ଖୋର୍ଦ୍ଧା ଭୁବନେଶ୍ୱର ରାଜ୍ୟର ପ୍ରମୁଖ ସହର

ଖଲିକୋଟ ବିଧାୟକଙ୍କ କାର୍ ଦୁର୍ଘଟଣାଗ୍ରସ୍ତ, ଦୁଇ ଅଟୋ ଯାତ୍ରୀ ଆହତ

ଖୋର୍ଦ୍ଧା: ୧୬ ନମ୍ବର ଜାତୀୟ ରାଜପଥ ବଡ଼ ପୋଖରୀଆ ଛକ ନିକଟରେ ଖଲିକୋଟ ବିଧାୟକଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିରେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ବସିଥିଲେ।

ଅଟୋକୁ ପଛ ପଟୁ ଧକ୍କା ଦେଇଥିଲା ବିଧାୟକଙ୍କ କାର୍। ବିଧାୟକ ଭୁବନେଶ୍ୱର ଯାଉଥିଲେ। କିନ୍ତୁ ବିଧାୟକଙ୍କର କୌଣସି କ୍ଷତି ହୋଇନଥିବା ଜଣାଯାଇଛି। ଅଟୋରେ ବସିଥିବା ଦୁଇ ଯାତ୍ରୀ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଏକ ଅଟୋକୁ ପଛ ପଟୁ ଧକ୍କା ଦେଇଥିଲା ବିଧାୟକଙ୍କ କାର୍। ବିଧାୟକ ଭୁବନେଶ୍ୱର ଯାଉଥିଲେ। କିନ୍ତୁ ବିଧାୟକଙ୍କର କୌଣସି କ୍ଷତି ହୋଇନଥିବା ଜଣାଯାଇଛି। ଅଟୋରେ ବସିଥିବା ଦୁଇ ଯାତ୍ରୀ ଆହତ ହୋଇଛନ୍ତି।

Tag:

LSadmin

About Author

LOKA SAMACHAR @2026. All Rights Reserved || Developed By CBSPL