିବା ଜଣାପଡ଼ିଛି । ‘ସଦର୍ଣ୍ଣ ଟ୍ରାଞ୍ଜିସନାଲ୍ କାଉନସିଲ୍’ ନାମକ ଗୋଷ୍ଠୀର ଶିବିର ଉପରେ ଆଟାକ ହୋଇଛି ।  ଏହି ଗୋଷ୍ଠୀକୁ ସଂଯୁକ୍ତ ଆରବ ଏମିରେଟ୍ସ […]

ଓଡ଼ିଶା

ଜାନୁଆରୀ ୮ ରୁ ଫେବୃଆରୀ ୨୫ ଯାଏ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ

ଭୁବନେଶ୍ୱର : ଜାନୁଆରୀ ୮ ରୁ ଫେବୃଆରୀ ୨୫ ଯାଏ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଲା କଂଗ୍ରେସ ।  ମନରେଗା ନା ବଦଳେଇବା ପ୍ରସଙ୍ଗ ଉପରେ କଂଗ୍ରେସ କରିବ ଆନ୍ଦୋଳନ। ୱାର୍ଡ ସ୍ତରରୁ ବିଧାନ ସଭା ଘେରାଉ କରିବ କଂଗ୍ରେସ ।  ମନରେଗା ବଚାଉ କାର୍ଯ୍ୟକ୍ରମ କରିବ କଂଗ୍ରେସ। ଆଜି ମନରେଗା ନା ବଦଳେଇବା ପ୍ରସଙ୍ଗ ନେଇ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରିଛି । ନା ବଦଳେଇବା କୁ କେନ୍ଦ୍ର ସରକାର ଉପରେ ବର୍ଷିଲେ ଏଆଇସିସି ସାଧାରଣ […]

ଓଡ଼ିଶା

ବିଜାପୁର ମାଓ ସଙ୍ଗଠନର ଶୀର୍ଷ ନେତା ବାରସେ ଦେବୀଙ୍କ ସହ ଆତ୍ମସମର୍ପଣ କଲେ ୪୦ ମାଓବାଦୀ

ମାଲକାନଗିରି : ଆତ୍ମସମର୍ପଣ କଲେ ୪୦ ମାଓବାଦୀ ।  ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ମାଓ ସଙ୍ଗଠନର ଶୀର୍ଷ ନେତା ବାରସେ ଦେବୀଙ୍କ ସହ ୪୦ ଜଣ ତେଲେଙ୍ଗାନାରେ ଆତ୍ମସମର୍ପଣ କରିଛନ୍ତି । ମାଓବାଦୀଙ୍କ ସବୁଠାରୁ ଘାତକ ବାଟାଲିୟନ PLGA ନମ୍ବର 1ର କମାଣ୍ଡର ବାରସେ ଦେବା ଓରଫ ସୁକ୍କା । ବାରସେ ଦେବା ଏବଂ ତାଙ୍କ ସହଯୋଗୀମାନେ ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଅଞ୍ଚଳ ଛାଡି ତେଲଙ୍ଗାନାରେ ପହଞ୍ଚିଛନ୍ତି ।  ତେଲଙ୍ଗାନା ଡିଜିପିଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି […]

ଓଡ଼ିଶା

ଶ୍ରୀମନ୍ଦିରରେ ଜୋତା, ତଦନ୍ତ ଦାବି କଲେ ସେବାୟତ

ପୁରୀ : ଶ୍ରୀମନ୍ଦିରରେ ଜୋତା ।  ଭିତର ଭଣ୍ଡ ଦ୍ୱାର ବା ଭୋଗ ମଣ୍ଡପ ଦ୍ୱାର ନିକଟକୁ କେହି ଜଣେ ଜୋତା ନେଇଥିଲେ ।  ସେଠାରେ ଜୋତା ଥିବା ଦେଖିବା ପରେ ଜଣେ ସେବାୟତ ମନ୍ଦିର ଭିତରୁ ହାତରେ ଧରି ବାହାରକୁ ଆଣିବା ସହ ପୋଲିସକୁ ଜଣାଇଥିଲେ ।  ଜୋତା ଭୋଗ ମଣ୍ଡପ ଦ୍ୱାର ପର୍ଯ୍ୟନ୍ତ କେମିତି ଗଲା ତାକୁ ନେଇ ପ୍ରଶ୍ନ ଉଠିଛି ।  ଶ୍ରୀମନ୍ଦିରକୁ ଜୋତା, ଚମଡା ଜାତୀୟ ବେଲ୍ଟ ବାରଣ ଥିବା ବେଳେ କିଏ […]

ଓଡ଼ିଶା

୭ଟି ନୂଆ ମ୍ୟୁନିସିପାଲିଟି ଓ ୨୮ ଏନଏସି ପାଇଁ ବିଜ୍ଞପ୍ତି ଜାରି

ଭୁବନେଶ୍ୱର : ୭ଟି ନୂଆ ପୌରପାଳିକା ଓ ୨୮ ନୂଆ ଏନଏସି ପାଇଁ ବିଜ୍ଞପ୍ତି ଜାରି ।  ନୂଆ ଏନଏସି ପାଇଁ ସମସ୍ତ ବିଡ଼ିଓ ମାନଙ୍କୁ ପ୍ରଶାସନିକ ଅଧିକାରୀ ଭାବେ ଦାୟିତ୍ବ ହସ୍ତାନ୍ତର ହୋଇଛି। ସବୁ ଏନଏସିର ନୂତନ କାର୍ଯ୍ୟାଳୟ ପାଇଁ ୬କୋଟି, ରାସ୍ତା ପାଇଁ ୫୦ଲକ୍ଷ ଓ ଲାଇଟ ପାଇଁ ୫୦ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଏନଏସି ରୁ ଉନ୍ନୀତ ହୋଇଥିବା ୭ଟି ମ୍ୟୁନିସିପାଲିଟି ପାଇଁ ମଧ୍ୟ ଅର୍ଥ ଦିଆଯାଇଛି। ସାନିଟେସନ, ଅଲୋକୀକରଣ ଭଳି ବିଭିନ୍ନ […]

ଓଡ଼ିଶା

ଚିଲିକାର ହେବ ପୁନରୁଦ୍ଧାର, ଖୁବଶୀଘ୍ର ପ୍ରସ୍ତୁତ ହେବ ଡ଼ିପିଆର

ଚିଲିକା: ଚିଲିକା ହ୍ରଦର ହେବ ପୁନରୁଦ୍ଧାର । ଏନେଇ ଡ଼ିପିଆର ପ୍ରସ୍ତୁତ କରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ । ଜୈବ ବିବିଧତା ଓ ପୁନର୍ବିନ୍ୟାସ ଉପରେ ଗୁରୁତ୍ୱ । ଚିଲିକା ହ୍ରଦକୁ ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକରେ ବିଶେଷକରି ଜୈବ ବିବିଧତା ଓ ହ୍ରଦର ପୁନର୍ବିନ୍ୟାସ ଉପରେ ଗୁରୁତ୍ୱ ଦିଆଯାଇଥିଲା । ବୈଠକରେ ଚିଲିକା ହ୍ରଦର ପୁନରୁଦ୍ଧାର ନିଷ୍ପତ୍ତି ନିଆଯାଇଛି […]

ଓଡ଼ିଶା

ରେକର୍ଡ ଭାଙ୍ଗିଲା ଓଡ଼ିଶା: ତାଳଚେର ଓ ଅନୁଗୁଳ ସବୁଠୁ ଅଧିକ ପ୍ରଦୂଷିତ ସହର

ଭୁବନେଶ୍ବର: ପ୍ରଦୂଷଣରେ ରେକର୍ଡ ଭାଙ୍ଗିଲା ଓଡ଼ିଶା । ଲଗାତାର ଦୁଇ ଦିନ ହେଲା ଓଡ଼ିଶାର ତାଳଚେର ଓ ଅନୁଗୁଳ ସବୁଠୁ ଅଧିକ ପ୍ରଦୂଷିତ ସହର ପାଲଟିଛି । ଆଜି ସକାଳ ୮ଟା ସୁଦ୍ଧା ୩୦୦ରୁ ଅଧିକ ଏକ୍ୟୁଆଇ ସହ ବାୟୁର ମାନ ଅତି ଖରାପ ସ୍ତରରେ ଥିବା ଦେଶର ୫ସହର ମଧ୍ୟରେ ରହିଛନ୍ତି ଓଡ଼ିଶାର ୪ଟି ସହର ରହିଛି । ୩୫୫ଏକ୍ୟୁଆଇ ସହ ଆଜି ମଧ୍ୟ ତାଳଚେର ଦେଶର ସବୁଠୁ ଅଧିକ ପ୍ରଦୂଷିତ ସହର ହୋଇଥିବା ବେଳେ ୩୨୮ […]

ଓଡ଼ିଶା

ସୁଯୋଗ ଅପେକ୍ଷାରେ ଯୁବ ନେତୃତ୍ୱ, ଖୁବଶୀଘ୍ର ଗଠନ ହେବ ନୂଆ ଆଞ୍ଚଳିକ ଦଳ: ମୋକିମ

ଭୁବନେଶ୍ୱର: ଖୁବଶୀଘ୍ର ଗଠନ ହେବ ନୂଆ ଆଞ୍ଚଳିକ ଦଳ । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବରିଷ୍ଠ ରାଜନେତା ମହମ୍ମଦ ମୋକିମ । ସେ କହିଛନ୍ତି ରାଜ୍ୟରେ ଅନେକ ଯୁବ ନେତୃତ୍ୱଙ୍କୁ ଏକ ବଡ ସୁଯୋଗ ଆବଶ୍ୟକତା ରହିଛି, ସେଥିପାଇଁ ସିଏ ଆମ ସହ ଯୋଗାଯୋଗରେ ଅଛନ୍ତି । ଆମେ ମଧ୍ୟ ଯୁବ ଏବଂ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରୁଛୁ, କାହା ପାଇଁ କେଉଁ ସ୍ଥାନ ଖାଲି ପଡେ ନାହିଁ, କିଏ ନା କିଏ ଏହାକୁ ପୂରଣ […]

LOKA SAMACHAR @2026. All Rights Reserved || Developed By CBSPL