ଜାତୀୟ

ବିଷାକ୍ତ ମଦ ନେଲା ୫ ଜୀବନ

ନୂଆଦିଲ୍ଲୀ : ବିହାରର ରୋହତାସରେ ଅଭାବନୀୟ ଘଟଣା ଘଟିଛି। ବିଷାକ୍ତ ମଦ ପିଇ ୫ ଜଣଙ୍କର ମୃତ୍ୟୁ ଘଟିଛି। ବିବାହରର ମାଠିଆନ୍ ଗାଁରେ ଏଭଳି ଅଘଟଣ ଘଟିଛି। ଖବର ପାଇ ସ୍ଥାନୀୟ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଏକ ମାମଲା ରୁଜ୍ଜୁ କରିଛି। ଘଟଣାରେ ଅଧିକ ଛାନଭିନ୍ ଜାରି ରହିଛି। ଯୋଗୁଁ 5 ଜଣଙ୍କର ମୃତ୍ୟୁ ହୋଇଛି। ମାଥିଆନ ଗାଁର ଘଟଣା। ପୋଲିସ ମୃତଦେହଗୁଡ଼ିକୁ ଜବତ କରି ମାମଲାର ତଦନ୍ତ ଆରମ୍ଭ କରିଛି। ସେପଟେ ବିହାରର ମୁଜାଫରପୁରରେ ୫୦ ଲକ୍ଷ ଟଙ୍କାର ବେଆଇନ ମଦ ଜବତ ହୋଇଛି। ଏକ ଟ୍ରକରେ ମଦ ପେଟି ଗୁଡିକୁ ବୈଶାଳୀ ନିଆଯାଉଥିବାବେଳେ ଧରାଯାଇଛି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL