ଓଡ଼ିଶା

ପଇସା ଦେଇ ଭୋଟ୍ କିଣିଛି ବିଜେପି: ଘାସିରାମ

ନୂଆପଡା: ନୂଆପଡା ଉପନିର୍ବାଚନରେ ବିଜେପିର ପ୍ରଦର୍ଶନକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ। ସେ କହିଛନ୍ତି ବିଜେପି ପଇସା ଦେଇ ଭୋଟ୍ କିଣିଛି। ପଇସା ପାଇଁ ବିଜେପି ଆଗରେ ରହିଛି। ଭୋଟରମାନେ ଟଙ୍କାରେ କିଣି ହୋଇଗଲେ, ମାଟିର ପୁଅକୁ ଚିହ୍ନିଲେନି। କେନ୍ଦ୍ରୀୟ ନେତାଙ୍କ ସାହାର୍ଯ୍ୟ, ସମର୍ଥନ ମିଳିଲାନି। ଆବ୍ରାହମ୍‌ ଲିଙ୍କନ ୯ ଥର ହାରିଥିଲେ , ମୁଁ ୬ଥର ହାରିଛି। ଆଉ ୩ଥର ନିର୍ବାଚନ ଲଢିବି ବୋଲି ଘାସିରାମ କହିଛନ୍ତି|

aduser

About Author

LOKA SAMACHAR @2026. All Rights Reserved || Developed By CBSPL