ଭୁବେନଶ୍ବର: ଓଡ଼ିଶା ବିଧାନସଭାକୁ ସମ୍ବୋଧନ କରିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିପାଇଁ ଚଳିତ ମାସ ଶେଷରେ ଓଡ଼ିଶା ଆସିପାରନ୍ତି ରାଷ୍ଟ୍ରପତି । ଏନେଇ ସୂଚନା ଦେଇଛନ୍ତି ବିଜେପି ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ । ରାଷ୍ଟ୍ରପତି ଶୀତ ଅଧିବେଶନରେ ବିଧାନସଭାକୁ ସମ୍ବୋଧନ କରିବେ । ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭାକୁ ଜଣେ ରାଷ୍ଟ୍ରପତି ସମ୍ବୋଧନ କରିବେ । ଓଡ଼ିଶା ବିଧାନସଭାର ନିମନ୍ତ୍ରଣକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗ୍ରହଣ କରିଛନ୍ତି । କେଉଁ ଦିନ ସେ ସମ୍ବୋଧନ କରିବେ, ତାହା ରାଷ୍ଟ୍ରପତିଙ୍କ ଅଫିସ ପକ୍ଷରୁ ସ୍ଥିର କରାଯିବ । ଶୀତ ଅଧିବେଶନର କାର୍ଯ୍ୟସୂଚୀ ପ୍ରସ୍ତୁତ ହେବା ପରେ ତାହା ସ୍ପଷ୍ଟ ହେବ ।
aduser
About Author
You may also like
ଓଡ଼ିଶା
ଏବେ ବି ଟଳିନି ବିପଦ, ଆନ୍ଧ୍ର ପରେ ଓଡ଼ିଶା ମୁହାଁ ଅର୍ଣ୍ଣବ ! ୨୪ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ
- October 28, 2026
- 0 Comments
ଓଡ଼ିଶା
ଓଡ଼ିଶାରେ ଅର୍ଣ୍ଣବ ପ୍ରଭାବ ସଂପର୍କିତ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ
- October 28, 2026
- 0 Comments
ଓଡ଼ିଶା
୪ ମାସ ପରେ ନିଖୋଜ ମହିଳାଙ୍କ କଙ୍କାଳ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
- October 28, 2026
- 0 Comments




