ଓଡ଼ିଶା

ଚୌଦ୍ୱାର ସର୍କଲ ଜେଲରେ କଏଦୀଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରିବେ ଏଡିଜି

କଟକ: ଜେଲରେ କଏଦୀଙ୍କ ମୃତ୍ୟୁ । କଟକ ଚୌଦ୍ୱାର ସର୍କଲ ଜେଲରେ ଜଣେ କଏଦୀଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁର କାରଣ ଜଣାପଡିନାହିଁ ।  ମୃତ କଏଦୀଙ୍କ ନାଁ ପବିତ୍ର କୁମାର ସାହୁ । ଘଟଣାର ତଦନ୍ତ ପାଇଁ ଯିବେ ଏଡିଜି ଅମିତାଭ ଠାକୁର । କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ସେନେଇ ତଦନ୍ତ କରାଯିବ ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL